ଜାତୀୟ

ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଲା ଆର୍‌ଜେଡି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପୀଡିତ ହୋଇ ଶହେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହା ନୀତୀଶ ସରକାରଙ୍କ ଅପାରଗତା ଦର୍ଶାଇ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଆସନ୍ତା ୨୪ରେ ବିହାର ବନ୍ଦ ଡାକରା ଦେଇଛି। ସୂଚନାଯୋଗ୍ୟ, କିଛିଦିନ ହେବ…

ଖବରଦାତା ସମ୍ମିଳନୀରେ ଶୋଇଲେ ନେତା: କହିଲେ ମୁଁ ମନନ ଚିନ୍ତନ କରୁଥିଲି

ପାଟନା,୧୭।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ପାଖାପଖି ଶହେ ଶିଶୁଙ୍କ ମୃତ୍ୟୁ ହେବା ଚିନ୍ତାର କାରଣ ପାଲଟିଛି। ଏହାର ମୁକାବିଲା କରିବାକୁ ନେଇ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ଚୌବେ ଉପସ୍ଥିତ ଥିଲେ। ତେବେ ଖବରଦାତା…

ବିହାରରେ ଅସମ୍ଭାଳ ତାତି: ୨୨ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଗୟାରେ ୧୪୪ ଧାରା ଜାରି

ପାଟନା, ୧୭।୬: ବିହାରରେ ଅସମ୍ଭାଳ ତାତି ଲାଗିରହିଛି। ଏପର୍ଯ୍ୟନ୍ତ ଅଂଶୁଘାତରେ ୧୭୩ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ଭିତରେ ଅଧିକାଂଶ ଲୋକଙ୍କ ବୟସ ୬୦ରୁ ଅଧିକ…

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଫିଲ୍ମ ନିର୍ମାତା ମଣିରତ୍ନ ୨୦୦୪ରେ ଫିଲ୍ମ ‘ୟୁବା’ର ଶୁଟିଂ ବେଳେ ସେ…

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ମେଜର ଶହୀଦ

ଶ୍ରୀନଗର,୧୭।୬: ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମେଜର ଶହୀଦ ହୋଇଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏଥିସହ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।…

ଆଶ୍ୱସ୍ତ ହେଲେ ସଲମାନ

ମୁମ୍ବାଇ,୧୭।୬: କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରେ ମିଥ୍ୟା ଆଫିଡେଭିଟ ଦାଖଲ କରିବା ମାମଲାରେ ଯୋଧପୁର କୋର୍ଟ ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ସଲମାନଙ୍କ ଉପରେ ମିଥ୍ୟା ଆଫିଡେଭିଟ ମାମଲା ଲାଗିଥିଲା। ସୂଚନାଯୋଗ୍ୟ, କୃଷ୍ଣସାର ମୃଗ…

ଡାକ୍ତରଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ

କୋଲକାତା,୧୭।୬: ପଶ୍ଚିମବଙ୍ଗରେ ଗୋଟିଏ ପଟେ ଡାକ୍ତରଙ୍କ ଆନ୍ଦୋଳନ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ସେଠାରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ମିଳିଛି। ଅଧିକ ଦରମା ଓ ଅନ୍ୟାନ୍ୟ ଅନେକ ଦାବି ନେଇ ଶିକ୍ଷକମାନେ କୋଳକାତା ସ୍ଥିତ ବିକାଶ ଭବନ…

ମାଓବାଦୀ ଅପରେଶନରେ ସୁବିଧା ପାଇଁ ଯବାନଙ୍କୁ ଦିଆଯିବ ଗୋଣ୍ଡି ଭାଷା ଶିକ୍ଷା

ରାୟପୁର,୧୭।୬: ଏଣିକି ମାଓବାଦୀ ଅପରେଶନ୍‌ରେ ନିୟୋଜିତ ଥିବା ଯବାନଙ୍କୁ ଗୋଣ୍ଡି ଭାଷା ଶିକ୍ଷା ଦିଆଯିବ। ମାଓବାଦୀମାନେ ଏହି ଜନଜାତି ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନଙ୍କ ଗତବିଧି ସମ୍ପର୍କରେ ସୂଚନା ମିଳିବା ଯବାନଙ୍କ ଲାଗି କଷ୍ଟକର ହେଉଛି। ତେଣୁ ବସ୍ତର ଅଞ୍ଚଳରେ ନିୟୋଜିତ…

ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ଚିରି ଦିଆଗଲା ବାର୍‌ ଡ୍ୟାନ୍ସରଙ୍କ ପୋଷାକ

ହାଇଦ୍ରାବାଦ,୧୭।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦରେ ଜଣେ ବାର୍‌ ଡ୍ୟାନ୍ସର ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ତାଙ୍କ ଡ୍ରେସ ଚିରି ଦିଆଯିବା ସହ ତାଙ୍କ ଉପରେ ମାଡ ହୋଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ମହିଳା ବାର୍‌…

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌ ସମୟରେ ଡାକ୍ତର ଯୁବକଙ୍କ ପେଟରୁ ୫୦ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ତାଙ୍କ…

ଯାଦୁ କୌଶଳ ଦେଖାଇବା ସମୟରେ ଗଙ୍ଗା ନଦୀରେ ବୁଡ଼ିଗଲେ ଯାଦୁକର

କୋଲକତା,୧୭।୬: ଜଣେ ଯାଦୁକରଙ୍କୁ ଯାଦୁ କୌଶଳ ଦେଖାଇବା ମହଙ୍ଗା ପଡ଼ିଛି। ସେ ଗଙ୍ଗା ନଦୀରେ ବୁଡ଼ି ଯାଇଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କର ସନ୍ଧାନ ଜାରି ରଖିଛନ୍ତି। ୪୧ ବର୍ଷ ବୟସ୍କ ଯାଦୁକର ଚଞ୍ଚଳ ଲାହିରୀ ନିଜର ହାତଗୋଡ଼ ବାନ୍ଧି ଏକ ବାକ୍ସରେ…

ପ୍ରଥମଥର ଏମ୍‌ପି ହୋଇଥିବା ନକୁଲ ନାଥଙ୍କୁ ସଂସଦ ପର୍ଯ୍ୟନ୍ତ ଛାଡିବାକୁ ଆସିଲେ ବାପା

ନୂଆଦିଲ୍ଲୀ,୧୭।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ତାଙ୍କ ପୁଅ ନକୁଲ ନାଥ ସୋମବାର ସଂସଦ ଭବନ ପହଞ୍ଚିଥିଲେ। ନକୁଳ ନାଥ ୧୭ତମ ଲୋକ ସଭା ନିର୍ବାଚନରେ ମଧ୍ୟ ପ୍ରଦେଶର ଛିଣ୍ଡଓ୍ବାଡା ଆସନରୁ ବିଜୟୀ ହୋଇଛନ୍ତି। ପ୍ରଥମଥର ଲାଗି ସେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?