ଜାତୀୟ

ସୁକମାରେ ବଡ଼ ଧରଣର ଆଇଇଡି ବିସ୍ଫୋରଣ: ASP ଶହୀଦ

ସୁକମା,୯।୬: ଛତିଶଗଡ଼ ସୁକମା ଜିଲା କୋଣ୍ଟା-ଏରାବୋରା ରାସ୍ତାରେ ସୋମବାର ଏକ ବଡ଼ଧରଣର ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ASP ର଼୍ୟାଙ୍କ ପୋଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଅନେକ କର୍ମଚାରୀ ଏବଂ ଅଧିକାରୀ ଆହତ ହୋଇଛନ୍ତି। ଏହି…

୫୦୦ ଟଙ୍କିଆକୁ ନେଇ ଆସିଲା ବଡ଼ ଅପଡେଟ, ପୁଣି ଫେରିବକି ୯ ବର୍ଷ ପୁରୁଣା ପରିସ୍ଥିତି

ଅମରାବତୀ,୯।୬: ଗତ କିଛି ଦିନ ଧରି ଦେଶରେ ୫୦୦ ଟଙ୍କିଆ ନୋଟ ଖବରରେ ରହିଛି। କିଛି ଲୋକ ବିଶ୍ୱାସ କରନ୍ତି ଯେ ସରକାର ଏହାକୁ ନିଷିଦ୍ଧ କରିପାରନ୍ତି। ତଥାପି, କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ…

ଲୋକାଲ ଟ୍ରେନ୍‌ରେ ବଡ଼ ଦୁର୍ଘଟଣା: ଟ୍ରେନ୍‌ରୁ ପଡ଼ି ୮ ଯାତ୍ରୀଙ୍କ ଚାଲିଗଲା ଜୀବନ

ଥାନେ,୯।୬: ମହାରାଷ୍ଟ୍ରର ଥାନେରେ ଏକ ଲୋକାଲ ଟ୍ରେନ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମୁମ୍ବାଇର ହୃଦସ୍ପନ୍ଦନ କୁହାଯାଉଥିବା ଲୋକାଲ ଟ୍ରେନ୍‌ରୁ ପଡ଼ି ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହି ସମୟରେ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆଜି ସକାଳ…

ଭାରତର ବନ୍ଧୁକୁ ମିଳିମିଶି ଧମକ ଦେଉଛନ୍ତି ତୁର୍କୀ-ପାକିସ୍ତାନ!

ନୂଆଦିଲ୍ଲୀ,୯।୬: ପାକିସ୍ତାନଠାରୁ ଯୁଦ୍ଧ ହାରିବା ସତ୍ତ୍ୱେ, ଏହାର ପ୍ରଚାର ମେଶିନ ସକ୍ରିୟ ଅଛି ଏବଂ ଏଥର ଏହାକୁ ଚାଇନା ଏବଂ ତୁର୍କୀ ଭଳି ଦେଶରୁ ଖୋଲା ସମର୍ଥନ ମିଳୁଛି। ଏବେ ତୁର୍କୀ ପାକିସ୍ତାନର ମିଥ୍ୟା ଦାବିକୁ ପ୍ରୋତ୍ସାହିତ କରି ଭାରତର ବନ୍ଧୁ…

ପାକିସ୍ତାନର ସିକ୍ରେଟ୍‌ ଖୋଲିବାକୁ ୧୦ କୋଟିର ଡିଲ୍‌ କଲା ଭାରତ: ମୁହଁ ଦେଖାଇପାରିବେ ନାହିଁ ଶେହବାଜ

ନୂଆଦିଲ୍ଲୀ,୯।୬:ଅପରେଶନ ସିନ୍ଦୂର ପରେ ଭାରତ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୧୦ କୋଟି ଟଙ୍କା ମୂଲ୍ୟରେ ୩ଟି ହାଇ-ଟେକ ସ୍ପାଏ ପ୍ଲେନ କିଣିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଏକ ପ୍ରସ୍ତାବ ଆଣିବାକୁ ଯାଉଛି।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘେଷଣା: ଅଧିକ ସନ୍ତାନ ପ୍ରସବ କଲେ ମିଳିବ ମୋଟା ଅଙ୍କର ରାଶି

