ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଭାରତ ପ୍ରସ୍ତୁତ କରିବ ଆଉଟ ଅଫ ସିଲାବସ ଷ୍ଟ୍ରାଟେଜି, ଖୁଲାସା କଲେ ଏସ. ଜୟଶଙ୍କର
ନୂଆଦିଲ୍ଲୀ,୩୧।୧: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ “ଆମେରିକୀୟ ରାଷ୍ଟ୍ରବାଦୀ” ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ସହିତ ମୁକାବିଲା କରିବା ପାଇଁ ଭାରତକୁ “ପାଠ୍ୟକ୍ରମ ବାହାରେ(ଆଉଟ ଅଫ ସିଲାବସ)” ବୈଦେଶିକ ନୀତି…
କରୋନା ଭଳି ଭୟଙ୍କର ହେଲାଣି GBS! ମହାରାଷ୍ଟ୍ରରେ ଆଉ ୨ ମୃତ
ନୂଆଦିଲ୍ଲୀ,୩୧।୧: GBS ଅର୍ଥାତ ଗୁଇଲେନ ବାରେ ସିଣ୍ଡ୍ରୋମର ଆତଙ୍କ ଏବେ ବୃଦ୍ଧି ପାଇବାରେ ଲାଗିଛି। ଜିବିଏସ୍ ଭାଇରସ ଏବେ କରୋନା ପରି ଏକ ମହାମାରୀ ପାଲଟିଛି ବୋଲି କୁହାଯାଉଛି। ମହାରାଷ୍ଟ୍ରରେ କେବଳ ନୂଆ ସଂକ୍ରମିତ ମିଳୁନାହିଁ, ବରଂ ଏହା ଯୋଗୁଁ ମୃତ୍ୟୁ…
Budget 2025: ସମସ୍ତଙ୍କୁ ଆବାସ ଯୋଜନାରେ ମିଳିବ ଘର
ନୂଆଦିଲ୍ଲୀ,୩୧ା୧: ଶୁକ୍ରବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଏବଂ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ପ୍ରଥମେ ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ତାଙ୍କର ଅଭିଭାଷଣ ରଖିଛନ୍ତି। ରାଷ୍ଟ୍ରପତି ମହାକୁମ୍ଭ…
ବଦଳିଯିବ UPI ନିୟମ, ଏହି ପରିବର୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ
ନୂଆଦିଲ୍ଲୀ,୩୧।୧: ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ ଏକ…
Budget 2025: ସମ୍ବୋଧନରେ ରାଷ୍ଟ୍ରପତି କହିଲେ, ଗରିବଙ୍କ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ
ନୂଆଦିଲ୍ଲୀ,୩୧।୧: ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଏହି ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି। ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଘଟିଥିବା ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣ…
Budget 2025: ଏଥର ବଜେଟରେ କ’ଣ ମିଳିବ? ଆଶାରେ ଦେଶବାସୀ, ହୋଇପାରେ ୩ ବଡ଼ ଘୋଷଣା
ନୂଆଦିଲ୍ଲୀ,୩୧।୧: ମୋଦି ସରକାର ୨୦୨୫ ବଜେଟରେ ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ ସମ୍ପର୍କରେ ଏକ ବଡ଼ ଘୋଷଣା କରିପାରନ୍ତି। ସାରା ଦେଶରେ ଆନ୍ତଃନଗର ଦ୍ରୁତ ରେଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମିଶନ ମୋଡରେ ମେଟ୍ରୋ…
Budget 2025: ‘ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହୁ’, ବଜେଟ ପୂର୍ବରୁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୧।୧: ବଜେଟ ଅଧିବେଶନ ପୂର୍ବରୁ ସଂସଦରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଦେଶର ପ୍ରତ୍ୟେକ ଗରିବ ଏବଂ ମଧ୍ୟବିତ୍ତ ବର୍ଗର ସମ୍ପ୍ରଦାୟ ଉପରେ ମା’ ଲକ୍ଷ୍ମୀଙ୍କ…
Budget 2025: ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୧।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏହା ସହିତ ବଜେଟ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ସକାଳ ୧୧ଟାରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ତାଙ୍କ ଅଭିଭାଷଣ ପରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
ଖୁସିଖବର: ପିଏମ କିଷାନ ଭଳି କୃଷକଙ୍କ ପାଖକୁ ଯିବ ଏବେ ଏହି ଟଙ୍କା, ସରକାର ଦେଲେ…
ନୂଆଦିଲ୍ଲୀ,୩୧।୧: ଚାଷକୁ ସହଜ କରିବା ପାଇଁ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ସରକାର ଚାଷକୁ ସରଳ କରିବା ପାଇଁ ନୀତିଗତ ସ୍ତରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି। ସେ…
ସାଧ୍ୱୀ ହେବାକୁ ଚାହୁଁଛନ୍ତି ଏୟାର ହୋଷ୍ଟେସ୍, ରାଜି ହେଉ ନାହାଁନ୍ତି ସନ୍ଥ
ପ୍ରୟାଗରାଜ,୩୧।୧: ସଙ୍ଗମ ନଗରୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ୨୦୨୫ର ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ପ୍ରଥମେ ଆଇଆଇଟି ବାବା ଅଭୟ ସିଂହଙ୍କ ବିଷୟରେ ଆଲୋଚନା ହୋଇଥିଲା ଏବଂ ତା’ପରେ ହର୍ଷା ରିଚାରିଆ ଏବଂ ମାଳା ବିକ୍ରୟ…
କିଏ ସେହି ସନ୍ଥ ଯିଏ ମୋଦିଙ୍କୁ ରକ୍ତରେ ଲେଖିଲେ ଚିଠି
ପ୍ରୟାଗରାଜ,୩୧।୧: ଗୁରୁବାର ମହାକୁମ୍ଭରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଏକ ଚିଠି ଲେଖାଯାଇଥିଲା। ଏହି ଚିଠିଟି ରକ୍ତରେ ଲେଖାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଂଲାଦେଶ ଏବଂ ପାକିସ୍ତାନରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହି ଚିଠିଟି…
ସୀତାରାମନ୍ଙ୍କ ୬ ବଜେଟ ବିନ୍ଧାଣି
ନୂଆଦିଲ୍ଲୀ, ୩୧ା୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ୧ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟକୁ ଉପସ୍ଥାପନ କରିବେ। ଚଳିତ ଥର ଅଷ୍ଟମ ଥର ପାଇଁ ସୀତାରାମନ ଏହି ବଜେଟ ଉପସ୍ଥାପନ କରିବେ। ତେବେ ଉକ୍ତ ବଜେଟକୁ ଅନ୍ତିମ…
Archives


