ହୋଟେଲ ହେବ ଲୋକପାଳଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀ,୨୩ା୪: ଭାରତର ପ୍ରଥମ ଲୋକପାଳଙ୍କ କାର୍ଯ୍ୟାଳୟ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଆରମ୍ଭ ହେବ। ଏହି ହୋଟେଲ ପରିସରରେ ଲୋକପାଳ ଅଧ୍ୟକ୍ଷ ଓ ତାଙ୍କର ୮ଜଣିଆ ସଦସ୍ୟ ଓ ସହଯୋଗୀମାନଙ୍କୁ ରହିବା ଲାଗି ସୁବିଧା ଯୋଗାଇ ଦିଆଯିବ ବୋଲି ଅଧିକାରୀଙ୍କ…
ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍ ଲାଗି ଅଣୁଅସ୍ତ୍ର ରଖିନି
ଶ୍ରୀନଗର,୨୩ା୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ପଣୀକୁ ନେଇ ଭର୍ସନା କରିଛନ୍ତି। ରବିବାର ରାଜସ୍ଥାନର ବାର୍ମେରଠାରେ ମୋଦି ଏକ ନିର୍ବାଚନୀ ସଭାରେ ଭାରତ ପରମାଣୁ ବୋମା ଦୀପାବଳିରେ ଫୁଟାଇବା ଲାଗି ରଖିନାହିଁ…
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ
ନୂଆଦିଲ୍ଲୀ,୨୩।୪: ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଆସନ ପାଇଁ ମତଦାନ ଜାରି ରହିଛି। ଭୋଟର ମୋଟ୍ ୧୬୧୨ ପ୍ରାର୍ଥୀଙ୍କ ଭାଗ୍ୟ…
ସ୍ପାଇଡରମ୍ୟାନ ଭଳିି ୨୦ ଫୁଟ ଛାତରୁ ଡେଇଁଲେ ବାଳକ: ଷ୍ଟଣ୍ଟ ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ଭାଙ୍ଗିଲା ହାଡ଼
ଚଣ୍ଡିଗଡ଼,୨୨।୪: ଆଧୁନିକ ଯୁଗରେ ପିଲାଙ୍କ ମଧ୍ୟରେ ଅନଲାଇନ୍ ଗେମ୍ର ନିଶା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଖେଳ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଞ୍ଜାବର ତରନତାରନର ଶେଖ…
ଅକ୍ଷୟ କୁମାର କାନାଡାର ନାଗରିକ: ଲଢି ପାରିବେନି ନିର୍ବାଚନ!
ନୂଆଦିଲ୍ଲୀ,୨୨।୪: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ଲୋକ ସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଚାଲିଛି। ହେବେ ସୋସିଆଲ ମିଡିଆରେ ଏବେ ଆଉ ଏକ ଚର୍ଚ୍ଚା ଯୋର ଧରିଛି। ଯେ ଅକ୍ଷୟ ନିର୍ବାଚନ ଲଢିବା ପାଇଁ ଯୋଗ୍ୟ ନୁହେଁ।…
ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ
ଭୋପାଳ,୨୨।୪: ମଧ୍ୟପ୍ରଦେଶ ଦେବାସରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଶିପ୍ରା ନଦୀରେ ଜଣେ ମହିଳାଙ୍କୁ ମଦ ପିଆଇ ବୁଡ଼ାଇ ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ଼। କିଛି ଦିନ ତଳେ ଜଣେ…
ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି
ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ ନେତା ଏବେ ପ୍ରଚାର ମଇଦାନରେ ଅଛନ୍ତି। ଏହି କ୍ରମରେ ମୋଦି ଡିଣ୍ଡୋରିରେ ଏକ ରାଲିକୁ…
ଦୁଇ ଗାଁ ମଧ୍ୟରେ ୮ ଦିନ ଧରି ପାଳିତ ହେଉଛି ଅଗ୍ନିଯୁଦ୍ଧ
ମାଙ୍ଗାଲୋର୍,୨୨।୪: କର୍ନାଟକରେ ଏବେ ପାଳିତ ହେଉଛି ଏକ ନିଆରା ଉତ୍ସବ। ଏଠାରେ ମାତା ଦୁର୍ଗା ପଶ୍ଚିମେଶ୍ୱରୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ୮ ଦିନିଆ ଅଗ୍ନିଯୁଦ୍ଧ ଉତ୍ସବ। ପରମ୍ପରା ଅନୁସାରେ ଦୁଇ ଗାଁ ଲୋକେ ଦୁଇ ଦଳରେ ବିଭକ୍ତି ହୋଇ ପରସ୍ପରକୁ ନିଆଁ…
ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା
ରାମପୁର,୨୨।୪: ନିକଟରେ ସମାଜବାଦୀ ପାର୍ଟି(ଏସ୍ପି) ନେତା ଆଜମ୍ ଖାଁ ଭାଜପା ନେତ୍ରୀ ଜୟାପ୍ରଦାଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। ଏବେ ତାଙ୍କ ପଥ ଅନୁସରଣ କରିଛନ୍ତି ପୁଅ ଅବଦୁଲ୍ଲା ଆଜମ ଖାଁ। ସେ ଜୟାପ୍ରଦାଙ୍କୁ ‘ଅନାରକଲି’ ବୋଲି…
ମୋଦିଙ୍କ ବାୟୋପିକ୍: ସୁପ୍ରିମ୍କୋର୍ଟରେ ଇସି ଦାଖଲ କଲେ ରିପୋର୍ଟ; ଶୁଣାଣି ଶୁକ୍ରବାର
ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ସମ୍ପର୍କିତ ରିପୋର୍ଟ ସୋମବାର ନିର୍ବାଚନ କମିଶନ(ଇସି) ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି। ଏହାର ରିଲିଜ୍ ସମ୍ପର୍କରେ ଶୁକ୍ରବାର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୂଚିନା ଦେଇଛନ୍ତି। ବାୟୋପିକ୍ର…
କେରଳ ସରକାର ଶ୍ରୀଲଙ୍କା ପଠାଇବେ ୧୫ ଜଣିଆ ଡାକ୍ତରି ଟିମ୍
ଥିରୁଭାନନ୍ତପୁରମ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କୁ ଏବେ ସହଯୋଗର ହାତ ବଢାଇବାକୁ ଯାଉଛନ୍ତି କେରଳ ସରକାର। କେରଳର ଏକ…
ଶହୀଦ୍ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍ କରି କଇଁ କଇଁ ହୋଇ କାନ୍ଦିଲେ ମା
ରାଞ୍ଚି,୨୨।୪: ଝାଡ଼ଖଣ୍ଡ ପଲାମୁ ନିବାସୀ ୨୩ ବର୍ଷ ବୟସ୍କ ଲ୍ୟୁଟ୍ନାଟ୍ ଅନୁରାଗ ଶୁକ୍ଳା ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ନିଜର ୩ ଜଣ ସାଥୀଙ୍କୁ ବଞ୍ଚାଇବା ପାଇଁ ଶହୀଦ୍ ହୋଇଥିଲେ। ତାଙ୍କ ମର ଶରୀର ରବିବାର ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଥିଲା। ପୁଅ ବଦଳରେ…
Archives


