ଜାତୀୟ

ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୩।୯: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧ ସଫଳତାର ସହ ପୃଥିବୀର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ଏହି ସୂଚନା ଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି,...

ଫଡନଭିସଙ୍କୁ ଚେତାବନୀ ଦେଲେ ଆନ୍ଦୋଳନକାରୀ

ପୁଣେ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନରେ ବସିଥିବା ଲୋକଙ୍କ ଉପରେ ଲାଠିଚାର୍ଜ ମାମଲାକୁ ନେଇ ବିରୋଧାଭାଷ ଉଠିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ମରାଠା ମୋର୍ଚ୍ଚା ଏବଂ ସଂଗଠନ ସହ ଜଡିତ ଲୋକଙ୍କ ମଧ୍ୟରେ କ୍ରୋଧ ପ୍ରକାଶ...

ଟିଏମସିକୁ ଝଟକା, ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ

କୋଲକାତା,୩।୯: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରୟ ଭାଜପାରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ମିତାଲି ରୟ ୨୦୧୬ରେ ଟିଏମସି ଟିକେଟରେ...

ଏକ ଦେଶ ଏକ ନିର୍ବାଚନ କମିଟିକୁ ଜୟରାମ ରମେଶ କହିଲେ ‘କର୍ମକାଣ୍ଡିୟ’

ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିପାଇଁ ଓକିଲାତି...

‘ଆଗାମୀ ଦିନରେ ଭାରତ ଟପ ଅର୍ଥ ବ୍ୟବସ୍ଥାରେ ସାମିଲ ହେବ’,ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୯: ଏକ ଦଶନ୍ଧିରୁ କମ ସମୟ ମଧ୍ୟରେ ଦେଶ ପାଞ୍ଚଟି ସ୍ଥାନକୁ ଡେଇଁବା ରେକର୍ଡକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି,...

୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ କୌଣସି ପ୍ରଶ୍ନର ଉତ୍ତର ପ୍ରଦାନ କରି ନାହାନ୍ତି: କଂଗ୍ରେସ…

ନୂଆଦିଲ୍ଲୀ,୩।୯ : ତାଙ୍କ କାର୍ଯ୍ୟକାଳର ଗତ ନଅ ବର୍ଷ ମଧ୍ୟରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଦାବି କରି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ମାଣିକାମ ଟାଗୋର...

‘ଭାରତର ଜି-୨୦ ଅଧ୍ୟକ୍ଷତାରୁ ଅନେକ ସକରାତ୍ମକ ପ୍ରଭାବ, କିଛି ମୋ ହୃଦୟର ବହୁତ ନିକଟତର’, ମୋଦି

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଚାର ଏଜେନ୍ସି ପିଟିଆଇକୁ ଏକ ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହା ଏମିତି ସମୟରେ ଆସିଛି, ଯେତେବେଳେ ଅଗାମୀ ୯-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି-୨୦ ଦେଶର ବୈଠକ ହେବାକୁ ଯାଉଛି। ଏହା ବ୍ୟତୀତ କେନ୍ଦ୍ର ୧୮-୨୨ସେପ୍ଟେମ୍ବର...

ଟିଫିନ ବାକ୍ସରୁ ମିଳିଲା ଆଇଇଡି…

ଶ୍ରୀନଗର,୩।୯ : ରବିବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଟିଫିନ ବାକ୍ସ ଭିତରେ ରଖାଯାଇଥିବା ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ (ଆଇଇଡି) ମିଳିଛି। ଟିଫିନ ବାକ୍ସ ଭିତରେ ଲଗାଯାଇଥିବା ସନ୍ଦିଗ୍ଧ ଆଇଏଡି ରବିବାର ସକାଳେ ଜିଲାର ଚିଙ୍ଗିସ ଅଞ୍ଚଳର ସାଙ୍ଗପୁର...

ମାଗଣା ସୁବିଧା ପ୍ରତିଶ୍ରୁତି ସହିତ ରାଜସ୍ଥାନରେ କ୍ଷମତା ଦଖଲ କଂଗ୍ରେସର ଲକ୍ଷ୍ୟ…

ଜୟପୁର,୩।୯ : ମାଗଣା ମୋବାଇଲ, ମାଗଣା ରାଶନ କିଟ ଏବଂ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଲୋକଙ୍କୁ ପ୍ରଦାନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଘୋଷଣା କରିଛନ୍ତି। କଂଗ୍ରେସର ଲକ୍ଷ୍ୟ ହେଉଛି...

ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଟ୍ରେନ୍‌

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ପ୍ରଗତି ମଇଦାନ ନିକଟରେ ରବିବାର ଏକ ଲୋକାଲ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ହରିୟାଣା ପାଲଓ୍ବାଲରୁ ଦିଲ୍ଲୀ ଷ୍ଟେଶନକୁ ଆସୁଥିବା ବେଳେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଟ୍ରେନ୍‌ରେ ଥିଲେ। ହେଲେ...

ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଋଷି ସୁନକ

ନୂଆଦିଲ୍ଲୀ/ଇଂଲଣ୍ଡ,୩।୯: ଜି -୨୦ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଅର୍ଥନୀତି ଦେଶର ମୁଖ୍ୟମାନେ...

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଯୋଗ ଦେବେନି ସଞ୍ଜୟ…

ମୁମ୍ବାଇ,୩।୯ : ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ ସରକାର ସୂଚନା ଦେଇଛନ୍ତି। ଏହା ପରେ, ଏହି ବିଷୟରେ ଆଲୋଚନାର ହେବାରେ ଲାଗିଛି। ଯେତେବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ଏ ବିଷୟରେ ପଚରାଯାଇଥିଲା ସେତେବେଳେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri