ଖାଇକୁ ଖସିଲା କାର: ୬ ଜୀବନ ଗଲା
ଡେରାଡୁନ, ୨୬।୬: ଉତ୍ତରାଖଣ୍ଡର ନ୍ୟୁ ତେହରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସକାଳେ ଏକ କାର ଖାଇ ଭିତରକୁ ଖସିପଡିଛି। ଫଳରେ କାରରେ ଥିବା ୧୦ଜଣଙ୍କ ମଧ୍ୟରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଡେରାଡୁନ ସୁୱାଖୋଲି ମୋଟର ମାର୍ଗର…
ସରକାରୀ ଅଧିକାରୀଙ୍କୁ ପିଟିବା ପଡିଲା ମହଙ୍ଗା: ବିଧାୟକ ଗିରଫ
ଇନ୍ଦୋର, ୨୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ନଗର ନିଗମର ଜଣେ ଅଧିକାରୀଙ୍କୁ ବ୍ୟାଟରେ ପିଟିବା ଭାଜପା ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ମହଙ୍ଗା ପଡିଛି। ମଧ୍ୟପ୍ରଦେଶ ପୋଲିସ ଏହି ମାମଲାରେ ବୁଧବାର ୧୦ ଜଣଙ୍କ ନାମରେ ମାମଲା ରୁଜୁ କରି ଆକାଶଙ୍କୁ ଗିରଫ କରିଛି।…
ବିଚ୍ ରାସ୍ତାରେ ଯୁବକଙ୍କୁ ଲୁହା ରଡରେ ପିଟିଲେ ଯୁବତୀ
ଚଣ୍ଡିଗଡ଼,୨୬।୬: ପ୍ରତିଦିନ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଥାଏ। ଏହି ଦୁର୍ଘଟଣା ଯୋଗୁ କେତେକଙ୍କ ଜୀବନ ଯାଉଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇଥାନ୍ତି। କେବଳ ସେତିକି ନୁହେଁ ଦୁର୍ଘଟଣାରେ ଶୀକାର ହୋଇଥିବା ଲୋକେ ରାସ୍ତାରେ ହୋହାଲ୍ଲା କରି ସମସ୍ତଙ୍କୁ ଏକାଠି…
ମୋଦି ସମାଲୋଚନା କରିବା ଅପେକ୍ଷା ଆଗ ପ୍ରତିଶୃତି ପାଳନ କରନ୍ତୁ: ଆନନ୍ଦ ଶର୍ମା
ନୂଆଦିଲ୍ଲୀ, ୨୬।୬: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଭାଜପା ସରକାର ଉପରେ ବର୍ଷିଛନ୍ତି। ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ରାଜ୍ୟସଭାରେ ଚାଲିଥିବା ଆଲୋଚନାରେ ଭାଗ ନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହାକୁ ସମାଲୋଚନ କରିବା ଅପେକ୍ଷା ନିର୍ବାଚନ…
କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା
ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ ପାଇଁ ଦାବି କରିଛନ୍ତି। ଏଥିସହ ସେ ଏକ ଡ୍ରୋନ ପ୍ଲେନ ପାଇଁ ମଧ୍ୟ ସରକାରଙ୍କୁ…
ଗୁରମିତ୍ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର
ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ରାମ ରହିମଙ୍କୁ ହରିୟାଣା ସରକାର ସମର୍ଥନ କରୁଛନ୍ତି। ହାଇକୋର୍ଟ ତାଙ୍କ ଜାମିନ ଆବେଦନ…
ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ ବିଧାୟକ
