ଜାତୀୟ

‘ଦିଲ୍ଲୀରେ ଖୋଲାଖୋଲି ଭାବେ ଲୋକଙ୍କୁ ହତ୍ୟା କରାଯାଉଛି,’ ବଢୁଥିବା ଅପରାଧକୁ ନେଇ ମୋଦି ସରକାରଙ୍କୁ…

ନୂଆଦିଲ୍ଲୀ,୩।୧୨: ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ଦିଲ୍ଲୀରେ ଅପରାଧ ବୃଦ୍ଧି ପ୍ରସଙ୍ଗ ଉଠାଇଥିବା ବେଳେ ଅରବିନ୍ଦ କେଜରିୱାଲ ମଧ୍ୟ ଭାଜପା ସରକାରଉପରେ ଖୁବ…

କେବଳ ଏକନାଥ ଶିନ୍ଦେ ନୁହେଁ, ଅଜିତ ପାଓ୍ବାରଙ୍କ କ୍ୟାମ୍ପରେ ବି ଟଣାଭିଡା, ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ନେଇ ହେଉଛି ଏମିତି

ମୁମ୍ବାଇ,୩।୧୨: ମହାରାଷ୍ଟ୍ରଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଦେବେନ୍ଦ୍ର ଫଡନାଭିସ ଏବଂ ଏକନାଥ ଶିନ୍ଦେଙ୍କ ମଧ୍ୟରେ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିନ୍ଦେ-ଫଡନାଭିସ ବିବାଦର ସମାଧାନ ହୋଇ ନାହିଁ ଏବଂ ବର୍ତ୍ତମାନ…

ବାଂଲାଦେଶରେ ଶାନ୍ତି ଫେରାଇବା ପାଇଁ ଜାତିସଂଘର ସହାୟତା ନେଉ କେନ୍ଦ୍ର

କୋଲକାତା, ୩।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତିସଂଘର ସହାୟତା ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି। ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ…

ମୁଖ୍ୟମନ୍ତ୍ରୀ ନ ହେଲେ ଏମିତି କାମ କରିବେ ଏକନାଥ ଶିନ୍ଦେ: ଆସିଲା ବଡ଼ ଅପ୍‌ଡେଟ୍‌

ମୁମ୍ବାଇ,୩ା୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…

ବାତ୍ୟା ଫେଙ୍ଗାଲ ଲ୍ୟାଣ୍ଡଫଲ୍‌ ପରେ ବନ୍ୟା, ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି

ତାମିଲନାଡୁ , ୨।୧୨: ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ଫେଙ୍ଗାଲ ରବିବାର ଏକ ଗଭୀର ଅବପାତରେ ଦୁର୍ବଳ ପରିଣତ ହୋଇଛି। କିନ୍ତୁ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପ୍ରଭାବରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କିଛି…

ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିଲେ ଆଇପିଏସ୍‌ ଅଧିକାରୀ,ଫାଟିଲା ଟାୟାର: ଆଉ ତା’ପରେ…

ବେଙ୍ଗାଲୁରୁ, ୨।୧୨:କର୍ନାଟକର ହାସନ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିଜର ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିବା ବେଳେ ଆଇପିଏସ୍‌ ଅଧିକାରୀ ହର୍ଷବର୍ଦ୍ଧନ(୨୬)ଙ୍କର ସୋମବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲା ନିବାସୀ ହର୍ଷବର୍ଦ୍ଧନ କର୍ନାଟକ…

ଶିନ୍ଦେ ଚାପ୍ଟର ଏବେ ବନ୍ଦ ହୋଇଯାଇଛି: କାହିଁକି ଏମିତି କହିଲେ ଏନ୍‌ସିପି ନେତା

ପୁଣେ,୨।୧୨: ମହାରାଷ୍ଟ୍ରରେ ଏକ ନୂତନ ମହାୟୁତି ସରକାର ଗଠନକୁ ନେଇ ବିବାଦ ବଢିବାରେ ଲାଗିଛି। ରାଜ୍ୟରେ ରାଜନୈତିକ ବିକାଶ ସମ୍ପର୍କରେ ଏନସିପି ଏମ୍‌ପି ସୁନୀଲ ଟାଟକେରେ କହିଛନ୍ତି, ସାଧାରଣ ପ୍ରକ୍ରିୟା ଅନୁଯାୟୀ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଅର୍ଥମନ୍ତ୍ରୀ…

ସ୍ଵର୍ଣ ମନ୍ଦିରରୁ ମିଳିଲା ଦଣ୍ଡ, ବାଥରୁମ ସଫା କରି ଅଇଁଠା ବାସନ ଧୋଇବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୧୧: ପଞ୍ଜାବର ଅମୃତସରର ସୁବର୍ଣ୍ଣ ମନ୍ଦିରରେ ଅକଲ ତଖତା ସାହେରା ଡେରା ସଚ୍ଚା ସୌଦା ସିରସା ମୁଖ୍ୟ ରାମ ରହୀମଙ୍କୁ କ୍ଷମା କରି ସୁଖବୀର ସିଂ ବାଦଲଙ୍କୁ ବଳିଦାନ ମାମଲାରେ ଦଣ୍ଡିତ କରିଛନ୍ତି। ସୁଖବୀର ବାଦଲଙ୍କୁ ଏକ ଘଣ୍ଟା ପାଇଁ ବାଥରୁମ…

ପାର୍ଲାମେଣ୍ଟ ଅଚଳାବସ୍ଥା ଦୂର: ସମ୍ବିଧାନ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୨ା୧୨(ପି.ଟି.):ସମ୍ବିଧାନରେ ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ସରକାର ଓ ବିରୋଧୀ ଦଳଗୁଡ଼ିକ ବୁଝାମଣାରେ ପହଞ୍ଚତ୍ଛନ୍ତି। ସମ୍ବିଧାନ ଗୃହୀତ ହେବାର ୭୫ତମ ବର୍ଷ ଅବସରରେ ଏହା ଉପରେ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଲୋଚନା ପାଇଁ ସରକାର ରାଜି ହୋଇଛନ୍ତି।…

ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌

ନୂଆଦିଲ୍ଲୀ,୨ା୧୨ : ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍‌ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍‌ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍‌ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ। ଭାରତର ବାୟୋଟେକ୍‌ନିକ୍‌ ବିଭାଗର ବାୟୋଟେକ୍‌ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ…

ବୈଠକ ବାତିଲ କଲେ ଶିନ୍ଦେ, ଦିଲ୍ଲୀ ଗଲେ ଅଜିତ ପାଓ୍ବାର

ମୁମ୍ବାଇ,୨ା୧୨ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ସରକାର ଗଠନ ନେଇ ସୋମବାର ମହାୟୁତି ନେତାମାନଙ୍କ ବୈଠକ ହେବାକୁ ଥିବାବେଳେ କାମଚଳା ମୁଖ୍ୟମନ୍ତ୍ରୀ…

ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ ଏଜେଣ୍ଡାରେ ଏକମତ ହେଲାନି ଟିଏମସି

ନୂଆଦିଲ୍ଲୀ,୨।୧୨: ଇଣ୍ଡିଆ ମେଣ୍ଟରେ ଫାଟ। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଅନେକ ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଭିତରେ କୌଣସି ସହମତି ହୋଇପାରିନାହିଁ। ଗୋଟିଏ ପଟେ କଂଗ୍ରେସ ଚାହୁଁଛି ଯେ ଗୃହରେ ଗୌତମ ଆଦାନୀ ଏବଂ ଇଭିଏମ ପ୍ରସଙ୍ଗ ଉଠାଯିବା ଉଚିତ୍‌। ଅନ୍ୟପକ୍ଷରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri