ଜାତୀୟ

ରବିବାର ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାରଠାରୁ ଆରମ୍ଭ ହେବ। ଅଲ୍‌ ଇଣ୍ଡିଆ ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜିତ ହୋଇଥାଏ। ମୋଦିଙ୍କ ପ୍ରଥମ ଇନିଂସ୍‌ର ଶେଷ ମନ୍‌ କି…

ଅଚାନକ ଜିଲା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଯୋଗୀ

ଲକ୍ଷ୍ନୌ,୨୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଅଚାନକ ଭାବେ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ରୋଗୀଙ୍କୁ ଭେଟିବା ସହ ହସ୍ପିଟାଲରେ ଉବଲବ୍ଧ ହେଉଥିବା ସୁବିଧା ଅସୁବିଧା କଥା ମଧ୍ୟ ପଚାରି ବୁଝିଥିଲେ। ଆଗକୁ ବର୍ଷାଦିନ ଆସୁଥିବାରୁ…

ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍‌ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି ଚଳାଇବା ନୁହେଁ ତା ସହ ଡ୍ୟାନ୍ସ ମଧ୍ୟ କରୁଥିବା ଦେଖିଛନ୍ତି କି। ହେଲେ କିଛି…

ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ମାମଲାର ସୁପ୍ରିମ୍‌କୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ,୨୯।୬: ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ହେବ। ୬ ସପ୍ତାହ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ସୋମବାରଠାରୁ ସର୍ବୋଚ୍ଚ ଅଦାଲତ ସାଧାରଣ ଭାବେ କାର୍ଯ୍ୟ କରିବ। ରାହୁଲ ଗାନ୍ଧୀଙ୍କ ଚୌକିଦାର…

ଯୋଗୀଙ୍କ ଶାସନରେ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି ଅପରାଧୀ: ପ୍ରିୟଙ୍କା

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଅପରାଧୀ ମୁକ୍ତ ଭାବେ ବାହାରେ ବୁଲୁଛନ୍ତି। ରାଜ୍ୟ ସରକାରଙ୍କ ଆଇନ କାନୁନକୁ ସେମାନେ ଭୟ କରୁ ନ ଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରି ପ୍ରକାଶ କରିଛନ୍ତି।…

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ହାସଲ କରିବ ଶ୍ରେଷ୍ଠତ୍ୱ: ଶାହ

ନୂଆଦିଲ୍ଲୀ,୨୯।୬: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ଶ୍ରେଷ୍ଠତ୍ୱ ହାସଲ କରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି। ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ଆୟୋଜିତ ହୋଇଥିବା ଏକ ୨ ଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଲୋକଙ୍କ…

ଠକଙ୍କ ତାଲିକାରେ ସନ୍ଦେସରା ବ୍ରଦର୍ସ: ବିଭିନ୍ନ ବ୍ୟାଙ୍କରୁ ଠକି ନେଇଛନ୍ତି ୧୫ ହଜାର କୋଟି

ନୂଆଦିଲ୍ଲୀ,୨୯।୬: ଏବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ତୁଳନାରେ ଅଧିକ ଟଙ୍କାର ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସନ୍ଦେସରା ବ୍ରଦର୍ସଙ୍କ ଦ୍ୱାରା ଆନ୍ଧ୍ରବ୍ୟାଙ୍କ ସମେତ ଦେଶର ଅନ୍ୟ କେତେକ ବ୍ୟାଙ୍କରୁ ୧୪ ହଜାର ୫ଶହ କୋଟିରୁ ଅଧିକ ଟଙ୍କାର…

୧୭ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୯।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମାଣପତ୍ର ହାସଲ କରିପାରିବେ। ଏହାପୂର୍ବରୁ ମୁଲାୟମ୍‌ ସିଂ ଯାଦବ, ମାହାବତୀ…

କଂଗ୍ରେସର ନାଁ ବଦଳାଇବାକୁ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୬: କଂଗ୍ରେସରେ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା ନେତା କୈଳାଶ ବିଜୟଭର୍ଗିୟ ପରିହାସ କରିବା ଭଳି ଏକ ଟିପ୍ପଣୀ ଦେଇଛନ୍ତି। ଟୁଇଟ୍‌ କରି ବିଜୟଭର୍ଗିୟ କହିଛନ୍ତି, କଂଗ୍ରେସରେ ଯେଉଁଭଳି ଇସ୍ତଫା ଦେବା ପ୍ରକ୍ରିୟା ଚାଲିଛି ତାକୁ ଦେଖି ଇଣ୍ଡିଆନ୍‌ ନ୍ୟାଶନାଲ…

ସରକାରୀ ବାସ ଭବନ ଖାଲି କଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୨୯।୬: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ୮ ସଫଦରଜଙ୍ଗଠାରେ ଥିବା ତାଙ୍କର ବାସଭବନକୁ ସେ ଖାଲି କରିଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହା ସହିତ ସେ ଟୁଇଟ୍‌ କରିଛନ୍ତି…

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି। ଏଥିସହ କାହିଁକି ସେ ଏତେ ଦିନ ନିଖୋଜ ହୋଇଯାଇଥିଲେ ତାର କାରଣ ସର୍ବସମ୍ମୁଖରେ ରଖିଛନ୍ତି।…

କାରଗିଲ୍‌ ଯୁଦ୍ଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ ବାଜପେୟୀ

ନୂଆଦିଲ୍ଲୀ,୨୯।୬: କାରଗିଲ୍‌ ଯୁଦ୍ଧରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ। ଏନେଇ ଭାରତୀୟ ବାୟୁସେନାର ପୂର୍ବତନ ଚିଫ୍‌ ମାର୍ଶାଲ୍‌ ଅନୀଲ୍‌ ଟିପନିସ୍‌ ପ୍ରକାଶ କରିଛନ୍ତି। ଏହା ସହିତ ବାଜପେୟୀ ସ୍ଥଳସେନାକୁ ନିୟନ୍ତ୍ରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?