ଇନ୍ଦୋର, ୨୬।୬: ଭାଜପା ମହାସଚିବ ତଥା ପଶ୍ଚିମବଙ୍ଗରେ ଦଳର ସଫଳାର ସୁତ୍ରଧର କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ସରକାରୀ ଅଧିକାରୀଙ୍କୁ ମାରପିଟ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। କ୍ରିକେଟ ବ୍ୟାଟରେ ଆକାଶ ଜଣେ ନିଗମ ଅଧିକାରୀଙ୍କୁ ମାଡ଼ ମାରୁଥିବା…
ଏୟାର ଇଣ୍ଡିଆ ସମେତ ୨୮ କମ୍ପାନୀ ବିକିବେ ମୋଦି ସରକାର: ମିଳୁ ନାହାଁନ୍ତି ମନ ପସନ୍ଦର କ୍ରେତା
ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏୟାର ଇଣ୍ଡିଆ, ପଓ୍ବନ ହଂସ ସମେତ କ୍ଷତିରେ ଚାଲୁଥିବା ୨୮ଟି ପବ୍ଲିକ୍ ସେକ୍ଟର କମ୍ପାନୀରେ ବିନିବେଶ ଯୋଜନା କରିଛନ୍ତି। ଏସବୁ କମ୍ପାନୀଙ୍କୁ ବିକ୍ରି କରିଦିଆଯିବ। ତେବେ ମନପସନ୍ଦର କ୍ରେତା ମିଳୁ ନ ଥିବାରୁ ସରକାରଙ୍କୁ…
ଭୋକିଲା ବୃଦ୍ଧଙ୍କୁ ନିଜ ହାତରେ ଖୁଆଇଲେ ପୋଲିସ ଅଧିକାରୀ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ନୋଏଡା ଥାନା ସେକ୍ଟର ୨୦ର ଜଣେ ପୋଲିସ ଅଧିକାରୀ ମଣିଷପଣିଆର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗଳବାର ରାସ୍ତାରେ ବସିଥିବା ଜଣେ ଭୋକିଲା ବୃଦ୍ଧଙ୍କୁ ସବ୍ ଇନ୍ସପେକ୍ଟର ସୌରଭ ଯାଦବ ନିଜ ହାତରେ ଖୁଆଇଦେଇଥିଲେ। ଏହାପରେ ସୌରଭ ନିଜ…
ସାମନ୍ତ ଗୋଏଲ ‘ର’ ଚିଫ୍ ନିଯୁକ୍ତ
ନୂଆଦିଲ୍ଲୀ,୨୬।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍(ର) ଚିଫ୍ ଭାବେ ସାମନ୍ତ ଗୋଏଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଯୁକ୍ତ କରିଛନ୍ତି। ୧୯୮୪ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ର ପ୍ଲାନିଂ କରିଥିବା କୁହାଯାଉଛି। ସେ ବର୍ତ୍ତମାନ ‘ର’ ଚିଫ୍…
ଫୁଟପାଥରେ ଶୋଇଥିବା ୩ ଶିଶୁଙ୍କ ଉପରେ ଚଢିଗଲା ଗାଡି
ପାଟନା, ୨୬।୬: ବିହାରର ଅଗମାକୁଆଁ ଥାନା ଅନ୍ତର୍ଗତ କୁମହରାରରେ ଏକ ଅଭାବନୀୟ ଘଟଣା ଘଟିଛି। ଫୁଟପାଥରେ ଶୋଇଥିବାବେଳେ ୩ ଶିଶୁଙ୍କ ଉପରେ ଗାଡି ଚଢିଯାଇଛି। ଫଳରେ ଡ୍ରାଇଭର ସମେତ ତିନି ଶିଶଙ୍କ ମୃତ୍ୟୁ ଘଟିଛି। ଗାଡିରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ…
ଶିବ ମନ୍ଦିର ଖନନ ବେଳେ ମାଟିତଳୁ ମିଳିଲା ଜୀବନ୍ତ ନାଗସାପ ଯୋଡ଼ା
ଚଣ୍ଡିଗଡ଼,୨୬।୬: ପଞ୍ଜାବର ଲୁଧିୟାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ପୁରାତନ ଶିବ ମନ୍ଦିରର ଖନନ ବେଳେ ମାଟି ତଳୁ ଜୀବନ୍ତ ନାଗସାପ ଯୋଡ଼ା ମିଳିଛନ୍ତି। ମନ୍ଦିରରେ ଥିବା ଶିବଲିଙ୍ଗ ଭାଙ୍ଗିରୁଜି ଯାଇଥିବାରୁ ଏହାକୁ ବାହାର କରି ସେଠାରେ…
Archives


