ଗାୟିକା ଶିବଶ୍ରୀ ସ୍କନ୍ଦପ୍ରସାଦ କିଏ? ଯାହାଙ୍କୁ ବିବାହ କଲେ ଭାଜପା ଏମପି ତେଜସ୍ୱୀ ସୂରିୟା
ବେଙ୍ଗାଲୁରୁ,୬।୩: ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ତେଜସ୍ୱୀ ସୂରିୟା ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିଛନ୍ତି। ଗତ କିଛି ଦିନ ଧରି ତେଜସ୍ୱୀ ସୂରିୟାଙ୍କ ବିବାହ ଖବର ଶିରୋନାମାରେ ଥିଲା। ତେଜସ୍ୱୀ ଏବଂ…
ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବଡ଼ ଗୁମର ଖୋଲିଦେଲେ IIT BABA! କହିଲେ ତାଙ୍କ ଆଶ୍ରମରେ ହେଉଛି…
ନୂଆଦିଲ୍ଲୀ,୬।୩: IIT BABA (ଅଭୟ ସିଂହ) ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ପୂର୍ବରୁ ଆଇଆଇଟି ବାବାଙ୍କୁ ଜୟପୁର ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ଖୁବ ଶୀଘ୍ର ତାଙ୍କୁ ଜାମିନ ମିଳି ଯାଇଥିଲା। ଏବେ ସୋସିଆଲ ମିଡିଆରେ IIT BABA ଟ୍ରେଣ୍ଡ…
ଆସିଲା ଖୁସି ଖବର, ଏତେ କମିଯିବ ପେଟ୍ରୋଲ ଦର!
ନୂଆଦିଲ୍ଲୀ,୬।୩: ଭାରତରେ ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇପାରେ। ଏହାର ଏକ କାରଣ ହେଉଛି ଉପସାଗରୀୟ ଦେଶ ଏବଂ ଆମେରିକାରୁ ଭଲ ଖବର ଆସିଛି। ପ୍ରକୃତରେ, ଉପସାଗରୀୟ ଦେଶଗୁଡ଼ିକରେ ଅଶୋଧିତ ତୈଳର ମୂଲ୍ୟ ଲଗାତାର ତୃତୀୟ ଦିନ…
Pakistan hits Gold mine: ଧନୀ ହୋଇଗଲା କାଙ୍ଗାଳ ପାକିସ୍ତାନ! ମିଳିଲା ୮୦ହଜାର କୋଟି ଟଙ୍କାର ସୁନା ଖଣି, ଭାରତ ସହ ଅଛି ବଡ଼ ଲିଙ୍କ୍
ଇସଲାମବାଦ,୬।୩: କାଙ୍ଗାଳରୁ ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି…
ସ୍ବପ୍ନରେ ସ୍ତ୍ରୀ ମୋ ରକ୍ତ ପିଉଥିଲେ
ଲକ୍ଷ୍ନୌ,୬।୩ଅଫିସରରେ ବିଳମ୍ବରେ ପହଞ୍ଚତ୍ବା ସମ୍ପର୍କରେ ଜଣେ କନ୍ଷ୍ଟେବଲ୍ ସ୍ପଷ୍ଟୀକରଣରେ ବିଚିତ୍ର ଉତ୍ତର ଦେଇଛନ୍ତି। ସ୍ବପ୍ନରେ ସ୍ତ୍ରୀ ତାଙ୍କ ରକ୍ତ ପିଉଥିବା କାରଣରୁ ସେ ରାତିରେ ଶୋଇପାରି ନ ଥିଲେ ବୋଲି ଉତ୍ତରପ୍ରଦେଶ ଅର୍ଦ୍ଧସାମରିକ ବାହିନୀ ପ୍ରାଦେଶିକ ସଶସ୍ତ୍ର କନ୍ଷ୍ଟେବୁଲାରି (ପିଏସି)ର କନ୍ଷ୍ଟେବଲ୍…
Ranya Rao: ସୁନା ସ୍ମଗ୍ଲିଂ: କନ୍ନଡ଼ ଅଭିନେତ୍ରୀ ଗିରଫ
ବେଙ୍ଗାଲୁରୁ(କର୍ନାଟକ),୬।୩: ଦୁବାଇରୁ ସୁନା ସ୍ମଗ୍ଲିଂ କରି ଆଣୁଥିବାବେଳେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଗତ ସୋମବାର ଡାଇରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ହାତରେ ଧରାପଡ଼ି ଗିରଫ ହୋଇଛନ୍ତି କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ(୩୨)। ବେଙ୍ଗାଲୁରୁସ୍ଥିତ ରାନ୍ୟାଙ୍କ ଘରେ ବୁଧବାର ଚଢ଼ାଉ ସମୟରେ…
ଦୁଷ୍ଟ ଶାସକ ଔରଙ୍ଗଜେବଙ୍କ କବର ଉପରେ ବୁଲ୍ଡୋଜର ଚଢ଼ାଇ ଦିଆଯାଉ…ରାମଭଦ୍ରାଚାର୍ଯ୍ୟଙ୍କ ଦାବି
ନୂଆଦିଲ୍ଲୀ,୫।୩: ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଧାର୍ମିକ ନେତା ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବକ୍ତବ୍ୟକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ତୁଳସୀ ପୀଠର ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଏକ…
ଲମ୍ବା ସମୟ ଲିଭ୍-ଇନ୍ ରିଲେସନଶିପରେ ଥିଲେ ମହିଳା ବଳାତ୍କାର ଦାବି କରିପାରିବେ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫ା୩: ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଲମ୍ବା ସମୟ ଲିଭ୍-ଇନ୍ ସମ୍ପର୍କରେ ଥିବା ଜଣେ ମହିଳା ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିବା ଦାବି କରିପାରିବେ ନାହିଁ ଯାହା ଦ୍ୱାରା ତାଙ୍କ ସାଥୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ…
କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ: ହାଇକୋର୍ଟ
ନୂଆଦିଲ୍ଲୀ,୫ା୩: ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ, ‘ସମସ୍ତ ଭକ୍ତଙ୍କ ଦ୍ୱାରା ପରିଚାଳିତ’ ହୋଇପାରିବ। ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ମାଡ୍ରାସ ହାଇକୋର୍ଟ ଏହା କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛି ଯେ…
IAS ଅଧିକାରୀମାନେ IPS, IFS ଅଧିକାରୀଙ୍କ ଉପରେ ଶ୍ରେଷ୍ଠତା ଦେଖାଇବାକୁ ଚାହାଁନ୍ତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫ା୩: ସୁପ୍ରିମ କୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରି କହିଛନ୍ତି ଯେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀମାନେ ପ୍ରାୟତଃ ଭାରତୀୟ ପୋଲିସ ସେବା (ଆଇପିଏସ) ଏବଂ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀଙ୍କ ଉପରେ ନିଜର ଶ୍ରେଷ୍ଠତା ଜାହିର…
ପୁଣି ଫେରିଲା Cold (Drink) War, ICC ଚାମ୍ପିଅନ୍ସ ଟ୍ରଫିରେ ହେଲେ ମୁହାଁମୁହିଁ
ନୂଆଦିଲ୍ଲୀ,୫।୩:ଦୀର୍ଘବର୍ଷ ଧରି ଜାରି ରହିଥିବା କୋଲ୍ଡ ଡ୍ରିଙ୍କ୍ ଓ୍ବାର ଚଳିତ ବର୍ଷ ବିଜ୍ଞାପନ ଯୁଦ୍ଧରେ ପରିଣତ ହୋଇଛି। କୋକା-କୋଲା ଏବଂ ପେପ୍ସିକୋ ମଧ୍ୟରେ ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱିତା ଏହି ବର୍ଷ ପୁଣି ମୁଣ୍ଡ ଟେକିଛି। ପେପ୍ସିକୋ ଇଣ୍ଡିଆ ନିକଟରେ ଏହାର “Anytime is…
ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ
ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍ ହେବାର ନାଁ ନେଉନାହିଁ। ଏହାପରଠାରୁ ଲଗାତାର ଭାବେ ବିଧାୟକ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଏବେ ତାଙ୍କ ପୁଅ ଏବଂ…
Archives