ଅମରାବତୀ,୯।୬: ସାରା ବିଶ୍ୱରେ ବର୍ଦ୍ଧିତ ଜନସଂଖ୍ୟାକୁ ନେଇ ସରକାର ଚିନ୍ତିତ ଥିବା ବେଳେ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ପ୍ରଜନନ ହାର ହ୍ରାସ ନେଇ ଚିନ୍ତିତ। ସେଥିପାଇଁ ସେ ରାଜ୍ୟରେ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ଉପରେ…

DGPଙ୍କ ବଡ଼ ଖୁଲାସା: ହନିମୁନ୍‌ରେ ହିଁ ସୋନମ କରିଛନ୍ତି ସ୍ବାମୀ ରାଜାଙ୍କୁ ହତ୍ୟା, ଜାଣନ୍ତୁ ପୂରା ମାମଲା…

ଶିଲଂ,୯ା୬: ମେଘାଳୟରେ ହନିମୁନ୍‌ରେ ଯାଇଥିବା ଇନ୍ଦୋର ଦମ୍ପତି ନିଖୋଜ ହୋଇ ନ ଥିଲେ, ସ୍ତ୍ରୀ ସୋନମ ହିଁ ତାଙ୍କ ସ୍ବାମୀ ରାଜାଙ୍କୁ ହତ୍ୟା କରିଥିଲେ। ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ…

ମେ’ରେ ୧୨୪ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୯।୬: ଚଳିତବର୍ଷ ମେ’ ମାସରେ ହୋଇଥିବା ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ରବିବାର ଏକ ଏକ୍ସ’ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ ଭାରତ ପହଞ୍ଚିଥିବାରୁ ଏହାର…

ଶୌଚ ପାଇଁ ବାହାରକୁ ଯାଇଥିବା ନାବାଳିକା ୧୦ ଜଣଙ୍କ ଦ୍ୱାରା ଗଣବଳାତ୍କାର ଶିକାର

ରାଞ୍ଚି, ୮ା୬: ଝାଡ଼ଖଣ୍ଡର ଗୋଡ଼ଡା ଜିଲାରେ ଜଣେ ୧୭ ବର୍ଷୀୟ ଆଦିବାସୀ ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ୧୦ ଜଣ ପୁରୁଷ ଦ୍ୱାରା ଗଣବଳାତ୍କାର ଶିକାରହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସୁନ୍ଦର ପାହାଡ଼ୀ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା…

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଜିତିଲେ ଜାତିସଂଘ ସାସାକାୱା ପୁରସ୍କାର

ନୂଆଦିଲ୍ଲୀ,୮ା୬: ଦେଶ ପାଇଁ ଗର୍ବର ବିଷୟ ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୨୫ ପୁରସ୍କାରର ବିଷୟବସ୍ତୁ—“ବିଜ୍ଞାନକୁ ଜନସାଧାରଣ ସହ ସଂଯୋଗ କରିବା: ଦୁର୍ବିପାକ-ସହଣଶୀଳ…

ଗତ ୭ ବର୍ଷରେ ୨୨୬ ମିଲିୟନ ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ: ବିଶ୍ୱ ବ୍ୟାଙ୍କ ରିପୋର୍ଟ

ନୂଆଦିଲ୍ଲୀ,୮ା୬: ଭାରତ ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟ ନିର୍ମୂଳନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୨୨୬ ମିଲିୟନ ଭାରତୀୟ ଅତି ଦାରିଦ୍ର୍ୟରୁ ମୁକ୍ତି…

Video: ‘ରାତିର ସାଥୀ’, ନବବିବାହିତ ମହୁଆ ମୌଇତ୍ରା-ପିନାକୀ ମିଶ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୮ା୬: ତୃଣମୂଳ କଂଗ୍ରେସର ଏମପି ମହୁଆ ମୌଇତ୍ରା ଓ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କର ୧୯୬୭ ମସିହାର ବଲିଉଡ କ୍ଲାସିକ୍ ରୋମାଣ୍ଟିକ ଗୀତ “ରାତ କେ ହମସଫର”ରେ ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri