ଜାତୀୟ

କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ଆମତ୍ହତ୍ୟା ସନ୍ଦେହ

ବେଙ୍ଗାଲୁରୁ, ୪।୧୧: କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ମୃତଦେହ ରବିବାର ବେଙ୍ଗାଲୁରୁର ମଦନାୟକନହଲ୍ଲୀସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଛି। ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଆଶଙ୍କା କରୁଛି। ବେଙ୍ଗାଲୁରୁ ଗ୍ରାମୀଣର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ସି.କେ. ବାବା କହିଛନ୍ତି, ଗତ କିଛିଦିନ ଧରି ନିଜ…

ଦିଲ୍ଲୀ ପୁଣି ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ,୪ା୧୧: ଦୀପାବଳି ପରେ ଦିଲ୍ଲୀ ପୁଣିଥରେ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ରବିବାର ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆର୍‌) ୩୮୨ରେ ପହଞ୍ଚତ୍ଥିବାବେଳେ ଆନନ୍ଦ ବିହାରରେ ୪୩୭ରେ ପହଞ୍ଚତ୍ଛି। ନଡ଼ାପୋଡି, ଯାନବାହନ ଏବଂ ଶିଳ୍ପାଞ୍ଚଳରୁ ଧୂଆଁ ନିର୍ଗମନ ହ୍ରାସ ପାଇଥିଲେ…

ଏଲ୍‌ଓସି ନିକଟରେ ପାକିସ୍ତାନର ତୋପ ପରୀକ୍ଷା

ଶ୍ରୀନଗର,୪।୧୧(ପି.ଟି.): ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ପାକିସ୍ତାନ ତୋପ ପରୀକ୍ଷା କରିଛି। ସେଥିରେ ଚାଇନା କମ୍ପାନୀ ଦ୍ୱାରା ବିକଶିତ ଏସ୍‌ଏଚ୍‌-୧୫ ଏବଂ ୧୫୫ ଏମ୍‌ଏମ୍‌ ହାଇତ୍‌ଜର ତୋପ ସମେତ ବିଭିନ୍ନ ଆର୍ଟିଲେରି ସିଷ୍ଟମ ରହିଛି। ଉପସାଗରୀୟ ଏବଂ ପଶ୍ଚିମ ୟୁରୋପୀୟ ଦେଶ…

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀଙ୍କ ନଁାରେ ମାମଲା

ତ୍ରିଶୁର, ୪।୧୧ (ପି.ଟି.): କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆମ୍ବୁଲାନ୍ସର ଦୁରୁପଯୋଗ କରୁଥିବା ଅଭିଯୋଗରେ କେରଳ ପୋଲିସ ତାଙ୍କ ବିରୋଧରେ ରବିବାର ଏଫ୍‌ଆଇଆର୍‌ ରୁଜୁ କରିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର…

ଉପତ୍ୟକାକୁ ଫେରିଲା ଆତଙ୍କବାଦ

ଶ୍ରୀନଗର/ନୂଆଦିଲ୍ଲୀ,୪ା୧୧: ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୋଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଶୀର୍ଷ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ କରିଥିଲେ। ସେହିପରି ଅନନ୍ତନାଗ ଜିଲାରେ ମଧ୍ୟ ଅନ୍ୟ ଏକ…

ନାବାଳକଙ୍କ ପେଟରୁ ମିଳିଲା ବ୍ୟାଟେରି, ଚେନ୍‌ ସହ ୬୫ ବସ୍ତୁ

ଆଗ୍ରା,୩ା୧୧: ଉତ୍ତରପ୍ରଦେଶ ହାଥ୍ରାସ୍‌ ଅଞ୍ଚଳର ଜଣେ ୧୪ ବର୍ଷୀୟ ବାଳକଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇ ବ୍ୟାଟେରି, ଚେନ୍‌, ରେଜର ବ୍ଲେଡ ଫ୍ରାଗମେଣ୍ଟ, ସ୍କ୍ରୁ ସମେତ ୬୫ଟି ବସ୍ତୁ ମିଳିଛି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଦୀର୍ଘ ୫ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା।…

ରାଜସ୍ଥାନରେ ଚାଞ୍ଚଲ୍ୟ: ବିଉଟିସିଆନ୍‌ଙ୍କୁ ନୃଶଂସ ହତ୍ୟା

ଯୋଧପୁର,୩ା୧୧: ରାଜସ୍ଥାନର ଯୋଧପୁର ଅଞ୍ଚଳରେ ଅଳଙ୍କାର ଚୋରି ଅଭିଯୋଗରେ ଜଣେ ୫୦ ବର୍ଷୀୟା ବିଉଟିସିଆନ୍‌ଙ୍କୁ ଏକ ଦମ୍ପତି ନିଶା ଦେଇ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ସେମାନଙ୍କ ଘର ନିକଟରେ ପୋତିଦେଇଥିଲେ। ଅନୀତା ଚୌଧରୀ ନାମ୍ନୀ ବିଉଟିସିଆନ୍‌ଙ୍କୁ…

ଜମ୍ମୁ-କଶ୍ମୀରରେ ତିନି ଆତଙ୍କବାଦୀ ନିପାତ, ଯବାନଙ୍କୁ ବିସ୍କୁଟ୍‌ କଲା ବଡ଼ ସାହାଯ୍ୟ

ଶ୍ରୀନଗର/ନୂଆଦିଲ୍ଲୀ,୩ା୧୧: ସିଆର୍‌ପିଏଫ୍‌ ଏବଂ ଜମ୍ମୁ-କଶ୍ମୀର ପୋଲିସ ଶନିବାର ଶ୍ରୀନଗରସ୍ଥିତ ଖାନ୍‌ୟାର ଅଞ୍ଚଳରେ ଦିନ ତମାମ ଏକ ମିଳିତ ଅପରେଶନ୍‌ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ଶୀର୍ଷ କମାଣ୍ଡର ଉସ୍‌ମାନ୍‌ଙ୍କୁ ନିପାତ କରିଥିଲେ। ସେହିପରି ଅନନ୍ତନାଗ ଜିଲାରେ ମଧ୍ୟ ଅନ୍ୟ ଏକ…

ଜମ୍ମୁ-କଶ୍ମୀର ଏଲ୍‌ଓସିରେ ତୋପ ପରୀକ୍ଷା କଲା ପାକିସ୍ତାନ

ଶ୍ରୀନଗର,୩ା୧୧: ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ପାକିସ୍ତାନ କେତେଗୁଡ଼ିଏ ତୋପ ପରୀକ୍ଷା କରିଛି। ସେଥିରେ ଚାଇନା କମ୍ପାନୀ ଦ୍ୱାରା ବିକଶିତ ଏସ୍‌ଏଚ୍‌-୧୫ ଏବଂ ୧୫୫ ଏମ୍‌ଏମ୍‌ ହାଇତ୍‌ଜର ତୋପ ସମେତ ବିଭିନ୍ନ ଆର୍ଟିଲେରି ସିଷ୍ଟମ ରହିଛି। ଉପସାଗରୀୟ ଏବଂ ପଶ୍ଚିମ…

ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ

ଚେନ୍ନାଇ,୩।୧୧: ତାମିଲ ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କାଝଗମ(ଟିଭିକେ) ରବିବାର ଏକ ମୋଦି ସରକାରଙ୍କ ଏକ ନିଷ୍ପତ୍ତିର ବିରୋଧ କରି ସଂକଳ୍ପ ପାରିତ କରିଛି। କିଛିଦିନ ତଳେ କେନ୍ଦ୍ର ସରକାର ସମଗ୍ର ଦେଶରେ ଏକ ସମୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି…

ସିଆରପିଏଫ୍‌ ବଙ୍କର ଉପରେ ଗ୍ରେନେଡ୍‌ ଆକ୍ରମଣ: ୧୨ ଆହତ

ଶ୍ରୀନଗର,୩ା୧୧: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି। ରବିବାର ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଅଲ୍‌ ଇଣ୍ଡିଆ ରେଡିଓ ଷ୍ଟେଶନ ବାହାରେ ସିଆରପିଏଫ୍‌ ବଙ୍କର ଉପରେ ଏହି ଆକ୍ରମଣ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ…

ସାମ୍ବାଦିକଙ୍କୁ ମାଡ଼ ମାରି ପରିସ୍ରା ପିଇବାକୁ ଦେଲେ ଭାଜପା ନେତା, ଅଖିଳେଶ ଯାଦବ କହିଲେ ମିଡିଆର ମନୋବଳକୁ…

ଲକ୍ଷ୍ନୌ,୩ା୧୧: ଉତ୍ତରପ୍ରଦେଶର ହମିରପୁରରେ ଦୁଇ ସାମ୍ବାଦିକଙ୍କୁ ଉଲଗ୍ନ କରି ପିଟାଯିବା ପରେ ପରିସ୍ରା ପିଆଇବା ପରି ମାମଲା ସାମ୍ନାକୁ ଆସିଛି। ସାମ୍ବାଦିକମାନେ ଭାଜପା ନଗର ପଞ୍ଚାୟତ ଅଧ୍ୟକ୍ଷ ପଓ୍ବନ ଅନୁରାଗୀଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିକୁ ପ୍ରକାଶ କରିଥିବାରୁ ପରେ ଭାଜପା ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri