ଜାତୀୟ

ତୃତୀୟଥର ମାଉଣ୍ଟ ଏଭରେଷ୍ଟ ଆରୋହଣ କଲେ ଏହି ପର୍ବତାରୋହୀ

ହିସାର,୨୨।୫: ଆଧୁନିକ ଯୁଗରେ ଝିଅମାନେ ସବୁକ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇଛନ୍ତି। ଏହି କ୍ରମରେ ଯେଉଁଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଥାଏ, ସେହି ସ୍ଥାନ ଅର୍ଥାତ୍‌ ବିଶ୍ୱର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଛନ୍ତି ଦେଶର ଏହି ସାହସୀ ଝିଅ। ଆମେ…

ଭାରତର ନିର୍ବାଚନ ଫଳାଫଳକୁ ନେଇ ପାକିସ୍ତାନର ବଢୁଛି ଚିନ୍ତା

ନୂଆଦିଲ୍ଲୀ, ୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ମେ ୨୩ ଘୋଷଣା ହେବ। ଏହାକୁ ଦେଶରେ ଯେତିକି ଚର୍ଚ୍ଚା, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଚାଲିଛି ତର୍କ ବିତକର୍କ। କିଏ ହେବ ଭାରତର ପ୍ରଧାନମନ୍ତ୍ରୀ ଏନେଇ ପାକିସ୍ତାନ ଗଣମାଧ୍ୟମରେ ଚାଲିଛି ଆଲୋଚନା।…

ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା: ଯୁବକଙ୍କୁ ହରାଇବାକୁ ପଡ଼ିଲା ନିଜର ଗୁପ୍ତାଙ୍ଗ

ସାହଜାହଁ।ପୁର,୨୨।୫: ଉତ୍ତରପ୍ରଦେଶ ସାହଜହଁ।ପୁରରେ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା କିନ୍ନରଙ୍କ ସହ ବନ୍ଧୁତା କରିବା। କିନ୍ନରମାନେ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଉକ୍ତ ସହରର ୨୦ ବର୍ଷୀୟ ଯୁବକ…

୭ ଗାଈଙ୍କୁ ବଳାତ୍କାର କରି ଜେଲରେ ଅଭିଯୁକ୍ତ

ଅଯୋଧ୍ୟା, ୨୨।୫: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଥିବା ଏକ ଗୋଶାଳାରେ ୭ ଗାଈଙ୍କୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, କରତାଲିଆ ଗୋଶାଳାରେ ରାଜ କୁମାର ନାମକ ଜଣେ ଯୁବକ…

କଂଗ୍ରେସକର୍ମୀଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ପରାମର୍ଶ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀଙ୍କୁ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ କହିଛନ୍ତି। ଏକ୍‌ଜିଟ୍‌ ପୋଲ୍‌ ଉପରେ ବିଶ୍ୱାସ ନ କରି ନିଜ ଉପରେ ଭରସା…

ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..

ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି ସ୍ବାମୀ। ଏକଥା ଜାଣିବା ପରେ ସ୍ତ୍ରୀ ରାଗିଯାଇ ସ୍ବାମୀଙ୍କ ମୁଣ୍ଡକୁ କ୍ରିକେଟ ବ୍ୟାଟରେ ପିଟି…

କଂଗ୍ରେସ ଏକ୍‌ଜିଟ୍‌ ପୋଲ୍‌: ଏନ୍‌ଡିଏ ଆଗରେ

ନୂଆଦିଲ୍ଲୀ,୨୨।୫: ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିବାବେଳେ ଏଥିରେ ଏନଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ଅନୁମାନ କରାଯାଇଛି। ତେବେ ଖୋଦ୍‌ କଂଗ୍ରେଦ ଦଳ ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ରେ  ୟୁପିଏ ମେଣ୍ଟ ୧୯୫ ଆସନ ଦଖଲ…

୭୮ଟି ଲୋକ ସଭା ଆସନ ହାର୍‌ଜିତ୍‌ରେ ଗ୍ରହଣ କରିବ ନିର୍ଣ୍ଣାୟକ ଭୂମିକା

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ତେବେ ଫଳ ପ୍ରକାଶ ପୂର୍ବରୁ ହାର୍‌ଜିତ୍‌ ନେଇ ଅଙ୍କକଷା ଜୋର୍‌ ଧରିଛି। ଚଳିତ ନିର୍ବାଚନରେ ୭୮ଟି ଲୋକ ସଭା ଆସନ ଏନଡିଏ ଏବଂ ୟୁପିଏ ହାର୍‌ଜିତ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ…

ବିପକ୍ଷଙ୍କୁ ନିର୍ବାଚନ କମିଶନଙ୍କ ଝଟ୍‌କା: ଭିଭିପାଟ୍‌ ଭୋଟ ଗଣତିରେ ହେବନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୨।୫: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ବିପକ୍ଷ ଦଳଙ୍କୁ ବୁଧବାର ଝଟ୍‌କା ଲାଗିଛି। ବିପକ୍ଷନେତା ମାନେ ଭିଭିପାଟ୍‌ ଏବଂ ଭୋଟର ତାଲିକା କାଗଜ ଟୁକୁଡା ମିଳାଇବା କାର୍ଯ୍ୟ ୫୦ ପ୍ରତିଶତ ହେବ ବୋଲି ଦାବି କରିଥିଲେ। ତେବେ ନିର୍ବାଚନ କମିଶନ ଏହା…

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି ଭୟରେ ନିଜକୁ ଗୁଳି ମାରିଛନ୍ତି। ସୂଚନାଯୋଗ୍ୟ, ଅଲ୍ଲାପୁରରେ ରହୁଥିବା ରଣବୀର ସିଂହଙ୍କ ଜଣେ ଠିକାଦାର।…

ଜମ୍ମୁ-କଶ୍ମୀରରେ ଆଇଇଡି ବିସ୍ଫୋରଣ: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୨୨।୫: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଆଇଇଡି ବିସ୍ଫୋରଣରେ ବୁଧବାର ଜଣେ ଜବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ମେଣ୍ଢର ଅଞ୍ଚଳରେ ଏଭଳି ହୋଇଥିବା ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ପ୍ରକାଶ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି।

ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ

ଜଳନ୍ଧର, ୨୨।୫:  ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ  ମନ୍ତ୍ରୀ ଥିବା ସିଦ୍ଧୁଙ୍କ ଅଡୁଆ ପୁଣି ବଢିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri