ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବାର୍ତ୍ତାର ଉତ୍ତରରେ ମୋଦି କହିଲେ OK
ନୂଆଦିଲ୍ଲୀ,୨୭।୧: ସାରା ଦେଶରେ ପ୍ରବଳ ଉତ୍ସାହର ସହିତ ୭୬ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। କର୍ତ୍ତବ୍ୟ ପଥରେ ସମଗ୍ର ବିଶ୍ୱ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସାମରିକ ଶକ୍ତିର ଏକ ଝଲକ ଦେଖିଲା। ବିଶ୍ୱର ସମସ୍ତ ନେତା ଦେଶର ରାଷ୍ଟ୍ରପତି…
ମହାକୁମ୍ଭରେ ୧୦ ଦିନରେ କୁଆଡେ ଏତେ ଟଙ୍କା ରୋଜଗାର କଲେଣି ଭାଇରାଲ ଗର୍ଲ ମୋନାଲିସା, ସତ ଜାଣିଲେ…
ପ୍ରୟାଗରାଜ,୨୭।୧: ମହାକୁମ୍ଭ ୨୦୨୫ ବର୍ତ୍ତମାନ ପ୍ରୟାଗରାଜରେ ଚାଲିଛି । ତେବେ ମହାକୁମ୍ଭକୁ ନେଇ ଯେତିକି ଚର୍ଚ୍ଚା ହେଉଛି ସେତିକି ଚର୍ଚ୍ଚା ହେଉଛି ସେଠାରେ ଇନ୍ଦୋରର ମାଳା ବିକୁଥିବା ଝିଅ ମୋନାଲିସାର। ମହାକୁମ୍ଭରେ ମାଳା ବିକୁଥିବା ଏହି ଝିଅଟିର ନ୍ୟାଚୁରାଲ ବିୟୁଟିକୁ ନେଇ…
ମହାକୁମ୍ଭରେ ଜୟ ଶାହାଙ୍କ ‘ବେବି ବୟ’ଙ୍କୁ ମିଳିଲା ସନ୍ଥଙ୍କ ଆଶୀର୍ବାଦ, ଦେଖନ୍ତୁ ଭିଡିଓ
ପ୍ରୟାଗରାଜ,୨୭।୧: ICCର ନୂତନ ଅଧ୍ୟକ୍ଷ ଜୟ ଶାହା ତାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ପ୍ରୟାଗରାଜରେ ପହଞ୍ଚିଛନ୍ତି। ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ତାଙ୍କ ପିତା ଅମିତ ଶାହା ଏବଂ ତାଙ୍କ ପତ୍ନୀ…
ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁସିସି, ରହିବନି ଭେଦଭାବ, ସବୁ ସନ୍ତାନଙ୍କୁ ମିଳିବ…
ଡେରାଡୁନ,୨୭।୧: ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତାର ଅଧିସୂଚନା ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଏହା ଏକ ଐତିହାସିକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ଆଇନ ପାଇଁ ଦିନରାତି କଠିନ ପରିଶ୍ରମ…
ମହାକୁମ୍ଭରେ ବୁଡ଼ ପକାଇଲେ ଶାହା, ଯୋଗୀ: କଲେ ଆଳତି
ପ୍ରୟାଗରାଜ,୨୭।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ସୋମବାର ପବିତ୍ର ତ୍ରୟୋଦଶୀ ତିଥିରେ ସାଧୁସନ୍ଥଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏହି ଅବସରରେ ତାଙ୍କ ସହ ଯୋଗଗୁରୁ ବାବା ରାମଦେବ…
କାନ୍ଦି କାନ୍ଦି ବେହାଲ IITian ବାବା, କହିଲେ ଶେଷ ହେଉ କାହାଣୀ, ଫେରିବାକୁ ଚାହୁଁଛି…
ପ୍ରୟାଗରାଜ,୨୭।୧: ଆଇଆଇଟିଆନ ବାବା ନାମରେ ସବୁଠି ପ୍ରସିଦ୍ଧ ହୋଇଥିବା ଅଭୟ ସିଂହ ଏବେ ତାଙ୍କ ଲୋକପ୍ରିୟତାରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏବେ ସେ ତାଙ୍କର ପୁରୁଣା ଜୀବନକୁ ଫେରିବାକୁ ଚାହୁଁଛନ୍ତି। ମହାକୁମ୍ଭ ୨୦୨୫ ରେ ପ୍ରସିଦ୍ଧ ହୋଇଥିବା IITian ବାବାଙ୍କୁ ଏକ…
ମହାକୁମ୍ଭରେ ବୁଡ଼ ପକାଇବେ ଶାହା
ପ୍ରୟାଗରାଜ,୨୭।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଆଜି ୧୫ତମ ଦିନ। ଏହି ୧୫ ଦିନରେ, ୧୧ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି। ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ସୋମବାର କୁମ୍ଭ ନଗରୀରେ ପହଞ୍ଚିବେ। ଯେଉଁଠାରେ ସେ ମହାକୁମ୍ଭରେ…
ଡିନର ପାର୍ଟିରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ କଥା ଶୁଣି କାହିଁକି ହସିଲେ ମୋଦି
ନୂଆଦିଲ୍ଲୀ,୨୭।୧: ରବିବାର ସାରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାତ୍ରୀଭୋଜନର ଆୟୋଜନ କରିଥିଲେ। ଏହି ରାତ୍ରୀଭୋଜନ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଏପରି କିଛି କଥା କହିଥିଲେ ଯାହା ଶୁଣି ପ୍ରଧାନମନ୍ତ୍ରୀ ମୋଦି…
ଜିବିଏସ୍ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଆଶଙ୍କା, ପୁଣେରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର
ମୁମ୍ବାଇ,୨୭।୧: ଗୁଇଲେନ ବାରେ ସିଣ୍ଡ୍ରୋମ (ଜିବିଏସ୍) କାରଣରୁ ମହାରାଷ୍ଟ୍ରରେ ପ୍ରଥମ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ ସୋଲାପୁରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗୁଇଲେନ ବାରେ ସିଣ୍ଡ୍ରୋମ (GBS) ଯୋଗୁଁ ମୃତ୍ୟୁବରଣ…
କର୍ତ୍ତବ୍ୟ ପଥରେ ଅଳିଆ ଉଠାଇଲେ ମୋଦି: ଭାଇରାଲ୍ ହେଉଛି ଭିଡିଓ
ନୂଆଦିଲ୍ଲୀ,୨୭/୯: ରବିବାର ଭାରତ ନିଜର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନୀରେ ଶ୍ରେଷ୍ଠ ସୈନ୍ୟ, କ୍ଷେପଣାସ୍ତ୍ର ଏବଂ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଝଲକ ଦେଖିବାକୁ ମିଳିଥିଲା। ଏହି ଅବସରରେ ଇଣ୍ଡୋନେସିଆ…
ମହାକୁମ୍ଭରେ ଆପଲର ସହ-ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଭାଙ୍ଗିଲେ ୯୩ ବର୍ଷ ପୁରୁଣା ରେକର୍ଡ
ନୂଆଦିଲ୍ଲୀ,୨୬।୧: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ଜବ୍ସ ସମ୍ପ୍ରତି ମହାକୁମ୍ଭରେ ଯୋଗଦେବା ପାଇଁ ପ୍ରୟାଗରାଜ ଆସିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ପ୍ରଥମ ଦିନରେ ସେ ସଙ୍ଗମରେ ବୁଡ଼ ପକାଇପାରି ନ ଥିଲେ ମଧ୍ୟ, ଲରେନଙ୍କ ପ୍ରୟାଗରାଜ ଗସ୍ତ ଆକର୍ଷଣର…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ୩ ଦିନରେ ଭାଙ୍ଗି ଯାଇଥିଲା ଦାମ୍ପତ୍ୟ ଜୀବନ, ଏବେ ଦେବେ ଏତିକି ଟଙ୍କା କ୍ଷତିପୂରଣ
ନୂଆଦିଲ୍ଲୀ,୨୬।୧: ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ଯୌତୁକ ଲୋଭୀମାନଙ୍କ ପାଇଁ ଏକ ଶିକ୍ଷା। ଯେଉଁଠାରେ ଜଣେ ପୁରୁଷଙ୍କୁ ଅତ୍ୟଧିକ ଯୌତୁକ ଦାବି କରି ବିବାହ ଭାଙ୍ଗିବା ପାଇଁ ବହୁ ମୂଲ୍ୟ ଦେବାକୁ ପଡିଲା ଏବଂ ଏବେ ତାଙ୍କୁ ତିନି ଦିନିଆ ବିବାହ ପାଇଁ…
Archives


