ଜାତୀୟ

୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ

ମୁମ୍ବାଇ, ୩୦।୧୨: ଭାରତର ୧୭ ବର୍ଷିୟା ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ ଇତିହାସ ରଚିଛନ୍ତି। ସେ ବିଶ୍ୱର ସର୍ବ କନିଷ୍ଠ ମହିଳା ଭାବେ ୭ ମହାଦେଶର ସର୍ବୋଚ୍ଚ ଶିଖରରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ୨୪ରେ ଆଣ୍ଟାର୍କଟିକାର ମାଉଣ୍ଟ ଭିନ୍‌ସନ୍‌ ଶିଖରରେ ପହଞ୍ଚି…

‘ଶାରୀରିକ ସମ୍ପର୍କ’ର ଅର୍ଥ ବଳାତ୍କାର…, ଦିଲ୍ଲୀ ହାଇକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ, ୨୯।୧୨: ଦିଲ୍ଲୀ ହାଇକୋର୍ଟ ପୋକ୍ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରି କହିଛନ୍ତି, ନାବାଳିକା ପୀଡିତା ଦ୍ୱାରା ଶାରୀରିକ ସମ୍ପର୍କ ଶବ୍ଦର ବ୍ୟବହାର କରିବାର ଅର୍ଥ ବଳାତ୍କାର ହୋଇ ନ ପାରେ। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଅଭିଯୁକ୍ତଙ୍କ ଆବେଦନକୁ…

ଯମୁନାରେ ମନମୋହନଙ୍କ ଚିତାଭସ୍ମ ବିସର୍ଜନ

ନୂଆଦିଲ୍ଲୀ,୨୯ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଚିତାଭସ୍ମକୁ ରବିବାର ତାଙ୍କ ପରିବାର ସଦସ୍ୟମାନେ ମଜ୍‌ନୁ କା ତିଲା ଗୁରୁଦ୍ୱାର ନିକଟ ଯମୁନା ନଦୀରେ ବିସର୍ଜନ କରିଛନ୍ତି। ପରିବାର ସଦସ୍ୟ ରବିବାର ସକାଳେ ନଗମବୋଧ ଘାଟରୁ ଚିତାଭସ୍ମ ସଂଗ୍ରହ କରି ଯମୁନା ନଦୀର…

‘ଦିଲ୍ଲୀରେ ମିଳିଲା ନାହିଁ ୨ ଗଜ ସ୍ଥାନ’, କଂଗ୍ରେସ ଉପରେ ବଡ଼ ଅଭିଯୋଗ ଆଣିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଜନୀତି ଚରମ ସୀମାରେ ରହିଛି ଏବଂ ଭାଜପା ଏବଂ କଂଗ୍ରେସ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଗୋଟିଏ ପଟେ କଂଗ୍ରେସ ନିଗମ ବୋଧ ଘାଟରେ ବିଶୃଙ୍ଖଳା ଅଭିଯୋଗ କରିଥିବାବେଳେ ଭାଜପା…

ଶିଶୁ ହତ୍ୟା ଅଭିଯୋଗରେ ମୁମ୍ବାଇରୁ ଗିରଫ ହେଲେ ଜମାଟୋ ଡେଲିଭରି ବୟ

ମୁମ୍ବାଇ,୨୯।୧୨: ଭଜନପୁର ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାରୋଲ ଜମ୍ପରଙ୍କୁ ମୁମ୍ବାଇର ଏକ ଜନବହୁଳ ଅଞ୍ଚଳରୁ କ୍ରାଇମ ବ୍ରାଞ୍ଚ ଦଳ ଗିରଫ କରିଛି। ୨୦୧୦ରେ ଅଭିଯୁକ୍ତ ପାରୋଲରୁ ଡେଇଁପଡିଥିଲେ ଏବଂ ଏହା…

ଘୋଷଣା ହେଲା କଂଗ୍ରେସର ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ଅଭିଯାନର ନୂଆ ତାରିଖ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ତାଙ୍କ ଦଳ ଜାନୁଆରୀ ୩ ପରେ ଜୟ ବାପୁ, ଜୟ ଭୀମ ଏବଂ ଜୟ ସମ୍ବିଧାନ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନ ଅଧୀନରେ କଂଗ୍ରେସ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ…

କାହିଁକି ଦିଲ୍ଲୀ ଗସ୍ତ କରିଛନ୍ତି ନୀତୀଶ? ଇସ୍ତଫା ଚର୍ଚ୍ଚା ମଧ୍ୟରେ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ଲାନ

ନୂଆଦିଲ୍ଲୀ/ପାଟନା,୨୯।୧୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଚାଲିଯିବା ମାତ୍ରେ ତାଙ୍କ ଇସ୍ତଫା ବିଷୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନାକୁ ଆଗକୁ ନେବାରେ ପ୍ରଶାନ୍ତ କିଶୋର ମଧ୍ୟ ଏକ ଭୂମିକା ଗ୍ରହଣ କରିଥିଲେ ଏବଂ ରାଷ୍ଟ୍ରୀୟ…

ସ୍ମୃତିରେ ହୋଇଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଯମୁନାରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅସ୍ଥିକୁ ବିସର୍ଜନ କରିବାର ରୀତିନୀତି ରବିବାର (୨୯ ଡିସେମ୍ବର) ଦିଲ୍ଲୀର ଗୁରୁଦ୍ୱାର ମଜନୁ କା ତିଲା ନିକଟ ଯମୁନା ଘାଟରେ କରାଯାଇଥିଲା। ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷ ରୀତିନୀତି ଶନିବାର (୨୮…

ଅଧୁରା ରହିଗଲା ମନମୋହନଙ୍କ ଏହି ଇଚ୍ଛା…ଚାହିଁଲେ ବି ଏହି ଘୋଟାଲାରେ କୋର୍ଟ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିଲେ ନାହିଁ

ନୂଆଦିଲ୍ଲୀ,୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୨୬ ଡିସେମ୍ବର ୨୦୨୪ରେ ୯୨ ବର୍ଷରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଦେଶର ରାଜନୈତିକ ତଥା ଅର୍ଥବ୍ୟବସ୍ଥାରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତେବେ କୋଇଲା ଦୁର୍ନୀତି ମାମଲାରେ ଲାଗିଥିବା ଦାଗକୁ ଧୋଇବା…

ମନମୋହନ ସିଂଙ୍କ ପରେ ପରିବାରକୁ ମିଳିବ ଏତେ ସୁବିଧା, ସ୍ତ୍ରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । କହିରଖୁଛୁ ଯେ ପ୍ରଧାନମନ୍ତ୍ରୀ ପଦ ଛାଡିବା ପରେ ମନମୋହନ ସିଂ ଅନେକ ସୁବିଧା ପାଇଥିଲେ। ଏହା ବ୍ୟତୀତ ସେ ପ୍ରତି ମାସରେ ୨୦ହଜାର ଟଙ୍କା…

ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶିଖ୍‌ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଓ ପରିବାର ସଦସ୍ୟଙ୍କ…

ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ…

ଚେନ୍ନାଇ, ୨୯।୧୨: ତାମିଲନାଡ଼ୁର ତିରୁଭନ୍ନାମଲାଇ ଗିରିବଲମସ୍ଥିତ ଏକ ଘରୋଇ ହୋଟେଲରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣକ ମୃତଦେହ ଜବତ କରିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି। ମୋକ୍ଷପ୍ରାପ୍ତି ପାଇଁ ପ୍ରୟାସ କରି ଉକ୍ତ ୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri