ଜାତୀୟ

୨୦୨୫ ଫେବୃୟାରୀ ୧୫ ମଧ୍ୟରେ କରିନିଅନ୍ତୁ PF ସହ ଜଡ଼ିତ ଏହି କାମ, ନଚେତ ହୋଇପାରେ ବଡ଼ କ୍ଷତି…

ନୂଆଦିଲ୍ଲୀ,୧୦।୨: କର୍ମଚାରୀ ଭବିଷ୍ୟନିଧୀ ସଂଗଠନ (EPFO) ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ସକ୍ରିୟ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଆଧାର ସହିତ ଲିଙ୍କ କରିବାର ଶେଷ ତାରିଖ ୨୦୨୫ ଫେବୃଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାଦ୍ୱାରା କର୍ମଚାରୀମାନଙ୍କୁ EPFOର ନିଯୁକ୍ତି…

ତୁମ ଉପରେ ଯମୁନା ମୈୟାଙ୍କ ଅଭିଶାପ ପଡିଲା… ଇସ୍ତଫା ଦେବାବେଳେ ଆତିଶୀଙ୍କୁ ଏଭଳି କଥା କହିଦେଲେ ଲେଫ୍ଟନାଣ୍ଟ ଗଭର୍ନର

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ରାଜଭବନ ଯାଇ ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଯମୁନାର ପ୍ରଦୂଷଣକୁ ନେଇ ଏଲଜି ଭିକେ ସକ୍ସେନା ତାଙ୍କ ଉପରେ କଟାକ୍ଷ କରିଛନ୍ତି। ଏଲଜି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, ତୁମକୁ ଯମୁନା ମୈୟାଙ୍କ ଅଭିଶାପ ପଡିଲା।…

ସଙ୍ଗମରେ ବୁଡ଼ ପକାଇଲେ ମହାମହିମ

ପ୍ରୟାଗରାଜ,୧୦।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପ୍ରୟାଗରାଜ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ସଙ୍ଗମରେ ବିଶ୍ୱାସର ବୁଡ଼ ପକାଇଛନ୍ତି। ସ୍ନାନ ପରେ, ସେ ପୂଜା ମଧ୍ୟ କରିଥିଲେ। ତାଙ୍କ ସହିତ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ…

ଡିପ୍ରେଶନ ସହ ଲଢିବାକୁ ଗୁରୁ ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’ କାର୍ଯ୍ୟକ୍ରମ ସକାଳ ୧୧ଟାରେ ଆରମ୍ଭ ହୋଇଛି। ଏହା ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ। ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା କାର୍ଯ୍ୟକ୍ରମ ଶିକ୍ଷା ବିଭାଗ ଦ୍ୱାରା ସ୍କୁଲଗୁଡ଼ିକରେ ସିଧା ପ୍ରସାରଣ…

କ’ଣ ହେବ ‘ଇଣ୍ଡିଆ’ ମେଣ୍ଟର ଭବିଷ୍ୟତ: କଂଗ୍ରେସ ଏମ୍‌ପି କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି ନିର୍ବାଚନରେ ପରାସ୍ତ ହେବା ପରେ ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ଏହି ମେଣ୍ଟରେ ସାମିଲ ଅଧିକାଂଶ ଦଳ ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କୁ ସମର୍ଥନ କରିଥିଲେ। ଏସପି, ଟିଏମସି, ଆରଜେଡି ସମେତ…

ମୋଦିଙ୍କ ସହ ସାକ୍ଷାତ୍‌ ପୂର୍ବରୁ ବଡ଼ ଘୋଷଣା କରିବେ ଟ୍ରମ୍ପ, କେତେକ ଦେଶକୁ ଲାଗିବ ଝଟକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ ଏବଂ ୧୩ ତାରିଖରେ ଆମେରିକା ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାକ୍ଷାତ କରିବେ। ଏହି ଦୁଇ ବଡ଼ ନେତାଙ୍କ ମଧ୍ୟରେ…

ହାରିବା ପରେ ଏବେ ଆକ୍ସନ ମୋଡରେ କେଜରିଓ୍ବାଲ, ପଞ୍ଜାବ ବିଧାୟକଙ୍କୁ ଶୀଘ୍ର ଦିଲ୍ଲୀ ପହଞ୍ଚିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ, ଆମ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜରିୱାଲ ପଞ୍ଜାବ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସେ ଫେବୃଆରୀ ୧୧ ତାରିଖରେ ଦିଲ୍ଲୀରେ ପଞ୍ଜାବର ସମସ୍ତ ଆପ ବିଧାୟକମାନଙ୍କର ଏକ ବୈଠକ ଡକାଇଛନ୍ତି।…

ସଙ୍ଗମରେ ବୁଡ଼ ପକାଇବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ନୂଆଦିଲ୍ଲୀ,୧୦।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (୧୦ ଫେବୃଆରୀ) ପ୍ରୟାଗରାଜରେ ପହଞ୍ଚିବେ ଯେଉଁଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ। ଏହି ସମୟ ମଧ୍ୟରେ ସେ ସଙ୍ଗମରେ ସ୍ନାନ କରିବେ। ତ୍ରିବେଣୀ ସଙ୍ଗମରେ ଧାର୍ମିକ ସ୍ନାନ କରି ସେ ମାତା…

‘ପରୀକ୍ଷା ପେ ଚର୍ଚ୍ଚା’କାର୍ଯ୍ୟକ୍ରମରେ ମୋଦି ଛାତ୍ରୀଛାତ୍ରଙ୍କୁ ଦେବେ ସଫଳତାର ମନ୍ତ୍ର

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଛାତ୍ରୀଛାତ୍ରଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଲୋଚନା କରିବେ। ଛାତ୍ରୀଛାତ୍ରମାନଙ୍କୁ ଚାପମୁକ୍ତ ରହିବା ଏବଂ ଭଲ ପ୍ରଦର୍ଶନ କରିବା ତଥା ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ…

ମହାକୁମ୍ଭ ୨୦୨୫: ମାଘ ପୂର୍ଣ୍ଣିମା ପୂର୍ବରୁ ଲାଗିଲା ଭକ୍ତଙ୍କ ଶୁଅ, ଟ୍ରାଫିକ୍ ଜାମରେ ଫସିଲେ ଲକ୍ଷ ଲକ୍ଷ ଲୋକ, ପ୍ରଶାସନ ମଧ୍ୟ ବିଚଳିତ

ପ୍ରୟାଗରାଜ,୯।୨: ମହାକୁମ୍ଭ ଅବସରରେ, ପ୍ରୟାଗରାଜରେ ଭକ୍ତଙ୍କ ଆଗମନ ବୃଦ୍ଧି ପାଉଛି। ଗୋଟିଏ ପଟେ, ସରକାର ସମ୍ପୂର୍ଣ୍ଣ କୁମ୍ଭ ପାଇଁ ଏଠାକୁ ୪୦ ରୁ ୪୫ କୋଟି ଲୋକ ଆସିବାର ଆଶା କରିଥିଲେ, କିନ୍ତୁ ମାଘ ପୂର୍ଣ୍ଣିମା ପୂର୍ବରୁ ୪୨ କୋଟି ଲୋକଙ୍କ…

ସମ୍ପତ୍ତି ବିବାଦରୁ ଶିଳ୍ପପତିଙ୍କୁ ୭୩ ଥର ଛୁରିଭୁସି ହତ୍ୟା କଲେ ନାତି

ହାଇଦ୍ରାବାଦ,୯।୨: ଏକ ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୩ ଥର ଛୁରି ଭୁସି ଅତ୍ୟାନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହାଇଦ୍ରାବାଦ ପୋଲିସ ଅଭିଯୁକ୍ତଙ୍କୁ ଗିରଫ…

ମୋଦି ଆମେରିକାରୁ ଫେରିଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଶୋଚନୀୟ ପରାଜିତ ହେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ପଦରୁ ଆତିଶୀ ଇସ୍ତଫା ଦେଇଛନ୍ତି। କାଲ୍‌କାଜି ଆସନରୁ ଜିତିଥିବା ଆତିଶୀ ରବିବାର ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri