ଜାତୀୟ

ଏଣିକି ନକଲି ଔଷଧ କରିପାରିବେ ଚିହ୍ନଟ, ଔଷଧ ଉପରେ ରହିବ କ୍ୟୁଆର କୋଡ୍‌

ନୂଆଦିଲ୍ଲୀ: ନକଲି ଔଷଧରେ ଲାଗିବ ଲଗାମ। ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ...

ନିବେଶକଙ୍କ ୩.୫ ଲକ୍ଷ କୋଟି ପାଣିରେ ପଡ଼ିଲା, ସେନସେକ୍ସ ୭୦୦ପଏଣ୍ଟ ହ୍ରାସ…

ମୁମ୍ବାଇ,୨।୮ : ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ ବନ୍ଦ ହୋଇଛି। ସେନେସେକ୍ସରେ ୧.୦୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ସେହିପରି...

ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍‌ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କାନ୍ତାରର ରିପୋର୍ଟ ଅନୁଯାୟୀ, ଭାରତର ଟପ୍‌-୧୦ ସହରରେ...

ନାବାଳିକା ଅବା ନାବାଳକଙ୍କ ସହିତ ଲିଭଇନରେ ରହିବା ଅମାନ୍ୟ, ଏହା ଆଇନ ସମାଜର ବିରୁଦ୍ଧ: ହାଇକୋର୍ଟ…

ଲକ୍ଷ୍ନୌ,୨।୮ : ଯଦି ଲିଭଇନ ସମ୍ପର୍କରେ ରହୁଥିବା ଦୁଇ ମଧ୍ୟରୁ ଜଣେ ନାବାଳିକା ଅବା ନାବାଳକ, ତେବେ ସମ୍ପର୍କକୁ ଅମାନ୍ୟ ବୋଲି ଧରାଯିବ। ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲାର ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏହି...

ମଣିପୁରରେ ଥମୁନି ହିଂସା, ୨ଟି ଘରେ ନିଆଁ ଲଗାଇଲେ ଉପଦ୍ରବକାରୀ

ଇମ୍ଫାଲ,୨।୮: ଜାତିଆଣ ହିଂସାରେ ଏବେ ବି ଜଳୁଛି ମଣିପୁର। ରାଜ୍ୟ ସରକାରଙ୍କ କର୍ଫ୍ୟୁ କୋହଳ ପରେ ମଧ୍ୟ ପୁଣି ଅଣାୟତ୍ତ ହୋଇପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ବୁଧବାର ପୂର୍ବାହ୍ନରେ ଇମ୍ଫାଲର ପଶ୍ଚିମ ଜଲାର ଦୁଇଟି ଘରେ ଊପଦ୍ରବକାରୀମାନେ ନିଆଁ ଲଗାଇ...

ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ: ଓମ ବିର୍ଲା…

ନୂଆଦିଲ୍ଲୀ,୨।୮ : ମଙ୍ଗଳବାର (ଅଗଷ୍ଟ ୧) ଲୋକସଭାରେ ଘଟିଥିବା ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ। ଦଳର ସଦସ୍ୟ ତଥା ବିରୋଧୀ...

ସମ୍ବିଧାନ ଦାୟିତ୍ୱବୋଧ ଇଞ୍ଜିନକୁ ବନ୍ଦ କରି ଚାବି ଫିଙ୍ଗି ଦେଇଛନ୍ତି ଭାଜପା ସରକାର: ଚିଦାମ୍ବରମ…

ନୂଆଦିଲ୍ଲୀ,୨।୮ : ମଣିପୁର ହିଂସାକୁ ନେଇ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ ଅଭିଯୋଗ କରିଛନ୍ତି ହିଂସା ପ୍ରଭାବିତ ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର...

ଚିତା ବାଘୁଣୀ ଧାତ୍ରୀର ମୃତ୍ୟୁ..

ଭୋପାଳ,୨।୮ : ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କୀ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର  ଚିତା ବାଘୁଣୀ ଧାତ୍ରୀର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ...

ନା ହିଂସା ନା ଘୃଣା ଭାଷଣ, ନିଶ୍ଚିତ କରନ୍ତୁ ସରକାର: ସୁପ୍ରିମ୍‌କୋର୍ଟଙ୍କ ତାଗିଦ…

ନୂଆଦିଲ୍ଲୀ,୨।୮ : ନହୁରେ ହିଂସା ଯୋଗୁୁ ହରିୟାଣାର ଅନେକ ସ୍ଥାନରେ ଉତ୍ତେଜନା ବ୍ୟାପିଛି। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଜଷ୍ଟିସ ଖାନ୍ନା ମୁଖ୍ୟ ପ୍ରାର୍ଥନା କ’ଣ ବୋଲି ପଚାରିଥିଲେ।...

ମାତ୍ର ୨ ସେକେଣ୍ଡ ମଧ୍ୟରେ ମୋ ମାଇକ୍‌ ବନ୍ଦ କରିଦିଆଯାଉଛି: ଖାର୍ଗେ

ନୂଆଦିଲ୍ଲୀ,୨।୮:ମଣିପୁର ହିଂସାକୁ ନେଇ ବିରୋଧୀ ଦଳ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି। ବୁଧବାର ବିରୋଧୀ ଏମ୍‌ପିଙ୍କ ଏକ ପ୍ରତିନିଧୀ ଦଳ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧୀ ଦଳରେ ବିଭିନ୍ନ ବିରୋଧୀ...

ବାରମୁଳାରୁ ୨ ହାଇବ୍ରିଡ୍‌ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୨।୮ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ବାହିନୀ ବାରମୁଳାଠାରୁ ଦୁଇ ଜଣ ଲସ୍କର ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ...

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାବାଘର ମୃତ୍ୟୁ

ଭୋପାଳ,୨।୮: ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର ଆଉ ଏକ ଚିତା ବାଘ ତିବଲିଶର ମୃତ୍ୟୁ ହୋଇଛି। ଚିତାବାଘର ମୃତ୍ୟୁର କାରଣ ପ୍ରକାଶ କରାଯାଇ ନାହିଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri