ଜାତୀୟ

ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କଲା ଜେୟୁ

କୋଲକାତା,୨୧ା୯: ଭାରତର ଯାଦବପୁର ବିଶ୍ୱବିଦ୍ୟାଳୟ ପ୍ରଥମ ବର୍ଷର ଛାତ୍ର ଆତ୍ମହତ୍ୟା ପରେ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ ନୂତନ ନିୟମ ଲାଗୁ କରିଛି। ଛାତ୍ରମାନେ ବର୍ତ୍ତମାନ ରାତି ୧୦ଟା ପରେ ହଷ୍ଟେଲ ଅଧୀକ୍ଷକଙ୍କଠାରୁ ଅନୁମତି ନେବା ଆବଶ୍ୟକ ଏବଂ ପରିଦର୍ଶକମାନଙ୍କୁ କେବଳ...

କୁଲି ସାଜିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରେ ପହଞ୍ଚି ସେଠାରେ କୁଲିମାନଙ୍କୁ ଭେଟିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ କୁଲି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ନାଲି ସାର୍ଟ, ମୁଣ୍ଡରେ ଠେକା...

ଉଡାଣ ସମୟରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ବିମାନବନ୍ଦରରେ କରାଗଲା ଗିରଫ

ଅଗରତାଲା,୨୧।୯: ଇଣ୍ଡିଗୋ ବିମାନର ଜଣେ ଯାତ୍ରୀଙ୍କୁ ଗୁରୁବାର ଅଗରତାଲା ବିମାନବନ୍ଦରରେ ଉଡାଣ ସମୟରେ ବିମାନ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିବା ସହ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ତ୍ରିପୁରା ପୋଲିସର ମୁଖପାତ୍ର ଜ୍ୟୋତିସ୍ମାନ ଦାସ...

ବେକାରୀ, ମୁଦ୍ରାସ୍ଫୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା

ରାୟପୁର,୨୧।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଛତିଶଗଡର ଭିଲାଇ ଗସ୍ତ କରିଛନ୍ତି। ଏଠାରେ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସହ ମହିଳା ସମୃଦ୍ଧି ସମ୍ମିଳନୀରେ ୩୦୯.୫୬ କୋଟି ଟଙ୍କା ମୂଲ୍ୟର ବିକାଶ କାର୍ଯ୍ୟର ଉଦ୍‌ଘାଟନ ଏବଂ ଭୂମି ପୂଜନ କରିଛନ୍ତି।...

ଭାରତରେ ଆବଶ୍ୟକତାଠାରୁ ଅଧିକ କାନାଡା କୂଟନୀତିଜ୍ଞ ଅଛନ୍ତି: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୯: ଖାଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ସରକାର ଏହାର ଜବାବ ଦେଇଛନ୍ତି। ଭାରତରେ କାନାଡାର କୂଟନୀତିଜ୍ଞଙ୍କୁ ମିଳିଥିବା ଧମକପୂର୍ଣ୍ଣ ରିପୋର୍ଟ ଉପରେ...

ରାଜନୀତି କରୁଛି କାନାଡା, ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ ନୁହନ୍ତି: ଏମ୍ଇଏ

ନୂଆଦିଲ୍ଲୀ, ୨୧। ୯: ଭାରତ ଏବଂ କାନାଡା ମଧ୍ଯରେ ତିକ୍ତତା ଦିନକୁ ଦିନ ବଢୁଥିବା ବେଳେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ବୟାନ ଜାରି କରାଯାଇଛି। କାନାଡା ପୁରା ଘଟଣାକୁ ନେଇ ରାଜନୀତି କରୁଛି। ସେଠାରେ ଭାରତୀୟ କୁଟନିତୀଜ୍ଞମାନେ ସୁରକ୍ଷିତ...

ଆଉ ବିଳମ୍ବ କରିବି ନାହିଁ: ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାରେ କହିଲେ ନାର୍ଭେକର

ମୁମ୍ବାଇ,୨୧।୯: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଗୁରୁବାର ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାର ନିଷ୍ପତ୍ତିରେ ଆଉ ବିଳମ୍ବ କରିବି ନାହିଁ।   ଏହା ସହିତ ସେ ଯାହା...

ରାହୁଲଙ୍କୁ ନଡାଙ୍କ ଟାର୍ଗେଟ୍‌: ନେତାଙ୍କୁ ନେତା ହେବାକୁ ପଡିଥାଏ, ପରାମର୍ଶଦାତାରେ କାମ ଚଳିବନି

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଛି। ଗୁରୁବାର ଏହି ବିଲ୍‌ ରାଜ୍ୟ ସଭାରେ ଆଗତ ହୋଇ ବିତର୍କ ଚାଲିଛି। ଏହି ବିତର୍କରେ ଭାଗ ନେଇ ଭାଜପା ସଭାପତି ଜେପି...

କାନାଡ଼ାରେ ଭାରତୀୟ ଭିସା ସେବା ସ୍ଥଗିତ

ନୂଆଦିଲ୍ଲୀ,ଓଟାଓ୍ବା/୨୧।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ଦେଇଥିବା ବିବୃତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ସୃଷ୍ଟି କରିଛି। ଭାରତ ଯାଉଥିବା ଯାତ୍ରୀମାନଙ୍କ ପାଇଁ କାନାଡା ଏକ...

ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଆମେରିକା, ଅଷ୍ଟ୍ରେଲିଆ, କାନାଡାରେ କରିପାରିବେ ପ୍ରୋଜେକ୍ଟ, ଓ୍ବାର୍ଲଡ ଫେଡେରେଶନରୁ ମିଳିଲା ମାନ୍ୟତା

ନୂଆଦିଲ୍ଲୀ,୨୧।୯: ଭାରତର ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି)କୁ ୧୦ ବର୍ଷ ପାଇଁ ଓ୍ବାର୍ଲଡ ଫେଡେରେଶନ ଫର ମେଡିକାଲ ଏଜୁକେଶନ(ଡବ୍ଲୁଏଫଏମଇ) ମାନ୍ୟନାରେ ସମ୍ମାନୀତ କରାଯାଇପାରେ। ଏହି ନିଷ୍ପତ୍ତି ପରେ ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ପ୍ରୋଜେକ୍ଟ କରିପାରିବେ।...

ଆଜି ଶେଷ ହୋଇପାରେ ସଂସଦର ସ୍ବତନ୍ତ୍ର ଅଧିବେଶନ, ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିଲା ସିଡ୍ୟୁଲ

ନୂଆଦିଲ୍ଲୀ,୨୧।୯: ସଂସଦର ଉଭୟ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇପାରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସଭାରେ ଆଜି ହିଁ ମହିଳା ସଂରକ୍ଷଣ ବିଲ ପାରିତ ହେବ। ସନ୍ଧ୍ୟା ୪ଟାରେ ବିଜନେସ ଆଡଭାଇଜରୀ କମିଟିର ବୈଠକ...

ଚାଇନା ପ୍ରସଙ୍ଗରେ ଛାତି ଚଉଡା କରି ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ,୨୧।୯: ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ ଚାଲିଛି। ଗୁରୁବାର ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିରୋଧୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri