ଟ୍ୟାକ୍ସ ପରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମିଳିଲା ଆଶ୍ବସ୍ତି, ପାଞ୍ଚ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୧୨।୨: ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୩୧ ପ୍ରତିଶତ ହୋଇଛି। ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଡିସେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୫.୨୨ ପ୍ରତିଶତ ଏବଂ ଗତ ବର୍ଷ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଙ୍ଗନୱାଡି-ଆଶାକର୍ମୀଙ୍କୁ ମିଳିବ ମୋବାଇଲ ଫୋନ
କୋଲକାତା,୧୨।୨: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ରାଜ୍ୟ ବଜେଟରେ DA କିମ୍ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ…
କୁମ୍ଭମେଳାରେ ବୁଡ଼ ପକାଇଲେଣି ୫୦ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ: ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ,୧୨।୨: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ବର୍ତମାନ ସୁଦ୍ଧା ୫୦ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଏହା ହେଉଛି ନୂଆ ଉତ୍ତର ପ୍ରଦେଶର କରିସ୍ମା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଯାହାର ଜନସଂଖ୍ୟା ୨୫ କୋଟି ଏବଂ ମହାକୁମ୍ଭରେ ଏପର୍ଯ୍ୟନ୍ତ…
India Post GDS Recruitment: ଭାରତୀୟ ଡାକ ବିଭାଗରେ ଆସିଲା ବଡ଼ ନିଯୁକ୍ତି, ଏହିଦିନ ଶେଷ ତାରିଖ, ଦରମା ମିଳିବ…
ନୂଆଦିଲ୍ଲୀ,୧୨।୨: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି । ଭାରତୀୟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ…
କିଛିି ତ ଦୟା କରନ୍ତୁ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କୁ କାହିଁକି ଏମିତି କହିଲେ ଜୟା
ନୂଆଦିଲ୍ଲୀ,୧୨।୨: ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ପ୍ରାୟତଃ ସଂସଦରେ ଫିଲ୍ମ ଶିଳ୍ପ ପାଇଁ ତାଙ୍କର ମତାମତ ପ୍ରକାଶ କରିଛନ୍ତି। ପୁଣିଥରେ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଫିଲ୍ମ ଶିଳ୍ପକୁ ବଞ୍ଚାଇବା ପାଇଁ କିଛି ପ୍ରସ୍ତାବ ଆଣିବାକୁ ନିବେଦନ କରିଛନ୍ତି। ଯେଉଁଥିରେ…
WhatsAppରେ ମେସେଜ ବା ଅଡିଓ ପଠାଇଲେ ମିଳିବ ସରକାରୀ ସୁବିଧା
ଅମରାବତୀ,୧୨।୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ଯିଏ ତାଙ୍କ ବୈଷୟିକ ବା ଟେପନିକାଲ କାର୍ଯ୍ୟ ପାଇଁ ଜଣାଶୁଣା ଏବଂ ହାଇଦ୍ରାବାଦରେ ସାଇବର ବିପ୍ଳବର ଜନକ ବୋଲି ମଧ୍ୟ ଯାହାଙ୍କୁ କୁହାଯାଏ, ସେ ଏବେ ଆନ୍ଧ୍ରପ୍ରଦେଶରେ ଏକ ଅନନ୍ୟ ସେବା ଆରମ୍ଭ…
କଂଗ୍ରେସକୁ ପୁଣି ଫେରିଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ
ନୂଆଦିଲ୍ଲୀ,୧୨।୨: ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ କଂଗ୍ରେସକୁ ଫେରିଛନ୍ତି। ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ଶୁଭଙ୍କର ସରକାରଙ୍କ ଉପସ୍ଥିତିରେ ସେ କଂଗ୍ରେସ ସହିତ ହାତ ମିଳାଇଥିଲେ। ୨୦୨୧ରେ ଅଭିଜିତ ମୁଖାର୍ଜୀ କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ…
ଆତ୍ମହତ୍ୟା କଲେ ଓଡ଼ିଆ ରାପର୍ ଅଭିନବ ସିଂ: ସ୍ତ୍ରୀ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର
ବେଙ୍ଗାଲୁରୁ,୧୨।୨: ଉଦୀୟମାନ ଓଡ଼ିଆ ରାପର୍ ଅଭିନବ ସିଂଙ୍କ ରହସ୍ୟଜନକ ଭାବରେ ମୃତ୍ୟୁ ଘଟିଛି। ‘ଜଗରନଟ’ ଭାବରେ ଜଣାଶୁଣା ଅଭିନବ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ବେଙ୍ଗାଲୁରୁର ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ମୃତଦେହକୁ ଅଭିନବଙ୍କ ପରିବାରକୁ ହସ୍ତାନ୍ତର…
ଶିଖ୍ ଦଙ୍ଗା ଘଟଣା: ଦୋଷୀ ସାବ୍ୟସ୍ତ ହେଲେ ସଜ୍ଜନ କୁମାର
ନୂଆଦିଲ୍ଲୀ,୧୨ା୧: ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସହିତ ଜଡ଼ିତ ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ଏମ୍ପି ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଜ୍ଜନ କୁମାରଙ୍କ ଦଣ୍ଡ ଉପରେ ୧୮ ଫେବୃଆରୀରେ ଶୁଣାଣି ହେବ। ସଜ୍ଜନ କୁମାର…
Disney+ Hotstar ସେବା ଠପ୍: ଆକାଉଣ୍ଟ ଆକ୍ସେସ୍ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ
ନୂଆଦିଲ୍ଲୀ,୧୨।୨: ଭାରତରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ Disney+ Hotstarର ସେବା ଡାଉନ୍ ହୋଇଯାଇଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି। ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଟି ମୋବାଇଲ, ୱେବ ଏବଂ ସ୍ମାର୍ଟ ଟିଭିରେ ଉପଲବ୍ଧ, କିନ୍ତୁ ୱେବ…
ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ମାଗଣା ରାଶନ ମିଳୁଥିବାରୁ ଲୋକେ…
ନୂଆଦିଲ୍ଲୀ,୧୨ା୨: ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ସୁବିଧା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ମାଗଣା ଘୋଷଣା କରିବାର ପ୍ରଥାକୁ ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଯେ, ଲୋକମାନେ ମାଗଣା ରାଶନ ଏବଂ ଟଙ୍କା ପାଉଥିବାରୁ କାମ…
PM Awas Yojana ରେ ଆସିଲା ବଡ଼ ଅପଡେଟ୍, ଏଣିକି ମହିଳାଙ୍କୁ ମିଳିବ ଘର
ନୂଆଦିଲ୍ଲୀ,୧୨।୨: ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ପାଇଁ, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟର ଲୋକମାନେ ଏହାର ସୁଯୋଗ ନେଇପାରିବେ। କିନ୍ତୁ ଏବେ ମୋଦି ସରକାର…
Archives


