ଜାତୀୟ

ଗୁୱାହାଟୀରୁ ଚେନ୍ନାଇ ଯାଉଥିଲା ଇଣ୍ଡିଗୋ ବିମାନ ବାଟରେ ସରିଗଲା ତେଲ, ଟେନସନରେ ଏପରି କରିଦେଲେ ପାଇଲଟ

ନୂଆଦିଲ୍ଲୀ,୧୯ା୬: ଗୁୱାହାଟୀରୁ ଚେନ୍ନାଇକୁ ଯାଉଥିବା ଏକ ଇଣ୍ଡିଗୋ ଉଡ଼ାଣ ବୁଧବାର ସନ୍ଧ୍ୟାରେ ଚେନ୍ନାଇ ଆକାଶମଣ୍ଡଳରେ ପହଞ୍ଚିବା ପରେ ଇନ୍ଧନର ଅଭାବ ଯୋଗୁଁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। ଉଡ଼ାଣ ତଥ୍ୟ ଅନୁଯାୟୀ, ଫ୍ଲାଇଟ 6E6764 ଚେନ୍ନାଇରେ ସନ୍ଧ୍ୟା ୭:୪୫ରେ ପହଞ୍ଚିବାର କାର୍ଯ୍ୟସୂଚୀ ଥିଲା।…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ପୁଳାପୁଳା ସୁନା, ଲକ୍ଷ ଲକ୍ଷ ଟଙ୍କା, ଆହୁରି ମିଳିଲା…

ଅହମଦାବାଦ, ୧୯।୬: ଗତ ସପ୍ତାହରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା (ଫ୍ଲାଇଟ AI-171) ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଦୁଃଖଦ ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ଜଣେ ବ୍ରିଟିଶ ନାଗରିକ…

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି। ଏକ ବିବୃତିରେ, ଏମଇଏ…

ପାକିସ୍ତାନ ସହ ମିଶି ଭୟଙ୍କର ପ୍ଲାନ କରିଥିଲେ ଟ୍ରମ୍ପ! ଜାଣିଗଲେ ମୋଦି?

ନୂଆଦିଲ୍ଲୀ,୧୯।୬: ସାରା ବିଶ୍ୱ ଜାଣିବାକୁ ଚାହୁଁଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହିଁକି ହ୍ବାଇଟ ହାଉସରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଇଭେଣ୍ଟ ମ୍ୟାନେଜମେଣ୍ଟରେ ପରିଣତ କରୁଥିବା ଟ୍ରମ୍ପ,…

ମୁନୀରଙ୍କ ସହ ସାକ୍ଷାତକାର ମଝିରେ ବଡ଼ ବୟାନ ଦେଲେ ଟ୍ରମ୍ପ, କହିଲେ ମୁଁ ପାକିସ୍ତାନକୁ ଭଲପାଏ ହେଲେ…

ଓ୍ବାଶିଂଟନ୍‌,୧୯।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜଣେ ବହୁତ ଭଲ ବ୍ୟକ୍ତି, ମୁଁ ଗତକାଲି ତାଙ୍କ ସହ କଥା ହୋଇଛି ଏବଂ ଆମେ ଆଉ ଏକ…

ଟ୍ରମ୍ପଙ୍କୁ ପଚାରିଲେ ଥରୁର, କେମିତି ଥିଲା ଖାଇବା?

ନୂଆଦିଲ୍ଲୀ, ୧୯।୬: କଂଗ୍ରେସ ଏମପି ଶଶି ଥରୁର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ହ୍ବାଇଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ଉପରେ କଡ଼ା ପ୍ରତିକ୍ରୟା ରଖିଛନ୍ତି। ଥରୁର ଏହି ବୈଠକକୁ…

ଦେଶର ଇଂରାଜୀ କହୁଥିବା ଲୋକମାନେ ନିଜକୁ ଲଜ୍ଜିତ ଅନୁଭବ କରିବେ: କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୯।୬: ଭାରତୀୟ ଭାଷାଗୁଡ଼ିକ ଦେଶର ଆତ୍ମା ଏବଂ ସାଂସ୍କୃତିକ ପରିଚୟର ପ୍ରତୀକ ଏବଂ ଏବେ ଆମର ଭାଷାଗତ ଐତିହ୍ୟକୁ ପୁନଃ ଗ୍ରହଣ କରିବା ଏବଂ ବିଶ୍ୱ ସମ୍ମୁଖରେ ଗର୍ବର ସହିତ ଆଗକୁ ବଢ଼ିବାର ସମୟ ଆସିଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

