ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ
ମୁମ୍ବାଇ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର…
ରାଜ୍ୟ ସଭା ନା ଲୋକ ସଭା ଏମପି କିଏ ପାଆନ୍ତି ଅଧିକ ଦରମା, ଟଙ୍କା ଜାଣିଲେ ତାଜୁବ ହେବେ…
ନୂଆଦିଲ୍ଲୀ,୭।୧୨: ଭାରତରେ ଲୋକ ସଭା ଓ ରାଜ୍ୟ ସଭା ଉଭୟ ଗୃହର ବିଭିନ୍ନ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୁଅନ୍ତି ଏବଂ ସେମାନଙ୍କର କାର୍ଯ୍ୟଶୈଳୀ ମଧ୍ୟ ଭିନ୍ନ ଅଟେ। ତେବେ ଏମପିଙ୍କ ଦରମା ଏବଂ ଅନ୍ୟାନ୍ୟ ସୁବିଧା ବିଷୟରେ ଅନେକ ପ୍ରଶ୍ନ ଲୋକମାନଙ୍କ…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ ଚମକାଇବା ଭଳି ବୟାନ ଦେଲେ ଫାରୁକ ଅବଦୁଲ୍ଲା
ଶ୍ରୀନଗର,୭।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରଠାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେବାର ଖବର ରହିଛି। ଏହି ପ୍ରସଙ୍ଗରେ ସମଗ୍ର ଦେଶରେ କ୍ରୋଧର ନିଆଁ ଜଳୁଛି। ଏବେ, ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା…
PAN 2.0: ନୂଆ ପାନ କାର୍ଡରେ ଆଧାର ଲିଙ୍କ୍ କରିବା ଜରୁରୀ କି? ନହେଲେ କଟିଯିବ…
ନୂଆଦିଲ୍ଲୀ,୭।୧୨: PAN 2.0 ଆସିବା ପରେ PAN କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି? ଏହାକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି। ନୂଆ ପାନ କାର୍ଡକୁ ପୁରୁଣା ପାନ କାର୍ଡ ଭଳି ଆଧାର ସହ ଲିଙ୍କ କରିବାକୁ ପଡ଼ିବ…
ଶରଦ-ଉଦ୍ଧବଙ୍କୁ ଲାଗିଲା ବଡ଼ ଝଟ୍କା, ଏମଭିଏରୁ ଅଲଗା ହେଲେ…
ମୁମ୍ବାଇ,୭।୧୨: ମହାରାଷ୍ଟ୍ରର ମହାବିକାଶ ଅଘାଡିରେ ଏକ ବଡ ଓଲଟପାଲଟ ଦେଖାଦେଇଛି। ନିର୍ବାଚନରେ ପରାଜୟର କ୍ଷତ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନଥିଲା ବେଳେ ପୁଣି ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ଲାଗିଥିଲା। ହଁ, ଅଖିଳେଶ ଯାଦବଙ୍କ…
ମୁଁ ଇଣ୍ଡିଆ ମେଣ୍ଟ ଗଢିଥିଲି, ଦରକାର ପଡିଲେ ତାକୁ…ଇଶାରାରେ କଂଗ୍ରେସକୁ ବଡ଼ ଧମକ ଦେଇଦେଲେ ମମତା!
ନୂଆଦିଲ୍ଲୀ,୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯଦି ସୁଯୋଗ ଦିଆଯାଏ ତେବେ ସେ ଏହାର ଦାୟିତ୍ୱ ସମ୍ଭାଳିବେ। ଟିଏମସି ସୁପ୍ରିମୋ ପୁରା ବିରୋଧୀ ଦଳକୁ ନିୟନ୍ତ୍ରଣ କରିବାକୁ ଇଚ୍ଛା…
କିଏ ହେବେ ମମତାଙ୍କ ଉତ୍ତରାଧିକାରୀ? ନିଜେ କରିଦେଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୭।୧୨: କିଏ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉତ୍ତରାଧିକାରୀ? ମମତାଙ୍କ ପରେ କିଏ ସମ୍ଭାଳିବେ ଭବିଷ୍ୟତରେ ଟିଏମସିର କମାଣ? ଏହି ପ୍ରଶ୍ନ ଏବେ ଖାଲି ପଶ୍ଚିମବଙ୍ଗ ନୁହେଁ ପୁରା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଟିଏମସି ଭିତରେ କିମ୍ବା ବାହାରେ…
ଆସୁଛି ବଡ଼ ବର୍ଷା! ଏସବୁ ଜିଲାକୁ ଆଲର୍ଟ
ଭୁବନେଶ୍ୱର,୭।୧୨: ପୁଣି ସୃଷ୍ଟି ହୋଇପାରେ ଲଘୁଚାପ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗରରେ ଡିସେମ୍ବର ୭ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଆରବ ସାଗର ଓ ବଙ୍ଗୋପସାଗର…
ଯେବେ ଭାଜପା ଏମପି ସଂସଦ ଭିତରକୁ ନେଇଥିଲେ ଟଙ୍କା ସେବେଠାରୁ… ଜାଣନ୍ତୁ ଗୃହ ଭିତରକୁ କେତେ ଟଙ୍କା ନେଇପାରିବେ ଏମପି
ନୂଆଦିଲ୍ଲୀ,୭।୧୨: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ଅଭିଷେକ ମନୁ ସିଂଘ୍ଭିଙ୍କୁ ଦିଆଯାଇଥିବା ସିଟ୍ରୁ ଗୁରୁବାର ଏକ ନୋଟ୍ ବିଡ଼ା ମିଳିବା ନେଇ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଶୁକ୍ରବାର ଗୃହର ଅଧ୍ୟକ୍ଷ ଜଗଦୀପ ଧନକର ଏନେଇ ପ୍ରକାଶ କରିବା ପରେ…
ସମ୍ବିତ୍ ପାତ୍ରଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍
ନୂଆଦିଲ୍ଲୀ,୭ା୧୨:କଂଗ୍ରେସ ଏମ୍ପି ହିବି ଏଡେନ୍ ଶୁକ୍ରବାର ଲୋକ ସଭାରେ ପୁରୀର ଭାଜପା ସଦସ୍ୟ ସମ୍ବିତ୍ ପାତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ପାଇଁ ନୋଟିସ୍ ଦେଇଛନ୍ତି। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଶ୍ୱାସଘାତକମାନଙ୍କ ସର୍ଦ୍ଦାର ବୋଲି ସମ୍ବିତ୍…
ମୁଖ୍ୟମନ୍ତ୍ରୀ ହେବା ପରେ ଶିନ୍ଦେଙ୍କ ଗୁମର ଫିଟାଇଦେଲେ ଫଡନଭିସ, ରାଜନୀତିରେ ହଲଚଲ!
ମୁମ୍ବାଇ,୭।୧୨: ମହାରାଷ୍ଟ୍ରରେ ଦୀର୍ଘ ଦିନର ସସପେନ୍ସ ପରେ ଦେବେନ୍ଦ୍ର ଫଡନଭିସ ଶେଷରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶେଷ ଯାଏ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅରାଜି ଥିବା ଏକନାଥ ଶିନ୍ଦେ, ଅଜିତ ପାୱାରଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।…
ତୁରନ୍ତ ଦେଶ ଛାଡ:ଏହି ଦେଶରେ ଫସିଥିବା ଲୋକଙ୍କୁ ଆଡଭାଇଜରି ଜାରି କଲା ଭାରତ
ନୂଆଦିଲ୍ଳୀ,୭।୧୨: ସିରିଆରେ ବିଦ୍ରୋହୀଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯିବା ପର୍ଯ୍ୟନ୍ତ ସିରିଆ ଯାତ୍ରା…
Archives


