ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ
ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଏକ ସୁଇସାଇଡ ନୋଟ୍ ଜବତ କରିଛି। ଆମ ମୃତ୍ୟୁ ପାଇଁ…
ବିଧାନସଭାକୁ ଆସୁନାହାଁନ୍ତି ତେଜସ୍ବୀ
ପାଟନା,୨।୭: ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ମଙ୍ଗଳବାର ଦ୍ୱିତୀୟ ଦିନରେ ବି ବିଧାନସଭାରେ ପହଞ୍ଚି ନାହାଁନ୍ତି। ଶୁକ୍ରବାର ବିହାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ତେଜସ୍ବୀ…
ଡିସିଟି ଯୋଜନା ନେଇ କେନ୍ଦ୍ର ସରକାର ଏବଂ ସିଇସିଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨।୭: ସୁପ୍ରିମ୍କୋର୍ଟ ସିଧା ସଳଖ ନଗଦ ସ୍ଥାନାନ୍ତର ବା ଡାଇରେକ୍ଟ କ୍ୟାସ୍ ଟ୍ରାନ୍ସଫର(ଡିସିଟି) ଯୋଜନା ନେଇ କରାଯାଇଥିବା ଏକ ଆବେଦନର ବିଚାର କରି ମଙ୍ଗଳବାର କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନ(ସିଇସି)ଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହା ସହିତ କେତେକ…
ବନ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍ ଅଛନ୍ତି ମୁଖ୍ୟମନ୍ତ୍ରୀ: ବିରୋଧୀ
ହାଇଦ୍ରାବାଦ,୨।୭: ତେଲେଙ୍ଗାନାରେ ବିରୋଧୀ କଂଗ୍ରେସ ଓ ଭାଜପା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଘେରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) କର୍ମୀମାନେ ଯେଉଁଭଳି ଭାବେ ଜଣେ ମହିଳା ବନ ଅଧିକାରୀଙ୍କୁ ଆକ୍ରମଣ କଲେ ତାକୁ ନେଇ କାହିଁକି ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁ…
ଜୁହୁ ବିମାନ ବନ୍ଦର ରନ୍ଓ୍ବେରେ ଖେଳିଲା ମାଗୁର ମାଛ: ଭିଡ଼ିଓ ଭାଇରାଲ
ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି। ଜୁହୁ ବିମାନ ବନ୍ଦରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିମାନ ବନ୍ଦର ରନ୍ଓ୍ବେରେ ବର୍ଷା ଜଳ ଜମି ରହିବାରୁ ଏଠାରେ ମାଛ ଖେଳୁଥିବା କୁହାଯାଉଛି।…
ଘରକୁ ଫେରିଲେ ଟିଆର୍ଏସ୍ କର୍ମୀଙ୍କ ମାଡରେ ଆହତ ହୋଇଥିବା ବନ ଅଧିକାରୀ ଅନିଥା
ହାଇଦ୍ରାବାଦ,୨।୭: ତେଲେଙ୍ଗାନାର କୋମରାମ ଭିମ ଆସିଫାବାଦରେ ଗତ ଜୁନ୍ ୨୯ରେ ଟିଆର୍ଏସ୍ କର୍ମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ ହାଇଦ୍ରାବାଦର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବନ ଅଧିକାରୀ ସି ଅନିଥା ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଜୁନ୍ ୨୯ରେ…
ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ: ଅମ୍ବାଲା ଏୟାର୍ ବେସ୍ରେ ହେବ ମୁତୟନ
ନୂଆଦିଲ୍ଲୀ,୨।୭: ଭାରତକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରାଫାଲ ଯୁଦ୍ଧ ବିମାନ ମିଳିବାର ସମ୍ଭାବନା ରହିଛି। ଏନେଇ ଫ୍ରାନ୍ସ୍ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଭାରତୀୟ ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ଏହାର ପରୀକ୍ଷଣ କରାଯିବ। ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭…
ଆକାଶ ବିଜୟବର୍ଗୀୟ ମାମଲା: ମୁହଁ ଖୋଲିଲେ ମୋଦି
ନୂଆଦିଲ୍ଲୀ,୨।୭: ମଧ୍ୟପ୍ରଦେଶ ନିଗମକର୍ମୀଙ୍କୁ ମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁହଁ ଖୋଲିଛନ୍ତି। ସଂସଦୀୟ ଦଳ ବୈଠକରେ କାହାର ନାମ ନ ନେଇ ସେ କହିଛନ୍ତି ଏପରି ବ୍ୟକ୍ତିଙ୍କୁ ଦଳରୁ ବାହାର କରିଦେବା ଆବଶ୍ୟକ। ତାଙ୍କର ଦଳରେ କୌଣସି ସ୍ଥାନ…
ବିବାହ ନିମନ୍ତ୍ରଣ କାର୍ଡରେ ନିଶା ନିବାରଣ ପାଇଁ ସଚେତନତା ବାର୍ତ୍ତା
ଜୟପୁର,୨।୭: ନିଶା ନିବାରଣ ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦେଶରେ ନାନା ଅଭିଯାନ ଜାରି ରହିଛି। ତେବେ ରାଜସ୍ଥାନର ଭିୟାଡ୍ ଗାଁ ଏହି କ୍ଷେତ୍ରରେ ସଫଳତା ହାସଲ କରିଛି। ଗାଁରେ ନିଶା ଦ୍ରବ୍ୟ ବ୍ୟବହାର ଉପରେ କଡ଼ା କଟକଣା…
ଦନ୍ତଓ୍ବାଡା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀଙ୍କ ବାର୍ତ୍ତା ପଢିଲେ ପିଲା
ଦନ୍ତଓ୍ବାଡା,୨।୭: ଛତିଶଗଡ଼ର ଦନ୍ତଓ୍ବାଡାରେ ଥିବା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀମାନେ ଲେଖିଥିବା ବାର୍ତ୍ତାକୁ ପିଲାମାନେ ପଢୁଛନ୍ତି। ତାହା ପୁଣି ଲୁଚାଇ ଛପାଇ ନୁହେଁ ବରଂ ବଡ ପାଟିରେ ଏହା ପିଲା ପଢୁଥିଲେ ବି ଶିକ୍ଷକ ଏହାକୁ ଆକଟ କରୁ ନାହାଁନ୍ତି। ସୂଚନାଯୋଗ୍ୟ,…
ଅନ୍ତିମ ସଂସ୍କାର ପରେ ହେବନି ଶ୍ରାଦ୍ଧ ଭୋଜି: ଅମାନ୍ୟ କଲେ ହେବେ ବାସନ୍ଦ
ଜୟପୁର,୨।୭: ସମାଜରେ ପ୍ରଚଳିତ ଅନ୍ତିମ ସଂସ୍କାର ପରବର୍ତ୍ତୀ ଶ୍ରାଦ୍ଧ ଭୋଜିକୁ ରାଜସ୍ଥାନର ଅକେଲା ଗାଁର ରାଜପୁତ ସମାଜ ରୋକ ଲଗାଇଛନ୍ତି। ଏହାଦ୍ୱାରା କେତେକଙ୍କ ଆର୍ଥିକ ସ୍ଥିତି ଖରାପ ହେଉଥିବା ରାଜପୁତ ସମାଜ କହିଛି। ଏପରି କୁସଂସ୍କାର ତାଙ୍କ ଗାଁରେ ଏଣିକି କରାଯିବ…
ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି
ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା କରିଛି ଜେଡିୟୁ। ଦଳର ଗୋଟିଏ ପରେ ଗୋଟିଏ ନେତା ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।…
Archives


