ଜାତୀୟ

ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଗୋଗୋଇ

ନୂଆଦିଲ୍ଲୀ,୨୩।୬: ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ପୂର୍ବରୁ ଏନେଇ ଗୋଗୋଇ ଚିଠି ଲେଖିଥିଲେ। ଏବେ ଗୋଗୋଇ ମୋଦିଙ୍କୁ ରିମାଇଣ୍ଡର ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ ପ୍ରସ୍ତାବ…

ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ ମିଳିଥିବା ନିଜେ ମନୋଜ କହିଛନ୍ତି। ତାଙ୍କ ଫୋନକୁ ଏକ ଏସ୍‌ଏମ୍‌ଏସ୍‌ ଦେଇ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ଏହାସହ ଉକ୍ତ ବ୍ୟକ୍ତି ଜଣଙ୍କ…

ଦେଶ ଚାହୁଁଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ଯାଞ୍ଚ ହେଲେ ଅନୁମତି ଦେଲେନି ନେହେରୁ: ନଡ୍ଡା

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତ୍ତାମାନେ ରବିବାର ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହେଲେ ଏହି ଅବସରରେ ନଡ୍ଡା କହିଛନ୍ତି…

ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ

ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍‌ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟମାନେ ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରିବାରେ ଅସଫଳ ରହିଛନ୍ତି। ଏନେଇ ନୋଭୋ ନୋରଡିସ୍କ୍‌ ଏଜୁକେଶନ୍‌…

୨୭ ବର୍ଷୀୟା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କଲେ ୪୫ ବର୍ଷୀୟ ଭାଜପା ନେତା

ଗାନ୍ଧୀନଗର,୨୩।୬: ଗୁଜୁରାଟ ଦାହୋଦ ଜିଲାର ଭାଜପା ଅଧ୍ୟକ୍ଷ ଶଙ୍କରଭାଇ ଅମଲିୟାର ୪୫ ବର୍ଷ ବୟସରେ ଜଣେ ୨୭ ବର୍ଷୀୟା ଭାଜପା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କରି ଆସିଛନ୍ତି ଚର୍ଚ୍ଚାକୁ। ମହିଳା ଜଣଙ୍କ ହେଉଛନ୍ତି ଦାହୋଦ ଜିଲା ମହିଳା ମୋର୍ଚ୍ଚାର…

ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ

ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ ପାଇଥିଲା। ଇତିମଧ୍ୟରେ ଫଳାଫଳ ଘୋଷଣାକୁ ଏକ ମାସ ପୂରିଛିି। ଏହି ସମୟ ମଧ୍ୟରେ ଭାଜପା…

୫୦ କୁକୁରଙ୍କୁ ମାରିଲା ତେଲେଙ୍ଗାନା ନଗରପାଳିକା ଏଜେନ୍ସି: ମାମଲା ରୁଜୁ

ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ ସହର ବାହାରେ ଅର୍ଥାତ୍‌ ରାଜଧାନୀ ହାଇଦ୍ରାବାଦରୁ ପାଖାପାଖି ୭୫ କିଲୋମିଟର ଦୂରରେ ପୋତି ଦିଆଯାଇଛି।…

ଭୟଙ୍କର ରୂପ ନେଇଛି ମସ୍ତିଷ୍କ ଜ୍ୱର: ଭୟରେ ଲୋକେ ଘର ଛାଡୁଛନ୍ତି

ପାଟନା,୨୩।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ୧୨୯ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମ ପଦକ୍ଷେପ ସ୍ବରୂପ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ସିନିୟର ରେସିଡେନ୍ସ ଡାକ୍ତର ଭିମସେନ କୁମାରଙ୍କୁ ନିଲମ୍ବନ…

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି

ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ ଅନୁପାତରେ ଏଭଳି ବୃଦ୍ଧି ଦୃଷ୍ଟି ଗୋଚର ହୋଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ…

ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୋଦି ଦେଲେ ୩୦ ଲକ୍ଷ

ନୂଆଦିଲ୍ଲୀ,୨୩।୬: ଜଣେ ୧୬ ବର୍ଷ ବୟସ୍କ ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ଲକ୍ଷ ଟଙ୍କାର ପ୍ରଦାନ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ନାବାଳିକଙ୍କ ଆପ୍ଲାଷ୍ଟିକ୍‌ ଆନିମିଆ ଚିକିତ୍ସା ଲାଗି ଦିଆଯାଇଛି। ନାବାଳିକାଙ୍କ ପିତା ଏନେଇ ଗୁହାରି…

ରାମବିଳାସ ପାସଓ୍ବାନ ନିଖୋଜ ପୋଷ୍ଟର ଲଗାଇଲେ ଗ୍ରାମବାସୀ: ଖୋଜି ଆଣିଲେ ପୁରସ୍କାର ୧୫ ହଜାର

ବୈଶାଳୀ,୨୩।୬: ବିହାରର ବୈଶାଳୀ ଅନ୍ତର୍ଗତ ହରିବଂଶପୁର ଗ୍ରାମର ବାସିନ୍ଦା ଏମ୍‌ପି ରାମବିଳାସ ପାସଓ୍ବାନ ନିଖୋଜ ଲେଖା ଥିବା ପୋଷ୍ଟର ଲଗାଇଛନ୍ତି। ଗ୍ରାମରେ ନାନା ପ୍ରକାର ସମସ୍ୟା ରହିଥିଲେ ମଧ୍ୟ ପାସଓ୍ବାନ ଥରେ ମାତ୍ର ଗାଁରେ ପାଦ ଦେବାକୁ ଆସୁ ନାହାଁନ୍ତି। ଇତିମଧ୍ୟରେ…

ଦିଲ୍ଲୀ ସରକାରଙ୍କର ହୋମ୍‌ ଡେଲିଭରି ସେବାରେ ଯୋଡି ହେବ ଆଉ ୩୦ ସେବା

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀ ସରକାରଙ୍କର ଆଉ ୩୦ଟି ସରକାରୀ ସେବା ହୋମ୍‌ ଡେଲିଭରି ମାଧ୍ୟମରେ ମିଳିପାରିବ ବୋଲି ଜଣାପଡିଛି। ଏଥିପାଇଁ ଏବେଠାରୁ କାମ ଆରମ୍ଭ ହୋଇଥିବା କୁହାଯାଇଛି। ପୂର୍ବରୁ ସରକାରଙ୍କର ୪୦ଟି ସେବାକୁ ହୋମ୍‌ ଡେଲିଭରି କରାଯାଉଥିବା ବେଳେ ଏବେ ଏହା ୭୦କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?