IND vs NZ: ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ପାଇଁ ଲାଗିଛି 5000 କୋଟି ଟଙ୍କାର ବେଟିଂ! ଜାଣନ୍ତୁ କାହାକୁ ଜିତେଇବ ସଟ୍ଟାବଜାର
ନୂଆଦିଲ୍ଲୀ,୯।୩:ଆରମ୍ଭ ହୋଇଯାଇଛି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେଗା ମ୍ୟାଚ ପାଇଁ ଏପର୍ଯ୍ୟନ୍ତ 5000 କୋଟି ଟଙ୍କାର ବେଟିଂ ହୋଇସାରିଛି। ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ଅତି କମରେ ପାଞ୍ଚ…
୧୪୦ ବର୍ଷ ଇତିହାସର ସବୁଠାରୁ ଅସଫଳ ନେତା, ଆମର ଟ୍ରମ୍ପକାର୍ଡ…ରାହୁଲଙ୍କ ଉପରେ ବର୍ଷିଲା ଭାଜପା
ନୂଆଦିଲ୍ଲୀ,୯।୩: ଭାରତୀୟ ଜନତା ପାର୍ଟି (ଭାଜପା) ଶନିବାର କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ନିଜ ଦଳର ନେତାମାନଙ୍କ ବିଷୟରେ ମନ୍ତବ୍ୟକୁ ନେଇ ତାଙ୍କୁ କଟାକ୍ଷ କରିଛି। ଭାଜପା କହିଛି ଯେ ତାଙ୍କୁ ପ୍ରଥମେ ବୁଝିବା ଉଚିତ ଯେ ନିର୍ବାଚନରେ ତାଙ୍କ ଦଳର…
IIFA Digital Awards 2025: ଚମକିଲେ କ୍ରିତି-ବିକ୍ରାନ୍ତ, ଶ୍ରେଷ୍ଠ ଫିଲ୍ମ Amar Singh Chamkila
ନୂଆଦିଲ୍ଲୀ,୯।୩: IIFA 2025 ଜୟପୁରରେ ମାର୍ଚ୍ଚ ୮ରେ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ସମାରୋହକୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ହୋଷ୍ଟ କରୁଛନ୍ତି। ଶନିବାର ରାତିରେ (୮ ମାର୍ଚ୍ଚ), ଜୟପୁରରେ IIFA ଡିଜିଟାଲ ପୁରସ୍କାର ୨୦୨୫ ଆୟୋଜନ…
ଉପରାଷ୍ଟ୍ରପତି ଏମ୍ସରେ ଭର୍ତ୍ତି, ଡାକ୍ତର କହିଲେ…
ନୂଆଦିଲ୍ଲୀ,୯ା୩: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ସୂତ୍ର ଅନୁସାରେ, ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଉଛି। ହସ୍ପିଟାଲ…
ମୁଁ କେବଳ ଜଣେ ଯୋଗୀ…BJPରେ ରାଜନୈତିକ ଭବିଷ୍ୟତ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ UPର ମୁଖ୍ୟମନ୍ତ୍ରୀ
ଲକ୍ଷ୍ନୌ,୯।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପାରେ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ ଖୋଲାଖୋଲି ବୟାନ ଦେଇଛନ୍ତି। ରାଜନୀତିରେ ତାଙ୍କର ଭୂମିକା ଜନସେବା ପାଇଁ ସମର୍ପିତ ଯୋଗୀଙ୍କ ଭଳି ବୋଲି ସେ କହିଛନ୍ତି। ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…
ଆୟୁଶ୍ରୀ ମଲିକ ‘ମିସ୍ ସୁପର ନ୍ୟାଶନାଲ’
ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍ ହାତେଇଥିବା ବେଳେ…
ଚିଟ୍ଫଣ୍ଡ ଦୁର୍ନୀତି: ବିମାନ ଜବତ କଲା ଇଡି
ହାଇଦ୍ରାବାଦ,୮।୩: ହାଇଦ୍ରାବାଦର ଏକ କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଉକ୍ତ କମ୍ପାନୀର ହାଇଦ୍ରାବାଦ ଏୟାରପୋର୍ଟରେ ଥିବା ଏକ ବିମାନକୁ ଜବତ କରିଛି। ଫାଲ୍କନ୍ ଗ୍ରୁପ୍ (କ୍ୟାପିଟାଲ ପ୍ରୋଟେକ୍ସନ ଫୋର୍ସ…
ବାହାନାରେ ଆସି କେନାଲକୁ ଠେଲିଦେଲେ; ପରେ କଲେ ଗଣବଳାତ୍କାର…ସାମ୍ନାକୁ ଆସିଲା କର୍ନାଟକ ଲଜ୍ଜାର ଲୋମଟାଙ୍କୁରା କାହାଣୀ…
କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟସ୍ଥ କେନାଲକୁ ଫିଙ୍ଗିଦେଇଥିଲେ। ସେମାନଙ୍କ ମଧ୍ୟରୁ…
‘ମହିଳାଙ୍କୁ ଗୋଟିଏ ହତ୍ୟା କରିବାର ସ୍ବାଧୀନତା ଦିଆଯାଉ’
ନୂଆଦିଲ୍ଲୀ,୮।୩: ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମହିଳାମାନଙ୍କ ଅଧିକାର, ସେମାନଙ୍କ ଶକ୍ତି, ସେମାନଙ୍କର ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ ସବୁଠି ଆଲୋଚନା ହେଉଛି। ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମୟରେ,…
ଏଣିକି ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ହେବ ଫାଶି, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା…
ଭୋପାଳ,୮।୩:ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ନିର୍ଦ୍ଦୋଷ ଝିଅମାନଙ୍କୁ ବଳାତ୍କାର କରୁଥିବା ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି। ଏବେ ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ…
women’s day: ସାଇନାଇଡ କିଲର୍ରୁ କିଡନାପ୍ର ରାଣୀ ଯାଏ, ଜାଣନ୍ତୁ ଦେଶର ଲେଡି ଡନ୍ଙ୍କ ବିଷୟରେ…
ଆଜି ମହିଳାମାନେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି। ଇ-ରିକ୍ସା ଚଳାଇବା ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଉଡ଼ାଣ ପର୍ଯ୍ୟନ୍ତ, ସେ ସବୁଥିରେ ପୁରୁଷମାନଙ୍କୁ ପଛରେ ପକାଇ ଦେଉଥିବାର ଦେଖାଯାଉଛି। ପ୍ରଶାସନଠାରୁ କ୍ଷମତାର କରିଡର ପର୍ଯ୍ୟନ୍ତ ସେମାନଙ୍କର ଦବଦବା ନିରନ୍ତର ବୃଦ୍ଧି…
ଚାଇନା-ପାକିସ୍ତାନକୁ ନେଇ ବଡ଼ ବୟାନ ଦେଲେ ସେନା ମୁଖ୍ୟ, କହିଲେ ଚାଇନା ଉପରେ ବିଶ୍ୱାସ…
ନୂଆଦିଲ୍ଲୀ,୮ା୩: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଚାଇନା ଏବଂ ପାକିସ୍ତାନ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଇନା ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ସେହି ସମୟରେ ପାକିସ୍ତାନ ସମ୍ପର୍କକୁ ନେଇ ମଧ୍ୟ…
Archives


