ଜାତୀୟ

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଅର୍ଥାତ୍‌ ଅକ୍ଟୋବର ୧୭ରେ ହରିୟାଣାରେ…

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ବ୍ୟବହାର…

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜମ୍ମୁ କଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଓମାର…

ବାବା ସିଦ୍ଦିକୀ ହତ୍ୟାକାଣ୍ଡ: ୟୁଟ୍ୟୁବ ଦେଖି ଗୁଳି ଚଳାଇବା ଶିଖିଥିଲେ ଅଭିଯୁକ୍ତ

ମୁମ୍ବାଇ,୧୬।୧୦: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ଏନସିପି ନେତା ଅଜିତ ପାୱାର ଗ୍ରୁପର ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବର୍ତ୍ତମାନ ଏହି ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପ୍ରୟାସ କରାଯାଉଛି। ଏହି ସମୟରେ…

ଯେବେ ମେଜର ଜେନରାଲଙ୍କ ଝିଅଙ୍କୁ ଭଲପାଇ ବସିଥିଲେ ଓମାର ଅବଦୁଲ୍ଲା, କୋର୍ଟରେ ପହଞ୍ଚିଥିଲା ମାମଲା…

ନୂଆଦିଲ୍ଲୀ,୧୬।୧୦: ନ୍ୟାଶନାଲ କନଫରେନ୍ସର ନେତା ଓମାର ଅବଦୁଲ୍ଲା ଆଜି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ୫୪ ବର୍ଷୀୟ ଅବଦୁଲ୍ଲା ଦ୍ୱିତୀୟ ଥର ପାଇଁ ରାଜ୍ୟ ଦାୟିତ୍ୱ ଗ୍ରହଣ କରିବେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଓମାରଙ୍କ ଦଳ…

ନୂଆ କାର୍‌ ଆଗରେ ଲଙ୍କା-ଲେମ୍ବୁ ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ: ନଡ଼ିଆ ଭାଙ୍ଗିବା ପରେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଯେତେବେଳେ ବି ଏକ ନୂତନ ଜିନିଷ ଘରକୁ ଆସେ, କେବଳ ଏହାକୁ ପୂଜା କରାଯାଏ ନାହିଁ, ବରଂ ଲେମ୍ବୁ ଏବଂ ଲଙ୍କା ମଧ୍ୟ ଟଙ୍ଗାଯାଇଥାଏ। କଥାରେ ଅଛି, ଏହା ଦ୍ୱାରା ଖରାପ ନଜର ଲାଗେ ନାହିଁ। ଏହି ବିଶ୍ୱାସ…

‘ପ୍ରତିଟି ଭାରତୀୟ ଆପଣଙ୍କ ନିକଟରେ ଋଣି ରହିବେ’, ଭାଇରାଲ ହେଉଛି ରତନ ଟାଟାଙ୍କ ଏମିତି ଏକ ଚିଠି

ନୂଆଦିଲ୍ଲୀ,୧୬।୧୦: ଦେଶର ବିଜନେସ ଟାଇକୁନ ରତନ ଟାଟାଙ୍କର ବୁଧବାର ରାତିରେ (୯ ଅକ୍ଟୋବର ୨୦୨୪)ରେ ୮୬ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଛି। ତାଙ୍କର ସରଳ ସ୍ବଭାବ ଏବଂ ଖୁସ ମିଜାଜ ସହିତ ସେ କୋଟି କୋଟି ଲୋକଙ୍କ…

ବଲିଉଡଠାରୁ ଆରମ୍ଭ କରି ନେତା ଯାଏ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ହଟ୍‌ ଲିଷ୍ଟରେ…ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧୦: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମରେ ଅନେକ ଖବର ଚାଲିଛି। ବାବା ସିଦ୍ଦିକିଙ୍କ ହତ୍ୟା ସଲମାନ ଖାନଙ୍କ ସହ ଜଡିତ ଥିବା କୁହାଯାଉଛି। ବିଶ୍ୱାସ କରାଯାଏ…

କିଏ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ, ଆଜି ହେବ ଘୋଷଣା, ସିଏମ ରେସ୍‌ରେ ଏହି ୩ ନାଁ

ଚଣ୍ଡିଗଡ,୧୬।୧୦: ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟର ଚେହେରା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏଭଳି ପରିସ୍ଥିତିରେ  ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପା ବିଧାୟକ…

କଂଗ୍ରେସକୁ ବଡ଼ ଝଟ୍‌କା: ଦଳ ଛାଡିଲେ ସାଧାରଣ ସମ୍ପାଦକ

ପୁଣେ,୧୬।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି ଏବଂ ଏଥି ସହ ଦଳ ପରିବର୍ତ୍ତନ ନେତାଙ୍କ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ନିର୍ବାଚନ ଘୋଷଣାର ପରଦିନ ଅର୍ଥାତ୍‌ ବୁଧବାର, କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜାଭେଦ ଶ୍ରଫ ଦଳ ଛାଡି…

ବଢିଲା ରେଭାନ୍ନାଙ୍କ ସମସ୍ୟା: ବଳାତ୍କାର ସମୟରେ ମହିଳାଙ୍କ କପଡ଼ାରୁ ମିଳିଥିଲା…ଡିଏନ୍‌ଏ ରିପୋର୍ଟରେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ପୂର୍ବତନ ଏମ୍‌ପି ପ୍ରଜ୍ୱଲ ରେଭାନ୍ନାଙ୍କ ସମସ୍ୟା ବଢିବାରେ ଲାଗିଛି। ମୈଶୁରରେ ଥିବା ତାଙ୍କ ଫାର୍ମ ହାଉସରେ ଜଣେ ଚାକରାଣୀକୁ ବଳାତ୍କାର ମାମଲାର ତଦନ୍ତ କରୁଥିବା କର୍ନାଟକ ପୋଲିସର ଏସଆଇଟି ରେଭାନ୍ନାଙ୍କ ଡିଏନଏ ନମୁନା ମେଳ ଖାଉଛି ବୋଲି ଦାବି…

ଜେଲ ପାଲଟିଛି କଏଦୀଙ୍କ VIP ଆଡ୍ଡାସ୍ଥଳ! ନେଉଛନ୍ତି ସେଲଫି, ଟାଣୁଛନ୍ତି…

କଲବୁର୍ଗି,୧୬।୧୦: କର୍ନାଟକର କଲବୁର୍ଗି ଜେଲରେ ବନ୍ଦୀମାନଙ୍କୁ ଭିଆଇପି ଟ୍ରିଟମେଣ୍ଟ ମିଳୁଛି। ଜେଲରେ ବସିଥିବା କଏଦୀ ସିଗାରେଟ ଟାଣିବା ଏବଂ ମୋବାଇଲରେ ଭିଡିଓ ତିଆରି କରିବାର ଭିଡିଓ ଭାଇରାଲ ହେବା ଘଟଣାରୁ ଏହା ଜାଣିହେବ। ଏହି ଭିଡିଓ କଲବୁର୍ଗି ପୋଲିସ କମିଶନର ଡକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri