ଜାତୀୟ

ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲେ ଏହି ଦେଶଗୁଡ଼ିକ ଉପରେ ପ୍ରଥମେ ପଡ଼ିବ ମିସାଇଲ, ଭାରତରେ ହେବ…

ନୂଆଦିଲ୍ଲୀ୨୨।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ…

ଆମେରିକୀୟଙ୍କୁ ସତର୍କ କରାଇଲେ ଟ୍ରମ୍ପ, ଓଡ଼ିଶା ଯାଉଥିଲେ ରାତିରେ ବାହାରନ୍ତୁନି…

ନୂଆଦିଲ୍ଲୀ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟଙ୍କୁ “ଅଧିକ ସତର୍କତା ଅବଲମ୍ବନ କରିବାକୁ” ଅନୁରୋଧ କରାଯାଇଛି। ଭାରତରେ “ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ” କାରଣରୁ ଏହା ଜାରି କରାଯାଇଛି, ଏବଂ…

ଅପରେଶନ ସିନ୍ଧୁ: ନେପାଳ, ଶ୍ରୀଲଙ୍କା ନାଗରିକଙ୍କୁ ଇରାନରୁ ଫେରାଇ ଆଣିବ ଭାରତ

ନୂଆଦିଲ୍ଲୀ,୨୧।୬: ଭାରତ ସରକାରଙ୍କ ଅପରେଶନ ସିନ୍ଧୁ ଅଧୀନରେ ଇରାନରେ ଫସି ରହିଥିବା ୩୧୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆଉ ଏକ ବିମାନ ଶନିବାର (୨୧ ଜୁନ) ସାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା। ଅପରେଶନ ସିନ୍ଧୁ ଅଧୀନରେ, ଭାରତୀୟ ନାଗରିକଙ୍କୁ ନେଇ…

ବୋହୂକୁ ମାରି ୧୦ ଫୁଟ ଗାତରେ ପୋତିଦେଲେ ଶ୍ୱଶୁର! ସନ୍ଦେହରେ ପୋଲିସର ଜବାବ

ଫରିଦାବାଦ,୨୧।୬: ହରିୟାନା ଫରିଦାବାଦ ପଲ୍ଲା ଥାନାର ରୋଶନ ନଗରରେ ଜଣେ ବିବାହିତ ମହିଳାଙ୍କୁ ପୋତି ଦେବା ମାମଲାରେ, ପୋଲିସ ମୃତକଙ୍କ ଶ୍ୱଶୁର ଭୂପ ସିଂହଙ୍କୁ ଗିରଫ କରି ଦୁଇ ଦିନିଆ ରିମାଣ୍ଡରେ ନେଇଛି। ପୋଲିସ ଦାବି କରିଛି ଯେ ପ୍ରାଥମିକ ପଚରାଉଚରାରେ,…

ପାଇଲଟ୍‌ କହିଲେ Mayday-Mayday; ବେଙ୍ଗାଲୁରୁରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ, ମଝି ଆକାଶରେ…

ବେଙ୍ଗାଲୁରୁ,୨୧।୬: ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬E-୬୭୬୪ (ଏୟାରବସ A୩୨୧), ୧୬୮ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର (KIA) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଚେନ୍ନାଇ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା…

ହଠାତ୍‌ ସରିଗଲା ଇଣ୍ଡିଗୋ ବିମାନର ଇନ୍ଧନ, ଅଧା ଆକାଶରେ କଲ୍‌ କଲେ ପାଇଲଟ୍‌

ବେଙ୍ଗାଲୁରୁ, ୨୧।୬: ପୁଣି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ବିମାନ। ଏୟାର ଇଣ୍ଡିଆ ପରେ ଇଣ୍ଡିଗୋ ବିମାନ ଦୁର୍ଘଟଣା ହେଉ ହେଉ ବର୍ତ୍ତି ଯାଇଛି। ଗୁଆହାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ (ଫ୍ଲାଇଟ ନମ୍ବର 6E-6764)ର ହଠାତ୍‌ ଅଧା ଆକାଶରେ…

ଗୋଟିଏ ପରମାଣୁ ବୋମାର ଦାମ୍‌ କେତେ ଜାଣନ୍ତି କି? ଖର୍ଚ୍ଚ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୧।୬: ପରମାଣୁ ବୋମା, ଯାହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଧ୍ୱଂସାତ୍ମକ ଅସ୍ତ୍ର, ତା’ର ନିର୍ମାଣ ଖର୍ଚ୍ଚ ସମ୍ପର୍କରେ ଅନେକଙ୍କ ମନରେ କୌତୂହଳ ରହିଛି। ଏକ ରିପୋର୍ଟ ଅନୁଯାୟୀ, ଏକ ପରମାଣୁ ବୋମା ତିଆରି ପାଇଁ କେତେ ଖର୍ଚ୍ଚ ହୁଏ ଜାଣନ୍ତି…

ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏମିତି ଉତ୍ତର ଦେଲେ ଶାହା, ଶୁଣିଲେ ଶେହବାଜଙ୍କ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ଏହି ଚୁକ୍ତିନାମା ପୁନଃସ୍ଥାପିତ ହେବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ…

କାହାକୁ ମିଳିବ ଦୁର୍ଘଟଣାରେ ଉଦ୍ଧାର ୮୦ ଲକ୍ଷର ସୁନା? ଯଦି କେହି ଦାବି ନ କଲେ…

ନୂଆଦିଲ୍ଲୀ,୨୦।୬: ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଆରମ୍ଭ ହେବାର ତୁରନ୍ତ ପରେ ଏକ ହଷ୍ଟେଲ ଛାତ ଉପରେ…

୨୦୨୪ ନିର୍ବାଚନରେ ଏମିତି ଟଙ୍କା ବ୍ୟୟ କରିଛି ଭାଜପା: ଜାଣନ୍ତୁ କଂଗ୍ରେସ କେତେ?

ନୂଆଦିଲ୍ଲୀ,୨୧ା୬:୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏକସଙ୍ଗେ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ଭାଜପା ପାଖାପାଖି ୧,୪୯୪ କୋଟି ଟଙ୍କା ବ୍ୟୟ କରିଛି, ଯାହାକି ମୋଟ ନିର୍ବାଚନ ବ୍ୟୟର ୪୪.୫୬ ପ୍ରତିଶତ। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ…

୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCAର ନୋଟିସ୍‌

ନୂଆଦିଲ୍ଲୀ,୨୧ା୬: ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାକୁ ନେଇ ୩ କ୍ରୁ ସଦସ୍ୟଙ୍କୁ ବହିଷ୍କାର ନିମନ୍ତେ ଏୟାର ଇଣ୍ଡିଆକୁ DGCA ନିର୍ଦ୍ଦେଶ ଦେଇଛି। ଲାଇସେନ୍ସ ଲାପ୍ସ, ବିଶ୍ରାମ ଓ ନୂତନତା ଆବଶ୍ୟକତା ଦର୍ଶାଇଛି DGCA। ଏଥିସହ ଦୁଇଟି ଉଡ଼ାଣ ପାଇଁ କାରଣ…

ପରମାଣୁଠୁ ବି ଭୟଙ୍କର କ୍ଲଷ୍ଟର ବୋମା! ଜାଣନ୍ତୁ ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ,୨୧।୬: ଇସ୍ରାଏଲ ଏବଂ ଇରାନ ପରସ୍ପରକୁ ସର୍ବାଧିକ କ୍ଷତି ପହଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଇସ୍ରାଏଲ ଇରାନ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛି, ଇସ୍ରାଏଲ କହିଛି ଯେ ଇରାନ ଆକ୍ରମଣ କରିବା ପାଇଁ କ୍ଲଷ୍ଟର ବୋମା ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?