Odisha Elections 2024

ଜାତୀୟ

କର୍ନାଟକରେ ସ୍କୁଲ-କଲେଜ ବନ୍ଦ, ଭିନ୍ନ ଢଙ୍ଗରେ ବିରୋଧ ପ୍ରଦର୍ଶନ

ବେଙ୍ଗାଲୁରୁ,୨୯।୯: କାବେରୀ ଜଳ ବିବାଦକୁ ନେଇ କର୍ନାଟକ ଏବଂ ତାମିଲନାଡୁ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥି ସହିତ ଶୁକ୍ରବାର ଅନେକ ସଂଗଠନ କର୍ନାଟକରେ ଏକ ବନ୍ଦ ଡାକରା ଦେଇଛନ୍ତ, ଯେଉଁଥିରେ ବିଭିନ୍ନ ସଂଗଠନ ରାସ୍ତାରେ ବିରୋଧ...

କର୍ନାଟକରେ ବନ୍ଦର ପ୍ରଭାବ, ବେଙ୍ଗାଲୁରୁରେ ୪୪ ବିମାନ ରଦ୍ଦ

ବେଙ୍ଗାଲୁରୁ,୨୯।୯: ତାମିଲନାଡୁକୁ କାବେରୀ ନଦୀର ଜଳ ଦେବାକୁ ବିରୋଧ କରି କର୍ନାଟକରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କନ୍ନଡ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ବନ୍ଦର ପ୍ରଭାବ ମଧ୍ୟ ଦେଖାଯାଇଛି। ଶୁକ୍ରବାର ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରୁ...

ଦେଶରେ ଆଫଗାନ ଦୂତାବାସର ପରିଚାଳନା ବନ୍ଦ

ନୂଆଦିଲ୍ଲୀ,୨୯।୯: ଭାରତରେ ଥିବା ଆଫଗାନିସ୍ତାନ ଦୂତାବାସ ଏହାର କାର୍ଯ୍ୟ ବନ୍ଦ କରିବାକୁ ଏକ ଚିଠି ଜାରି କରିଥିବା ଜଣାଯାଇଛି ଏବଂ ଏହାର ସତ୍ୟତା ଉପରେ ନୂଆଦିଲ୍ଲୀ ଅନୁସନ୍ଧାନ କରୁଛି। ଏହି ସୂଚନା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ନ୍ୟୁଜ ଏଜେନ୍ସି...

ମଧ୍ୟପ୍ରଦେଶରେ ଅଧିକ ଏମ୍‌ପିଙ୍କ ଉପରେ ବାଜି ଲଗାଇପାରେ ଭାଜପା, ତୃତୀୟ ତାଲିକା ପାଇଁ ଏହି ନାଁ ଉପରେ ଚର୍ଚ୍ଚା

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ନିର୍ବାଚନରେ ଭାରତୀୟ ଜନତା ଦଳର ଆଉ କିଛି ଏମ୍‌ପିଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଯାଇପାରେ ବୋଲି କୁହାଯାଉଛି। ଭାଜପା ତୃତୀୟ ତାଲିକାରେ ଏହି ନାମ ଘୋଷଣା କରିପାରେ। ଅକ୍ଟୋବର ୧ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂଙ୍କ ନାଁରେ ମାମଲା, ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେଇଥିବା ଅଭିଯୋଗ

ଅହମ୍ମଦାବାଦ,୨୯।୯: ଆଇସିସି ବିଶ୍ୱକପ୍‌ ୨୦୨୩ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ପୂର୍ବରୁ ଧମକ ଦେବା ମାମଲାରେ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରାଯାଇଛି।

ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ହେବେ କି ବସୁନ୍ଧରା

ଜୟପୁର,୨୯।୯: ରାଜସ୍ଥାନରେ ଚଳିତ ବର୍ଷ ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏବେ ଏହାକୁ ନେଇ ସାରା ରାଜ୍ୟରେ ରାଜନୀତି ହୋଇଛି ସରଗରମ।ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ପୂର୍ବତନ ଭାଜପା ମୁଖ୍ୟମନ୍ତ୍ରୀ ବସୁନ୍ଧରା...

ମଧ୍ୟପ୍ରଦେଶ ନିର୍ବାଚନରେ ସିନ୍ଧିଆଙ୍କୁ ମିଳିପାରେ ତୃତୀୟ ତାଲିକାରେ ବିଧାୟକର ଟିକେଟ

ଭୋପାଳ,୨୯।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ। ଏକ ସୂତ୍ରରୁ ଏହା ଜଣାପଡିଛି। ମଧ୍ୟପ୍ରଦେଶର ତୃତୀୟ ତାଲିକାରେ ଆଉ କିଛି ଏମ୍‌ପିଙ୍କ ନାମ ମଧ୍ୟ ଆସିପାରେ। ତୃତୀୟ...

ସାତଜନ୍ମରେ ଭାଜପା ସହ ମେଣ୍ଟ କରିବେ ନାହିଁ ନୀତୀଶ: ଲଲନ ସିଂ

ପାଟନା,୨୯।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୂର୍ଣ୍ଣ ଗ୍ରାଣ୍ଡ ଆଲାଇନ୍ସ ‘ଇଣ୍ଡିଆ‘ ସହ ଅଛନ୍ତି ଏବଂ ସାତ ଜନ୍ମରେ ମଧ୍ୟ ଭାଜପା ସହ ମେଣ୍ଟ କରିବେ ନାହିଁ ବୋଲି ଜେଡିୟୁ ସଭାପତି ଲଲନ ସିଂ କହିଛନ୍ତି। ନୀତୀଶ କୁମାର ତାଙ୍କ...

ମୋଦି ସରକାର ଯୁବବର୍ଗଙ୍କ ସ୍ବପ୍ନକୁ ମାରିଦେଇଥିବାରୁ ଆତ୍ମହତ୍ୟା ବଢ଼ୁଛି: କଂଗ୍ରେସ

ନୂଆଦିଲ୍ଲୀ,୨୯ା୯(ପି.ଟି.):ବେରୋଜଗାରୀ ବୃଦ୍ଧି ପାଉଥିବାରୁ କଂଗ୍ରେସ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ଏହି ସରକାର ଦେଶର ଯୁବବର୍ଗଙ୍କ ଆଶା ଓ ସ୍ବପ୍ନକୁ ଦଳିଦେଇଥିବାରୁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଛି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ...

ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ଅକ୍ଟୋବର ୧ରୁ ଅନ୍‌ଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ସଞ୍ଜୟ ଅଗ୍ରଓ୍ବାଲ...

କେନ୍ଦ୍ରକୁ ନ୍ୟାୟ ମାଗିଲେ ମଣିପୁରୀ ବିଧାୟକ

ଇମ୍ଫାଲ/ନୂଆଦିଲ୍ଲୀ,୨୯।୯:ଜୁନ୍‌ ୩ରୁ ଜାତିଆଣ ହିଂସାରେ ଜଳୁଥିବା ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା ଘଟଣା ଉତ୍ତେଜନା ବୃଦ୍ଧିର କାରଣ ହୋଇଛି। ମଣିପୁରର ୨୦ରୁ ଊର୍ଦ୍ଧ୍ୱ ବିଧାୟକ ଗୁରୁବାର...

୪୨% ପିଲା ଦିନକୁ ୪ ଘଣ୍ଟା ମୋବାଇଲରେ ବ୍ୟସ୍ତ

ନୂଆଦିଲ୍ଲୀ,୨୯ା୯ (ପି.ଟି.):୧୨ ବର୍ଷରୁ କମ୍‌ ଅନୂ୍ୟନ ୪୨ ପ୍ରତିଶତ ପିଲା ଦୈନିକ ୨ରୁ ୪ ଘଣ୍ଟା ସେମାନଙ୍କ ସ୍ମାର୍ଟ୍‌ଫୋନ୍‌ କିମ୍ବା ଟାବ୍‌ଲେଟ୍‌ରେ ବ୍ୟସ୍ତ ରହୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅଧିକ ବୟସର ପିଲାମାନେ ଦିନକୁ ୪୭ ପ୍ରତିଶତ ସମୟ ସ୍ମାର୍ଟ୍‌ଫୋନ୍‌,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri