ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କ ପରଲୋକ
ଅଯୋଧ୍ୟା,୭।୧: ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କର ଦିଲ୍ଲୀରେ ଦେହାନ୍ତ ହୋଇଛି। ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଅଗଷ୍ଟ ୨୦୨୪ରେ ଏହି ହସ୍ପିଟାଲରେ ଚୌପାଲଙ୍କର କିଡନୀ…
ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ: ନିଆଁକୁ ନିୟନ୍ତ୍ରଣ କଲେ ଅଗ୍ନିଶମବାହିନୀ , ଦେଖନ୍ତୁ ଭୟାନକ ଭିଡ଼ିଓ
ପ୍ରୟାଗରାଜ,୭।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା କ୍ଷେତ୍ରରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଅଗ୍ନିକାଣ୍ଡ ଘଟଣା ପିପା ବ୍ରିଜ ନମ୍ବର ୧୮ ନିକଟରେ ଘଟିଛି। ଆରଏଏଫ୍, ୟୁପି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ଆମେରିକାରେ ସ୍ବପ୍ନଭଙ୍ଗ:୪୫ କି.ମି. ଚାଲିଲୁ, ବାଟରେ ମୃତଦେହ
ଅମୃତସର/ନୂଆଦିଲ୍ଲୀ,୭ା୨:ଆମେରିକାରେ ଏକ ଉନ୍ନତ ଜୀବନ ଜିଇଁବା ପାଇଁ ସେଠାକୁ ଯାଇଥିବା ଅନେକ ଲକ୍ଷ ଭାରତୀୟଙ୍କ ସ୍ବପ୍ନଭଙ୍ଗ ହୋଇଛି ପ୍ରଥମ ଦଫାରେ ୧୦୪ ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସହ। ଅମୃତସର ବିମାନବନ୍ଦରରେ ପ୍ରବାସୀମାନେ ପହଞ୍ଚତ୍ବା ପରେ ଟ୍ରମ୍ପ୍ ପ୍ରଶାସନର ବ୍ୟବହାର ଓ ସେମାନଙ୍କ…
ଏକ୍ଜିଟ ପୋଲକୁ ନେଇ ହଇଚଇ: ଚା’ ପିଇବା ବାହାନାରେ ସିକ୍ରେଟ୍ ମିଟିଂ ଡାକିଲେ କେଜ୍ରିୱାଲ
ନୂଆଦିଲ୍ଲୀ,୭।୨: ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରାଯାଇଛି। ଦିଲ୍ଲୀ ନିର୍ବାଚନ ଉପରେ ଏକ୍ଜିଟ ପୋଲର ପୂର୍ବାନୁମାନ କରାଯାଇଛି। ଫଳାଫଳର ଗୋଟିଏ ଦିନ ପୂର୍ବରୁ ଏବେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଅରବିନ୍ଦ କେଜ୍ରିୱାଲ ଆଜି ଅର୍ଥାତ୍ ଶୁକ୍ରବାର ଦିନ…
ମହାରାଷ୍ଟ୍ର ରାଜନୀତିରେ ପୁଣି ହଇଚଇ: ଉଦ୍ଧବଙ୍କ ହାତ ଛାଡ଼ିବେ ୬ ଏମ୍ପି!
ପୁଣେ,୭।୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଶିବସେନା (ୟୁବିଟି)ଚିନ୍ତାରେ ଅଛି। ଅନେକ ନେତା ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ। ଉଦ୍ଧବ ଠାକରେ ଗୋଷ୍ଠୀରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ଉଦ୍ଧବ ଗୋଷ୍ଠୀର ୬ ଜଣ ଏମ୍ପି…
ଦିଲ୍ଲୀରେ ଭାଜପା ସରକାର ଗଢିଲେ କି, ହେବେ ମୁଖ୍ୟମନ୍ତ୍ରୀ: ରେସ୍ରେ ଏହି ୫ ନାଁ
ନୂଆଦିଲ୍ଲୀ,୭।୨: ଦିଲ୍ଲୀରେ ଭୋଟ ପରେ ଆସିଥିବା ଏକଜିଟ ପୋଲରେ ଭାଜପା ସରକାର ଗଠନ କରୁଥିବା ଦେଖାଯାଉଛି। ଯଦି ଏକଜିଟ ପୋଲର ଫଳାଫଳ ନିର୍ବାଚନ ଫଳାଫଳ ସହିତ ମେଳ ଖାଏ, ତେବେ ପ୍ରଶ୍ନ ଉଠୁଛି ଯେ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ।…
ପ୍ରତ୍ୟର୍ପିତଙ୍କ ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭ା୨:ହାତରେ ହ୍ୟାଣ୍ଡ୍କଫ୍, ଗୋଡ଼ରେ ବେଡ଼ି। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ୧୦୪ ଭାରତୀୟଙ୍କୁ ଟ୍ରମ୍ପ୍ ପ୍ରଶାସନ ସେନା ବିମାନରେ ଏଭଳି ପଠାଇ ଦେଇଛି ଭାରତକୁ। ବିମାନରେ ସମସ୍ତଙ୍କ ପାଇଁ ଗୋଟିଏ ମାତ୍ର ଟଏଲେଟ୍ ଥିଲା। ଦୀର୍ଘ ଯାତ୍ରାବେଳେ ଶିକୁଳିରେ ବନ୍ଧାହୋଇଥିଲେ…
ଚନ୍ଦ୍ରରୁ ପଥର ଖଣ୍ଡ ଧରି ପୃଥିବୀ ଫେରିବ ଚନ୍ଦ୍ରଯାନ-୪
ନୂଆଦିଲ୍ଲୀ,୬।୨: ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ। ଏହା ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଧରି ଭାରତ ଫେରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର କହିଛନ୍ତି। ଚନ୍ଦ୍ରଯାନ-୪ରେ ଓଜନଦାର ଏଲ୍ଭିଏମ୍-୩ ରକେଟର ଅନୂ୍ୟନ ୨ଟି ଅଲଗା…
ସ୍ବାମୀଙ୍କୁ ଉଦ୍ଧାର କରିବାକୁ ୪୦ ଫୁଟ୍ କୂଅରେ ପଶିଲେ ମହିଳା
ଥିରୁଭାନନ୍ଥପୁରମ୍,୬।୨: କେରଳର ଏର୍ନାକୁଲମ୍ ଜିଲାର ପିରାଭୋମ୍ ମ୍ୟୁନିସିପାଲିଟି ଅଞ୍ଚଳରେ ରହୁଥିବା ୬୪ ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଫିସର ରାମେସାନ୍ ବୁଧବାର ଅପରାହ୍ନରେ ନିଜ ଅଗଣାରେ ଥିବା ଗଛରୁ ଗୋଲମରିଚ ତୋଳୁଥିବା ବେଳେ ପାଖ କୂଅରେ ଖସିପଡ଼ିଥିଲେ। ସ୍ତ୍ରୀ ପଦ୍ମମ୍ ତାଙ୍କୁ ଉଦ୍ଧାର…
କେଜ୍ରିୱାଲଙ୍କ ନିଦ ହଜାଇଲା ଏକ୍ଜିଟ ପୋଲ, ୨୦୧୫ରେ ସତ ହୋଇଥିଲା ଭବିଷ୍ୟବାଣୀ
ନୂଆଦିଲ୍ଲୀ,୬।୨: ଦିଲ୍ଲୀ ସମ୍ପର୍କରେ ଆଜିର ଚାଣକ୍ୟର ଏକଜିଟ ପୋଲ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିଦ ଉଡାଇଦେଇଛି। ଚାଣକ୍ୟର ଏକଜିଟ ପୋଲ ଅନୁଯାୟୀ, ଭାଜପା ୫୧ଟି ଆସନ ପାଇପାରେ। ଆଉ ଆମ ଆଦମୀ ପାର୍ଟିକୁ…
Delhi Election: ଚମକାଇଲା ଏକ୍ଜିଟ ପୋଲ, ଦିଲ୍ଲୀରେ ଏହି ଦଳ ଗଢିବ ସରକାର! ପଲଟିଲା ଗେମ୍
ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ, ଏକଜିଟ ପୋଲ ଦାବି କରିଛି ଯେ ଭାଜପା ସରକାର ଗଠନ କରିବ। ଏହି ସମୟରେ, ଗୁରୁବାର (ଫେବୃଆରୀ ୬) ରେ, ଆକ୍ସିସ ମାଇ ଇଣ୍ଡିଆ ଏହି ସଂଖ୍ୟା ପ୍ରକାଶ କରିଛି। ଏହା…
PM Kisan Yojna: ଏହି ତାରିଖରେ କୃଷକଙ୍କ ଖାତାକୁ ଆସିବ ପିଏମ କିଷାନର ୧୯ତମ କିସ୍ତି
ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି କେନ୍ଦ୍ର ସରକାର ଫେବୃଆରୀ ଶେଷ ସୁଦ୍ଧା ଜାରି କରିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ…
Archives


