Video: ନାବାଳିକାକୁ ଜୋରଜବରଦସ୍ତ କରିଦେଲ ବିବାହ, ସ୍ୱାମୀ ଟେକି ନେଇଯାଉଥିବାର ଭିଡିଓ ଭାଇରାଲ୍, ୪ ଗିରଫ
ନୂଆଦିଲ୍ଲୀ, ୭।୩: ୧୪ ବର୍ଷୀୟା ନାବାଳିକାକୁ ବଳପୂର୍ବକ ଜଣେ ସମ୍ପର୍କୀୟଙ୍କ ସହ ବିବାହ କରାଇଦେଲେ ମା’। ଯେତେ ମନା କଲେ ମଧ୍ୟ କେହି ଶୁଣି ନ ଥିଲେ। ତେବେ ନାବାଳିକାଙ୍କୁ ଜେଜେ ମା’ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ତାଙ୍କୁ…
ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଭାରତ ଆଣିବା ରାସ୍ତା ପରିଷ୍କାର: ଆମେରିକା ସୁପ୍ରିମକୋର୍ଟରେ ପ୍ରତ୍ୟର୍ପଣ ରୋକିବା ଦାବି ଖାରଜ
ଓ୍ବାଶିଂଟନ/ମୁମ୍ବାଇ,୭।୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର ରାଣାଙ୍କୁ ଭାରତ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଆମେରିକାର ସୁପ୍ରିମକୋର୍ଟ ତହଉରଙ୍କ ଭାରତ ପ୍ରତ୍ୟର୍ପଣକୁ ରୋକିବା ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ତହଉର କୋର୍ଟର…
ମହାକୁମ୍ଭରୁ ମାଲାମାଲ ହେଲେ ନାବିକ ପରିବାର: ରୋଜଗାର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ପ୍ରୟାଗରାଜ,୭ା୩:ହିନ୍ଦୁଧର୍ମର ସର୍ବବୃହତ୍ ଧର୍ମୀୟ ମେଳା ମଧ୍ୟରୁ ଅନ୍ୟତମ ମହାକୁମ୍ଭ ମେଳା ୪୫ ଦିନ ଧରି ଗତ ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମହାକୁମ୍ଭ ମେଳାରେ ଅନେକ ଲୋକ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ବହୁ ରୋଜଗାର…
Global Terrorism Index 2025 ଜାରି: ଜାଣନ୍ତୁ କେଉଁ ଦେଶ କେଉଁ ସ୍ଥାନରେ…
ନୂଆଦିଲ୍ଲୀ,୬।୩: ଇନ୍ଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ୍ ପିସ୍ (ଆଇଇପି) ପକ୍ଷରୁ ବିଶ୍ୱ ଆତଙ୍କବାଦ ସୂଚକାଙ୍କ (ଜିଟିଆଇ), ୨୦୨୫ ଜାରି କରାଯାଇଛି। ଏଥିରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିବା ଦର୍ଶାଯାଇଛି। ୨୦୨୪ରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ପୂର୍ବାପେକ୍ଷା ୪୫ ପ୍ରତିଶତ ମୃତ୍ୟୁ…
ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର
ନୂଆଦିଲ୍ଲୀ,୬।୩: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ଏହାର ଦୁଇ ଦିନ ପରେ,…
ଲଣ୍ଡନରେ ଜୟଶଙ୍କରଙ୍କ କାର୍ ଆଗରେ ଖଲିସ୍ତାନବାଦୀଙ୍କ ପ୍ରତିବାଦ,ଭାରତ କଲା ନିନ୍ଦା
ଲଣ୍ଡନ/ନୂଆଦିଲ୍ଲୀ,୬।୩ : ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ବ୍ରିଟେନ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ଭାରତ ଦୃଢ଼ ନିନ୍ଦା କରିଛି। ବୁଧବାର ଲଣ୍ଡନର ଚାଥାମ ହାଉସ୍ରେ ଜୟଶଙ୍କର ଆଲୋଚନାରେ ଯୋଗଦେଇଥିବାବେଳେ ବାହାରେ ଗୋଟିଏ ଗୋଷ୍ଠୀ ଖଲିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇ ବିକ୍ଷୋଭ…
ହୋଲି ଉତ୍ସବ ପାଇଁ ଅନୁମତି ଦେଲାନି କଲେଜ, ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଛାତ୍ରୀଛାତ୍ର ଦେଲେ ଧମକ
ନୂଆଦିଲ୍ଲୀ,୬।୩: ଆଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟି (ଏଏମ୍ୟୁ) ପରିସରରେ ହୋଲି ମିଳନ ଉତ୍ସବ ପାଳନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ବିବାଦ ସୃଷ୍ଟି ହୋଇଛି। ହିନ୍ଦୁମାନଙ୍କ ପ୍ରତି ପ୍ରଶାସନ ପାତରଅନ୍ତର କରୁଥିବା କେତେଜଣ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଅନୁମତି ନ…
ଲାହୋରରେ ଭଗବାନ ରାମଙ୍କ ପୁତ୍ର ଲବଙ୍କ ସମାଧିରେ ପ୍ରାର୍ଥନା କଲେ ରାଜୀବ ଶୁକ୍ଳା; ଫଟୋ ସେୟାର କଲେ
ନୂଆଦିଲ୍ଲୀ,୬।୩: ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ଯିଏ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଲାହୋରର ଏକ ପ୍ରାଚୀନ ଦୁର୍ଗ ପରିଦର୍ଶନ କରିଥିଲେ, ଯେଉଁଠାରେ ଭଗବାନ ରାମଙ୍କ ପୁତ୍ର ଲବଙ୍କ ଏକ ପ୍ରାଚୀନ…
“ବଢୁଥିବା ଦୁର୍ଘଟଣା ପଛରେ ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନ୍, ଦାୟିତ୍ୱହୀନତା ଦାୟୀ”: ନୀତିନ ଗଡକରୀ
ନୂଆଦିଲ୍ଲୀ,୬ା୩: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଦେଶରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ବୃଦ୍ଧି ପାଇଁ ତ୍ରୁଟିପୂର୍ଣ୍ଣ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଏବଂ ସିଭିଲ୍ ଇଞ୍ଜିନିୟର ଏବଂ ପରାମର୍ଶଦାତାଙ୍କ ଦ୍ୱାରା ପ୍ରସ୍ତୁତ ତ୍ରୁଟିପୂର୍ଣ୍ଣ ରାସ୍ତା ଡିଜାଇନକୁ ଦାୟୀ କରିଛନ୍ତି।…
ମା’ ହେବେ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ: କହିଲେ ଆରମ୍ଭ ହେଲା-‘ନୂଆ କାହାଣୀ’
ନୂଆଦିଲ୍ଲୀ,୬ା୩: ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଗୁରୁବାର ସ୍ୱାମୀ ସୋମବୀର ରାଠିଙ୍କ ସହ ପ୍ରେଗ୍ନେନ୍ସି ଘୋଷଣା କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପରେ କୁସ୍ତିରୁ ଅବସର ନେଇଥିବା ଭିନେଶ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଘୋଷଣା କରିଛନ୍ତି, ଭିନେଶ…
ଏଲନ ମସ୍କଙ୍କ ଟେସଲା ଭାରତରେ ସଫଳ ହୋଇପାରିବ ନାହିଁ: ସଜ୍ଜନ ଜିନ୍ଦଲ
ନୂଆଦିଲ୍ଲୀ,୬ା୩: ଜିନ୍ଦଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି ଏଲୋନ ମସ୍କ ଭାରତରେ ସଫଳ ହୋଇପାରିବେ ନାହିଁ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଜ୍ଜନ କହିଛନ୍ତି ଟେସଲାକୁ ଭାରତୀୟ ବଜାରରେ ପାଦ ଦେବାର ସେ ଦେଖୁନାହାଁନ୍ତି। “ଏଲନ ମସ୍କ ଏଠାରେ…
“ଅନ୍ୟମାନଙ୍କୁ ସମ୍ମାନ ନ ଦେଖାଇ ପ୍ରତ୍ୟେକେ ନିଜ ଜାତି ପ୍ରତି ସମ୍ବେଦନଶୀଳ”: ହାଇକୋର୍ଟ
ନୂଆଦିଲ୍ଲୀ,୬ା୩: ଆଜିକାଲି ଲୋକମାନେ ନିଜ ଜାତି ପ୍ରତି ସମ୍ବେଦନଶୀଳ କିନ୍ତୁ ଅନ୍ୟମାନଙ୍କ ପ୍ରତି କୌଣସି ସମ୍ମାନ ଦେଖାଉ ନ ଥିବା ବମ୍ବେ ହାଇକୋର୍ଟ କହିଛନ୍ତି। କୋର୍ଟ ଡକ୍ଟର ବି.ଆର. ଆମ୍ବେଦକରଙ୍କୁ ମାନହାନି କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲାକୁ ରଦ୍ଦ…
Archives