୧୦ ଟଙ୍କାର ନୋଟ ଖୋଲିବ ହନିମୁନ୍‌ ମର୍ଡର ମିଷ୍ଟ୍ରି: ଏବେ ସନ୍ଦେହ ଘେରରେ ସୋନମଙ୍କ ଭାଇ

ଇନ୍ଦୋର,୧୯।୬: ମେଘାଳୟର ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ତ୍ରିକୋଣୀୟ ପ୍ରେମ ହତ୍ୟାର ପ୍ରକୃତ କାରଣ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଏବେ ମାମଲାର କାହାଣୀ ବଦଳିପାରେ। ଏବେ ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀ ମଧ୍ୟ ଏହି ମାମଲାରେ ସନ୍ଦେହ…

ମୋହନ ସରକାରଙ୍କ ବଡ଼ ଘୋଷଣା: ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୫୦୦ ଟଙ୍କା

ଭୋପାଳ,୧୯।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୀପାବଳିରୁ ପ୍ରତି ମାସରେ ଲାଡଲି ଭଉଣୀଙ୍କୁ ୧୫୦୦ ଟଙ୍କା ଦିଆଯିବ। ଲାଡଲି ବେହନା ଯୋଜନା ଅଧୀନରେ ମଧ୍ୟପ୍ରଦେଶରେ ଯୋଗ୍ୟ ମହିଳାଙ୍କୁ ୧୨୫୦ ଟଙ୍କା ଦିଆଯାଉଛି।…

ସାଇପ୍ରସ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ମୋଦି: ସବୁଠୁ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇପ୍ରସରେ ଜୋରଦାର ସ୍ବାଗତ କରାଯାଇଥିଲା। ସାଇପ୍ରସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ମାକାରିଓସ III’ରେ ସମ୍ମାନିତ କରିଥିଲେ। ସାଇପ୍ରସ ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୋଲିଡ୍ସ ତାଙ୍କୁ…

କେଉଁ ଦେଶ ପାଖରେ ରହିଛି ସବୁଠାରୁ ଉତ୍କୃଷ୍ଟ କ୍ଷେପଣାସ୍ତ୍ର, ନିମିଷକରେ ବିଶ୍ୱ ହୋଇଯିବ ଧ୍ୱଂସ,ଜାଣନ୍ତୁ କେତେ ନମ୍ବରରେ ଭାରତର ସ୍ଥାନ

ମସ୍କୋ/ନୂଆଦିଲ୍ଲୀ ,୧୯ା୬: ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଏବଂ ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକ ଆଉ କେବଳ ଶକ୍ତିର ପ୍ରତୀକ ନୁହେଁ ବରଂ ଏକ ଦେଶର ସୁରକ୍ଷା, ପ୍ରଭୁତ୍ୱ ଏବଂ ପ୍ରଯୁକ୍ତିର ପ୍ରକୃତ ପରିଚୟ ପାଲଟିଛି। ଏଗୁଡ଼ିକୁ କୁହାଯାଏ ଅନ୍ତଃମହାଦେଶୀୟ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର (ICBM)। ଏହି…

କିଏ ସେ ବିଟ୍ଟୁ? ରାଜାଙ୍କୁ ଧୋକା ଦେଇ ଯାହା ସହ ଘଣ୍ଟା ଘଣ୍ଟା ଗପୁଥିଲେ ସୋନମ, ହେଲା ସାଂଘାତିକ ଖୁଲାସା

ଇନ୍ଦୋର,୧୯।୬: ରାଜା ରଘୁବଂଶୀ ହତ୍ୟା ମାମଲାର ଖୋଳତାଡ଼ କରିବା ବେଳେ ମେଘାଳୟ ପୋଲିସକୁ ଏକ ଆଶ୍ଚର୍ଯ୍ୟଜନକ ସୂଚନା ମିଳିଛି। ସୋନମ ସଞ୍ଜୟ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ। ସେ ୨୧ ଦିନରେ ସଞ୍ଜୟ ବର୍ମାଙ୍କ ସହ ୨୩୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?