ଜାତୀୟ

ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କଲେ ଭାରତୀୟ ଗବେଷକ

ବେଙ୍ଗାଲୁର୍‌, ୨୭।୬: ଭାରତୀୟ ଗବେଷକ ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କରିଛନ୍ତି। ଏହି ଇକ୍ରୋ-ଫେଣ୍ଡଲି ଉତ୍ପାଦ ଲୁହାରେ କଳଙ୍କି ହେବାକୁ ଦେଇ ନ ଥାଏ ବୋଲି ଗବେଷକ ସୂଚନା ଦେଇଛନ୍ତି। ଥିରୁଭାନନ୍ତପୁରମ୍‌ ସ୍ଥିତ ରାଷ୍ଟ୍ରୀୟ ଅନ୍ତର୍ବିଷୟୀ ବିଜ୍ଞାନ ତଥା ପ୍ରାଦ୍ୟୋଗିକ…

ମମତାଙ୍କୁ ସାଥ୍‌ ଦେବନାହିଁ କଂଗ୍ରେସ-ସିପିଏମ୍‌

କୋଲକାତା, ୨୭।୬: ପଶ୍ଚିମବଙ୍ଗରେ ଭାଜପାକୁ ମାତ୍‌ ଦେବା ପାଇଁ ମମତା ବିପକ୍ଷ ଦଳର ସହଯୋଗ ଲୋଡିଛନ୍ତି। କିନ୍ତୁ କଂଗ୍ରେସ ଏବଂ ସିପିଏମ୍‌ ଏଥିରେ ମମତାଙ୍କୁ ସହଯୋଗ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ…

ଜେଲରେ କଏଦୀଙ୍କ ହାତରେ ବନ୍ଧୁକ: କହିଲେ କିଛି ବିଗାଡି ପାରିବେନି ଯୋଗୀ ସରକାର

ଉନ୍ନାଓ,୨୭।୬: ଉତ୍ତର ପ୍ରଦେଶର ଉନ୍ନାଓ ଜେଲରେ ଅପରାଧିମାନେ ହାତରେ ବନ୍ଧୁକ ଧରିଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜିଲା ମାଜିଷ୍ଟ୍ରେଟ ଜେଲ ଅଧିକ୍ଷକଙ୍କଠାରୁ ଏହାକୁ ନେଇ ରିପୋର୍ଟ ମାଗିଥିଲେ। ତେବେ ଯାଞ୍ଚ…

ଅସ୍ତ୍ରଶସ୍ତ୍ର ଭାଗବଣ୍ଟାକୁ ନେଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ଗ୍ୟାଙ୍ଗଓ୍ବାର୍‌: ଜଣେ ମୃତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରରେ ଦୁଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ଗ୍ୟାଙ୍ଗଓ୍ବାର୍‌ ହୋଇଛି। ଅସ୍ତ୍ରଶସ୍ତ୍ର ଭାଗବଣ୍ଟାକୁ ନେଇ ଏପରି ହୋଇଥିବା କୁହାଯାଉଛି। ସ୍ଥାନୀୟ ବାଘମା ବିଜ୍‌ବେହାରଠାରେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ୫ରୁ ୬ ଜଣ ଏବଂ ଅସାଂର୍‌ ଗଜବନ୍‌ ଉଲ୍‌ ହିନ୍ଦ୍‌ ଆତଙ୍କବାଦୀ ସଂଗଠନର ୩…

ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟ ନ ପହଞ୍ଚିଲେ କଟିବ ଦରମା

ଲକ୍ଷ୍ନୌ,୨୭।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ସକାଳ ୯ଟା ସୁଦ୍ଧା ଯେଉଁ କର୍ମଚାରୀମାନେ କାର୍ଯ୍ୟଳୟରେ ଉପସ୍ଥିତ ନ ରହିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ…

ତେଜ ପ୍ରତାପ ଗଢିବେ ‘ତେଜ ସେନା’

ପାଟନା,୨୭।୬: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଏବେ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାକୁ। କିଛିଦିନ ହେବ ଚର୍ଚ୍ଚାରେ ଥିବା ତେଜ ପ୍ରତାପ ଏବେ ଏକ ନୂଆଦଳ ଗଢିବେ ବୋଲି ଶୁଣିବାକୁ…

ଗୋଦ୍‌ରେଜ୍‌ ପରିବାରରେ ହେବ ସମ୍ପତ୍ତି ଭାଗବଣ୍ଟା: ୨୦ ହଜାର କୋଟି ଜମି ବିବାଦ

ନୂଆଦିଲ୍ଲୀ,୨୭।୬: ଦେଶର ଜଣାଶୁଣା ଶିଳ୍ପପତି ଗୋଦ୍‌ରେଜ୍‌ ପରିବାରରେ ଖୁବ୍‌ଶୀଘ୍ର ସମ୍ପତ୍ତି ଭାଗବଣ୍ଟା କରାଯିବ। ପରିବାରରେ ୨୦ ହଜାର କୋଟି ଟଙ୍କାର ଜମି ନେଇ ବିବାଦ ସୃଷ୍ଟି ହୋଇଥିବା କୁହାଯାଉଛି। ମୁମ୍ବାଇର ସର୍ବାଧିକ ଜମି ଏହି ଶିଳ୍ପପତି ପରିବାର ପାଖରେ ରହିଛି। ଏହା…

ସ୍ପଷ୍ଟଦିବାଲୋକରେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁଳି କରି ହତ୍ୟା: ୧୦ ଗୁଳି ମାଡ଼

ଚଣ୍ଡିଗଡ଼,୨୭।୬: ହରିୟାଣାରେ ଜଣେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଫରଦାବାଦ୍‌ର ସେକ୍ଟର-୯ଠାରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀ କାରରେ ଯାଉଥିବାବେଳେ ତାଙ୍କ ଉପରକୁ ୧୦ଟି ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସର୍ବୋଦୟ…

ପାକିସ୍ତାନରେ ଆତଙ୍କବାଦୀଙ୍କୁ ମିଳିଛି ସରକାରୀ ସୁରକ୍ଷା: ଜୟଶଙ୍କର

ନୂଆଦିଲ୍ଲୀ,୨୭।୬: ପାକିସ୍ତାନରେ ଆତଙ୍କବାଦୀଙ୍କୁ ସରକାରୀ ସୁରକ୍ଷା ମିଳିଛି। ବ୍ରିଟେନ୍‌-ଭାରତ ପ୍ରତିନିଧିସ୍ତରୀୟ ସମ୍ମିଳନୀରେ ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏହା କହିଛନ୍ତି। ଭାରତର ପଡ଼ୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ଏକ ଶିଳ୍ପସଂସ୍ଥା ଭାବେ କାୟା ବିସ୍ତାର କରୁଥିଲେ ମଧ୍ୟ ସରକାର ଏନେଇ କୌଣସି ଦୃଢ଼…

ପୋଲିସ ଭ୍ୟାନ ଉପରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୬: ସୋସିଆଲ ମିଡିଆରେ ଏବେ ଦିଲ୍ଲୀ ପୋଲିସର ଏସ୍‌ୟୁଭି ଭ୍ୟାନ ଉପରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏକ ଟିକ୍‌ ଟକ୍‌ ଭିଡିଓ ବୋଲି କୁହାଯାଉଛି। ତେବେ ଗାଡ଼ି ସାମ୍ନାରେ ବୋଲ୍ଡ ଅକ୍ଷରରେ ଦିଲ୍ଲୀ…

୮ ବର୍ଷ ହେଲା ଖୋଜୁଥିଲା ପୋଲିସ: ହସ୍ପିଟାଲରେ ମୃତାବସ୍ଥାରେ ମିଳିଲା ଆସାମୀ

ନୂଆଦିଲ୍ଲୀ, ୨୭।୬: ଦୀର୍ଘ ୮ ବର୍ଷ ଧରି ଜଣେ ହତ୍ୟାକାରୀକୁ କ୍ରାଇମବ୍ରାଞ୍ଚ ପୋଲିସ ଖୋଜୁଥିଲା। ହତ୍ୟାକାରୀ ବିଷୟରେ ସନ୍ଧାନ ଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଶେଷରେ ସମ୍ପୃକ୍ତ ହତ୍ୟାକାରୀ ଜଣଙ୍କୁ ପୋଲିସ ମୃତାବସ୍ଥାରେ ଉଦ୍ଧାର…

ମଝି ଆକାଶରେ ପକ୍ଷୀ ସହ ଜାଗୁଆର ଯୁଦ୍ଧ ବିମାନ ଧକ୍କା

ଚଣ୍ଡିଗଡ଼,୨୭।୬: ହରିୟାଣା ଅମ୍ବାଲାରେ ଜାଗୁଆର ଯୁଦ୍ଧ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପକ୍ଷୀ ସହ ଧକ୍କା ଦେବାରୁ ଏଭଳି ହୋଇଥିବା କୁହାଯାଉଛି। ଦୁର୍ଘଟଣା ପରେ ବିମାନର ଇର୍ମଜେନ୍ସି ଲାଣ୍ଡିଂ କରାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri