ମୋଦି-କାର୍ନିଙ୍କ ମଧ୍ୟରେ ଐତିହାସିକ ଡିଲ୍: ଏବେ ଟେନ୍ସନ୍ରେ ଖଲିସ୍ତାନୀ
ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୂତନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ କାନାଡାର କାନାନାସ୍କିସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ହୋଇଥିଲା। ଏହି ସମୟରେ ଉଭୟ ନେତା ରାଜଧାନୀରେ ଉଚ୍ଚାୟୁକ୍ତଙ୍କ ପୁନରୁଦ୍ଧାର ଉପରେ ସହମତ…
ଅଭିଶପ୍ତ ୨୦୨୫? ୧୯୪୧ରୁ ହୋଇଯାଇଥିଲା ପୂର୍ବାନୁମାନ, କ୍ୟାଲେଣ୍ଡର ଦେଖିଲେ ଚମକି ପଡିବେ
ନୂଆଦିଲ୍ଲୀ: ୨୦୨୫ ଆରମ୍ଭରୁ ହିଁ ବିଶ୍ୱବ୍ୟାପୀ ଘଟଣାବଳୀ ଯେପରିକି ବିମାନ ଦୁର୍ଘଟଣା, ଭୂ-ରାଜନୈତିକ ଉତ୍ତେଜନା ଓ ଅନିଶ୍ଚିତତା ଲୋକଙ୍କୁ ଅସ୍ଥିର କରିଛି। ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ୨୦୨୫ର କ୍ୟାଲେଣ୍ଡର ପୁରା ୧୯୪୧ ସହିତ ମେଳ…
ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଲେ ଭାରତକୁ ଲାଭ ହେବ ନା କ୍ଷତି? ଜଣାପଡିଲା…
ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶେୟାର ବଜାରରେ ଉତ୍ଥାନ-ପତନ ଦେଖାଯାଉଛି। ଏହା ସହିତ ଅଶୋଧିତ ତୈଳର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ହେଉଛି। ଯଦି ଏହି ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଶୀଘ୍ର ସାଧାରଣ…
ପ୍ଲେନକ୍ରାଶ୍ ହେବା ପୂର୍ବରୁ ପାଇଲଟ୍ ଟିପିଥିଲେ ଏହି ବଟନ୍? ସାଂଘାତିକ ଖୁଲାସା…
ଅହମଦାବାଦ,୧୭।୬: ଗତ ଜୁନ ୧୨ରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋୟିଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ ନମ୍ବର AI-171) ଟେକଅଫ ପରେ ମାତ୍ର ୬୦ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ…
ପାସୋରି ଯିବା ପୂର୍ବରୁ ରାଜା ରଘୁବଂଶୀ ହତ୍ୟା ଘଟଣାର ଆସିଲା ବଡ଼ ଅପଡେଟ, କାହିଁକି ଚିତ୍କାର କରିଥିଲେ ସୋନମ ଜାଣନ୍ତୁ…
ଇନ୍ଦୋର,୧୭।୬: ଇନ୍ଦୋର ବାସିନ୍ଦା ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ହନିମୁନ ପାଇଁ ମେଘାଳୟ ଯାଇଥିବା ରାଜାଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ନୁହେଁ ବରଂ ୨ଟି ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା। ଗୋଟିଏ ଅସ୍ତ୍ର…
DGCAର ବଡ଼ ବୈଠକ: ଏୟାର ଇଣ୍ଡିଆ ଅଧିକାରୀଙ୍କୁ ସମନ
ନୂଆଦିଲ୍ଲୀ,୧୭।୬: ବାରମ୍ବାର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ (DGCA) ପକ୍ଷରୁ ମଙ୍ଗଳବାର ଏକ ବଡ଼ ବୈଠକ ବସିଛି। ବୈଠକରେ ଡିଜି ଫାଜି ଅହମ୍ମଦ କିଦୱାଇ ଅଧ୍ୟକ୍ଷତା କରିଥିଲେ। ବିମାନରେ ଦେଖାଯାଉଥିବା ଯାନ୍ତ୍ରିକ…
ଏୟାର ଇଣ୍ଡିଆର ୨ ବିମାନ ବାତିଲ
ନୂଆଦିଲ୍ଲୀ,୧୭।୬: ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ କରାଯାଇଛି। ଦିଲ୍ଲୀରୁ ପ୍ୟାରିସ ଯିବାକୁ ଥିବା ବିମାନ ରଦ୍ଦ କରାଯାଇଥିବା ବେଳେ ପ୍ୟାରିସରୁ ଦିଲ୍ଲୀ ଆସିବାକୁ ଥିବା ବିମାନକୁ ମଧ୍ୟ ବାତିଲ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ AI-143 ଏବଂ AI-142…
ଇରାନରୁ ଭାରତୀୟଙ୍କ ରେସକ୍ୟୁ ଅପରେଶନ ଜାରି, ଆର୍ମେନିଆ ଦେଇ ଫେରୁଛନ୍ତି ୧୧୦ ଛାତ୍ର
ତେହେରାନ/ନୂଆଦିଲ୍ଲୀ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା (ଇରାନ-ଇସ୍ରାଏଲ ସଂଘର୍ଷ) ପରେ ତେହେରାନର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। ଭାରତୀୟ ଦୂତାବାସ ତେହେରାନରେ ଉପସ୍ଥିତ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କରିଛି। ଏଥର ୧୧୦ ଜଣ ଭାରତୀୟ…
ମେ ମାସରେ ୫.୬%କୁ ବୃଦ୍ଧି ପାଇଲା ଭାରତର ବେକାରୀ ହାର, ଗ୍ରାମାଞ୍ଚଳରେ ରୋଜଗାର ଅଭାବ
ନୂଆଦିଲ୍ଲୀ,୧୭।୬: ଭାରତର ବେକାରୀ ହାର ୨୦୨୫ ମେ’ ମାସରେ ୫.୬%କୁ ବୃଦ୍ଧି ପାଇଛି, ଯାହା ଏପ୍ରିଲ୍ ୨୦୨୫ରେ ୫.୧% ଥିଲା। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ଦ୍ୱିତୀୟ ମାସିକ ପିରିଓଡିକ୍ ଲେବର ଫୋର୍ସ ସର୍ଭେ (ପିଏଲ୍ଏଫ୍ଏସ୍) ଅନୁଯାୟୀ,…
ପ୍ରଧାନମନ୍ତ୍ରୀ ମୋଦିଙ୍କ କାନାଡା ଗସ୍ତ ସମୟରେ ଖଲିସ୍ତାନ ଆତଙ୍କବାଦୀଙ୍କ ‘ଆମ୍ବୁସ୍’ ଷଡ଼ଯନ୍ତ୍ର
ନୂଆଦିଲ୍ଲୀ,୧୭।୬: କାନାଡାର କାନାନାସ୍କିସ୍, ଆଲବର୍ଟାରେ ଜୁନ୍ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜି୭ ଶିଖର ବୈଠକରେ ଯୋଗଦେବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଖଲିସ୍ତାନ ଆତଙ୍କବାଦୀ ଗୋଷ୍ଠୀମାନେ ତାଙ୍କୁ ‘ଆମ୍ବୁସ୍’…
Video: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆଉ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ: ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଅହମ୍ମଦାବାଦ,୧୭।୬: ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ଏୟାର ଇଣ୍ଡିଆର ଏକ ବୋଇଂ ବିମାନ ଉଡ଼ାଣ ଆରମ୍ଭ କରିବାର ମାତ୍ର ୫…
ସ୍ତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ପକାଇ ଗରମ ଆଇରନ୍ ମାଡ଼ିଦେଲେ ସ୍ବାମୀ: ଆଉ ତା’ପରେ…
ମୁଜାଫରପୁର,୧୭।୬: ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ପ୍ରତି ନିଷ୍ଠୁରତାର ଏକ ଘଟଣା ସାମ୍ନାକୁ ଆସିଛି। ମୁଜାଫରପୁରରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବରେ ପିଟିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କା ଗୁଣ୍ଡ…
Archives


