ଜାତୀୟ

ଉପବାଚସ୍ପତି ପଦବୀ ଉପରେ ଶିବସେନାର ନଜର

ନୂଆଦିଲ୍ଲୀ,୬।୬: ଲୋକସଭାର ବାଚସ୍ପତି ଏବଂ ଉପବାଚସ୍ପତି ପଦବୀ କାହାକୁ ମିଳିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଶିବସେନା ଉପବାଚସ୍ପତି ପଦବୀ ପାଇଁ ଦାବି କରିଛି। ଏହା ଶିବସେନାର ନିଜର ଅଧିକାର ବୋଲି ଗୁରୁବାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଓ୍ବତ…

ମୋଦି ରାଜ୍‌-୨ରେ ଶସ୍ତା ଇଏମ୍‌ଆଇ ଉପହାର: ରେପୋ ରେଟ୍‌ ହ୍ରାସ ସମ୍ପର୍କରେ ଆର୍‌ବିଆଇ କଲା ଘୋଷଣା

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ-୨ରେ ସାଧାରଣ ଲୋକଙ୍କୁ ଶସ୍ତା ଇଏମ୍‌ଆଇ ଉପହାର ପ୍ରଦାନ କରାଯାଇଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆ) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଆର୍‌ବିଆଇର ଏକ ସମୀକ୍ଷା ବୈଠକରେ ବେସ୍‌ ପଏଣ୍ଟ୍‌ ୦.୨୫ ପ୍ରତିଶତ ହ୍ରାସ କରାଯାଇଛି।…

ସ୍ବଚ୍ଛ ଭାରତ ମିଶନ: ଖୋଲାରେ ଶୌଚ ହେଉଥିବା ଅଞ୍ଚଳର ଭୂତଳ ଜଳ ଅଧିକ ପ୍ରଦୂଷିତ

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଦ୍ୱାରା ଭୂତଳ ଜଳ ପ୍ରଦୂଷଣ ମାତ୍ରା କମିବାରେ ଲାଗିଛି। ତେବେ ଖୋଲାରେ ଶୌଚ ହେଉଥିବା ଅଞ୍ଚଳରେ ଭୂତଳ ଜଳ ଅଧିକ ପ୍ରଦୂଷିତ ହେଉଥିବା ୟୁନିସେଫ୍‌ର ଏକ ରିପୋର୍ଟରେ ପ୍ରକାଶ ପାଇଛି।…

ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ପିଡୋମିଟର ସଫ୍ଟଓ୍ବେରରେ ହେବ ମନିଟରିଂ

ଜୟପୁର,୬।୬: ମେଡିକାଲ ଶିକ୍ଷାର୍ଥୀଙ୍କ ଫିଟନେସ୍‌ ପାଇଁ ରାଜସ୍ଥାନର କେତେକ ମେଡିକାଲ କଲେଜ୍‌ରେ ଶିକ୍ଷାର୍ଥୀଙ୍କ ମନିଟରିଂ ପିଡୋମିଟର ସଫ୍ଟଓ୍ବେର ଦ୍ୱାରା ସମ୍ପନ୍ନ ହେବ। ଏଥିରେ ଅଜମେର, ଯୋଧପୁର, ଉଦୟପୁର, ବିକାନେର. କୋଟା, ଝାଳାଓ୍ବାଡ୍‌ ଆଦି ଠାରେ ଥିବା ମେଡିକାଲ କଲେଜର ଶିକ୍ଷାର୍ଥୀ ସାମିଲ୍‌…

କେରଳରେ ପୁଣି ୨ ନିପା ରୋଗୀ ଚିହ୍ନଟ

ଥିରୁଭାନନ୍ତପୁରମ, ୬।୬: କେରଳକୁ ପୁଣି ଫେରିଛି ନିପା ଭାଇରସ। ନିପା ଆକ୍ରାନ୍ତ ସନ୍ଦେହରେ ପୁଣି ଦୁଇଜଣ ରୋଗୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ ପଜେଟିଭ ଆସିଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ…

ଏନ୍‌ଆଇଏ କୋର୍ଟରେ ହାଜର ପୂର୍ବରୁ ପ୍ରଜ୍ଞା ଠାକୁର ହସ୍ପିଟାଲରେ ଭର୍ତ୍ତି

ଭୋପାଳ,୬।୬: ଏନ୍‌ଆଇଏ କୋର୍ଟରେ ହାଜର ହେବା ପୂର୍ବରୁ ମଧ୍ୟପ୍ରଦେଶ ଭୋପାଳ ଏମ୍‌ପି ପ୍ରଜ୍ଞା ଠାକୁରଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁନ୍‌ ୩ରେ ତାଙ୍କୁ ଗୁରୁବାର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ପ୍ରଜ୍ଞାଙ୍କ ରକ୍ତଚାପ ବଢ଼ିବା ସହିତ…

ଗେହଲଟଙ୍କୁ ହଟାଇବା ପାଇଁ କଂଗ୍ରେସ ବିଧାୟକଙ୍କ ଦାବି

ଜୟପୁର,୬ା୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ୍‌ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ବିଧାୟକ ପୃଥ୍ବୀରାଜ ମୀନା ଦାବି କରିଛନ୍ତି। ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଗେହଲଟଙ୍କ ବିରୋଧରେ ତୋଡା ଭୀମ ଆସନର ବିଧାୟକ ପୃଥ୍ବୀରାଜଙ୍କ…

ବାଂଲାଦେଶ ସୀମାରେ ମିଠା ଦିଆନିଆ

ଅଗରତାଲା/ଅଜଓ୍ବଲ,୬ା୬(ପି.ଟି.): ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ବୁଧବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ବାଂଲାଦେଶ ସୀମା ଗାର୍ଡ (ବିଜିବି) ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ କରାଯାଇଛି। ଉଭୟ ପକ୍ଷ ମିଠା ଓ ଫୁଲ ଦେଇ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ବାଂଲାଦେଶ…

ପଶ୍ଚିମବଙ୍ଗରେ ସ୍ଲୋଗାନ ଯୁଦ୍ଧ

କୋଲକାତା,୬ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ। ଏବେ ସ୍ଲୋଗାନକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି। ଭାଜପାର ଜୟ ଶ୍ରୀରାମ ସ୍ଲୋଗାନକୁ…

ଟିଏମ୍‌ସି ନେତାଙ୍କୁ ହତ୍ୟା

କୋଲକାତା,୬ା୬: ଉତ୍ତର କୋଲକାତାର ନିମଟାଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ହତ୍ୟାକାଣ୍ଡ ଲାଗି ଭାଜପା ଓ ଟିଏମ୍‌ସି ପରସ୍ପରକୁ ଦୋଷ ଦେଇଛନ୍ତି। ମଙ୍ଗଳବାର ରାତି ସାଢ଼େ ୭ଟା ବେଳେ…

ଥମୁନି ଭାଷା ବିବାଦ

ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ ବୁଧବାର ଦାବି କରିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପ୍ପାଡି…

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ ପ୍ରାଣ ହରାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଦେଶରେ ୧୨.୫ ପ୍ରତିଶତ ମୃତ୍ୟୁ ଏଥିଯୋଗୁ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?