ଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ପେନସନ ଯୋଜନାର ନୂଆ ନୋଟିଫିକେଶନ ଜାରି

ନୂଆଦିଲ୍ଲୀ,୨୦।୩: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଗୁରୁବାର ଏକୀକୃତ ପେନସନ ଯୋଜନା (UPS) କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ଯୋଜନା ଅନୁଯାୟୀ, ଅବସର ପୂର୍ବରୁ ୧୨ ମାସରେ ମିଳୁଥିବା ହାରାହାରି ମୂଳ…

ଇଫତାର ପାର୍ଟିର ମଜା ନେଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୦।୩: ରାଜଧାନୀ ଦିଲ୍ଲୀରେ ଗୁରୁବାର (୨୦ ମାର୍ଚ୍ଚ, ୨୦୨୫) ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଦ୍ୱାରା ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସମାଜବାଦୀ…

ଆପଣଙ୍କୁ ଆଇନର ABCD ଜଣାନାହିଁ, କେମିତି ହେଲେ ଆଡଭୋକେଟ, କାହିଁକି ଅଦାଲତରେଏମିତି କହିଲେ ବିଚାରପତି

ନୂଆଦିଲ୍ଲୀ,୨୦।୩: ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ତାଙ୍କ ମହକିଲଙ୍କ ଜାମିନ ଆବେଦନରେ ବାରମ୍ବାର ‘ସହମତିରେ ସମ୍ପର୍କ’ ଲେଖିବା ପାଇଁ ଗୁରୁବାର ଭର୍ତ୍ସନା କରିଛନ୍ତି। କୋର୍ଟ ତାଙ୍କ ଉପରେ ରାଗିଯାଇ କହିଲେ ଯେ ସେ ମୌଳିକ ଆଇନ ମଧ୍ୟ ଜାଣନ୍ତି ନାହିଁ। ଆବେଦନରେ ଜଣେ…

ଚାଇନାକୁ ଲାଗିବ ବଡ଼ ଝଟକା! ଭାରତ-ତାଇଓ୍ବାନ ମିଶି କରିବାକୁ ଯାଉଛନ୍ତି ଏହି କାମ

ନୂଆଦିଲ୍ଲୀ,୨୦।୩: ଭାରତ ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଶେଷ କରିବାର ଆବଶ୍ୟକତା ରହିଛି। ଏହା କେବଳ ଭାରତକୁ ଇଲେକ୍ଟ୍ରୋନିକ ଉପାଦାନ ପାଇଁ ଚାଇନା ଉପରେ ନିର୍ଭରଶୀଳତା ହ୍ରାସ…

ଯୋଗ୍ୟ ମହିଳାମାନେ ଭରଣପୋଷଣ ଆବେଦନ କରିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୩: ସମ୍ପ୍ରତି ଏକ ରାୟରେ ଦିଲ୍ଲୀ ହାଇକୋର୍ଟ ଏକ ଭରଣପୋଷଣ ଆବେଦନକୁ ଖାରଜ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ କହିଛନ୍ତି ଉପଯୁକ୍ତ ଚାକିରି ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ କେବଳ ତାଙ୍କ ସ୍ୱାମୀଙ୍କଠାରୁ…

କେରଳର ମୁଖ୍ୟମନ୍ତ୍ରୀ ହେବେ କି ଶଶି ଥରୁର? ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ନେତାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: ବରିଷ୍ଠ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (IUML) ନେତା ଇଟି ମହମ୍ମଦ ବଶୀର ଗୁରୁବାର କହିଛନ୍ତି ଯେ ଶଶି ଥରୁର ଫାସିଷ୍ଟ ଶକ୍ତି ବିରୁଦ୍ଧରେ ଲଢ଼ୁଥିବା ଜଣେ ଦୃଢ଼ ଯୋଦ୍ଧା ଏବଂ କେରଳରେ ବିରୋଧୀ ମେଣ୍ଟ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ…

‘ମୋ ଝିଅକୁ ସିଧା ପ୍ରସାରଣ କରି ଦିଆଯାଉ ମୃତ୍ୟୁ ଦଣ୍ଡ’,…ଚମକାଇଦେବ ମୁସ୍କାନଙ୍କ ପିତାଙ୍କ ବୟାନ

ମେରଠ,୨୦।୩: ଉତ୍ତର ପ୍ରଦେଶର ମେରଠରୁ ସାମ୍ନାକୁ ଆସିଥିବା ସୌରଭ ହତ୍ୟା ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଛି। ଲଣ୍ଡନରୁ ଫେରିଥିବା ସୌରଭଙ୍କୁ ତାଙ୍କ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିଲେ ଏବଂ ମୃତଦେହକୁ ଏକ ଡ୍ରମରେ ରଖି ସିମେଣ୍ଟ ଘୋଡ଼ାଇ…

ପୁଣି ଭାରତକୁ ଧମକ ଦେଲେ ଟ୍ରମ୍ପ!

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଆଶା କରୁଛନ୍ତି ଭାରତ ଖୁବ ଶୀଘ୍ର ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଶୁଳ୍କ ହ୍ରାସ କରିବ। ଏହା ସହିତ ସେ ପୁଣି ଥରେ ଦୋହରାଇଛନ୍ତି ଯେ ଆମେରିକା ଏପ୍ରିଲ…

ଅମିତ ଶାହାଙ୍କ ଘୋଷଣା- ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀମୁକ୍ତ ହେବ ଭାରତ 

ନୂଆଦିଲ୍ଲୀ,୨୦।୩: ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁରୁବାର ବିଜାପୁର-ଦନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ୨୨ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ଭାରତକୁ ମାଓବାଦୀମୁକ୍ତ କରିବା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି।…

ଆରଜେଡି ବିଧାୟକଙ୍କ ଉପରେ ରାଗିଲେ ନୀତୀଶ, କଲେ ଏମିତି ଦାବି

ପାଟନା,୨୦।୩: ପ୍ରଶ୍ନକାଳରେ, ବିଧାନସଭାରେ ଆରଜେଡି ବିଧାୟକ କୁମାର କୃଷ୍ଣ ମୋହନ ଓରଫ ସୁଧାୟ ଯାଦବଙ୍କୁ ମୋବାଇଲରେ ପ୍ରଶ୍ନ ପଢ଼ୁଥିବାର ଦେଖି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଗି ଯାଇଥିଲେ। ନିଜ ଆସନରୁ ଠିଆ ହୋଇ ସେ ବିଧାନସଭା ବାଚସ୍ପତି ନନ୍ଦ କିଶୋର…

ନିଜକୁ ଗୁଳି ମାରିଲେ ପୂର୍ବତନ ବିଧାୟକ: ସରକାରୀ ବଙ୍ଗଳାରେ ନେଲେ ଚରମ ପଦକ୍ଷେପ

ଶ୍ରୀନଗର,୨୦।୩: ଜମ୍ମୁ-କଶ୍ମୀରର ପୂର୍ବତନ ଭାଜପା ବିଧାୟକ ଫକିର ମହମ୍ମଦ ଖାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଫକୀର ମହମ୍ମଦଙ୍କୁ ଜମ୍ମୁ ଓ କଶ୍ମୀର ଭାଜପାର…

“ଅବୈଧ ନିୟନ୍ତ୍ରଣ”: ସେନ୍‌ସରସିପ୍‌ ଅଭିଯୋଗ ଆଣିଲେ ଏଲୋନ୍ ମସ୍କ, କେନ୍ଦ୍ର ସରକାରଙ୍କ ବିରୋଧରେ କଲେ ମାମଲା ରୁଜୁ

ବେଙ୍ଗାଲୁରୁ,୨୦।୩: ଆମେରିକୀୟ କୋଟିପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ ଜାଏଣ୍ଟ ‘X’ ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ଦାୟର କରିଛି। ଯାହାକୁ ଏହା ବେଆଇନ ବିଷୟବସ୍ତୁ ନିୟନ୍ତ୍ରଣ ଏବଂ ମନମୁଖୀ ସେନ୍ସରସିପ୍ ବୋଲି କୁହାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri