ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା
ଜାମ୍ନଗର,୨୧।୪: ଏକ ନିର୍ବାଚନୀ ସଭାରେ ଜଣେ ବ୍ୟକ୍ତି ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ହାର୍ଦ୍ଦିକ ତାଙ୍କ ଜୀବନପ୍ରତି ବିପଦଥିବା ସୂଚିତ କରି ସ୍ଥାନୀୟ ଏସ୍ପିଙ୍କୁ ଚିଠି ଲେଖିଛନ୍ତି। ତାଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି। ବାରମ୍ବାର…
ଭାଜପାର ଏହି ବାହୁବଳୀ ପ୍ରାର୍ଥୀଙ୍କ ନାଁରେ ଥିବା ଆପରାଧିକ ମାମଲାର ବିବରଣୀ ଦେବାକୁ ଲାଗିଲା ୪ପୃଷ୍ଠା କାଗଜ
ଥିରୁଭାନନ୍ତପୁରମ,୨୧।୪: କେରଳର ପାଥନମଥିଟ୍ଟା ଲୋକ ସଭା ଆସନରୁ ଏଥର ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି କେ. ସୁରେନ୍ଦ୍ରନ୍। ତାଙ୍କ ନାଁରେ ୨୪୨ ମାମଲା ଥିବା ଜଣାପଡିଛି। କେବଳ ସାବରିମାଳା ସମ୍ବନ୍ଧିତ ୨୨୨ଟି ମାମଲା ତାଙ୍କ ନାଁରେ ରହିଥିବା କୁହାଯାଉଛି।…
ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ
ବିଜାପୁର,୨୧।୪: ଛତିଶଗଡ଼ ପୋଲିସ ଓ ଗ୍ରେହାଉଣ୍ଡ ଫୋର୍ସଙ୍କ ମିଳିତ ଉଦ୍ୟମରେ ବିଜାପୁରରେ ହୋଇଥିବା ଅପରେଶନରେ ରବିବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାମେଦ ଗାଁରେ ଅପରେଶନ ଚାଲିଥିବା ବେଳେ ଏଠାରେ ଥିବା ଏହି ମାଓବାଦୀଙ୍କୁ ଟାର୍ଗେଟ କରାଯାଇଥିବା କହିଛନ୍ତି…
ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ
ମୁମ୍ବାଇ,୨୧।୪: ଫିଲ୍ମ ‘କାମସୂତ୍ର ୩ଡି’ରେ କାମ କରିଥିବା ଅଭିନେତ୍ରୀ ସାଇରା ଖାଁଙ୍କ ପରଲୋକ ହୋଇଛି। ଶୁକ୍ରବାର ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏକ ରୁଢିବାଦୀ ମୁସଲିମ୍ ପରିବାରୁ ଆସି କାମସୂତ୍ର ଭଳି ଫିଲ୍ମରେ ଅଭିନୟ…
ଯୌତୁକ ପାଇଁ ଶିବାଙ୍ଗୀ ଫେରାଇ ଦେଇଥିଲେ ବରଯାତ୍ରୀ: ଏବେ ବିବାହ ପାଇଁ ଯୁବକଙ୍କ ଲମ୍ବା ଲାଇନ୍
ଗ୍ବାଲିୟର,୨୧।୪: କିଛି ମାସ ତଳେ ଯୌତୁକ ପାଇଁ ମଧ୍ୟପ୍ରଦେଶ ଗ୍ବାଲିୟରର ଶିବାଙ୍ଗୀ ତାଙ୍କ ଘରକୁ ଆସିଥିବା ବରଯାତ୍ରୀଙ୍କୁ ଫେରାଇ ଦେଇଥିଲେ। ଏହା ପରେ ଶିବାଙ୍ଗୀ ନିଜ କ୍ୟାରିଅର ପାଇଁ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଛନ୍ତି। ତେବେ ଶିବାଙ୍ଗୀଙ୍କ ବିଷୟରେ ସୋସିଆଲ୍…
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ଓ୍ବେରେ ଦୁର୍ଘଟଣା: ୭ ମୃତ, ୩୪ ଆହତ
ମୈନପୁରି,୨୧।୪: ଉତ୍ତର ପ୍ରଦେଶର ମୈନିପୁରିଠାରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଭୋର ସମୟରେ ଟ୍ରକ ସହ ଏକ ବସ୍ ଧକ୍କା ହେବା ଫଳରେ ଏଥିରେ ଅତିକମ୍ରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବସ୍ଟି…
କଂଗ୍ରେସକୁ ଭୋଟ ଦେବାକୁ ଭଗବାନ ରଘୁନାଥଙ୍କ ରାଣ ପକାଇଲେ କୁଲ୍ଲୁ ବିଧାୟକ
କୁଲ୍ଲୁ,୨୧।୪: ଲୋକ ସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାନା ପ୍ରକାର ବିବାଦୀୟ ମନ୍ତବ୍ୟ ଜାରି ରହିଛି। ଏହି ମର୍ମରେ ହିମାଚଳପ୍ରଦେଶ କୁଲ୍ଲୁର ବିଧାୟକ ଆଶ୍ରୟ ଶର୍ମା ସ୍ଥାନୀୟ ଆରାଧ୍ୟ ଦେବତା ରଘୁନାଥଙ୍କ ସାହାରା ନେଇ ଭୋଟ ଭିକ୍ଷା…
ପରବର୍ତ୍ତି ନିର୍ବାଚନ ରାହୁଲ ପଡୋଶୀ ଦେଶରୁ ଲଢିବେ: ପିୟୁଷ ଗୋଏଲ
ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଲୋକ ସଭା ନିର୍ବାଚନ ପାଇଁ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ସେ ୨ଟି ଯାକ ଆସନରେ ହାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ପିୟୁଷ ଗୋଏଲ। ସେ କହିଛନ୍ତି,…
ହାର୍ଦ୍ଦିକ ପଟେଲଙ୍କ ସଭାସ୍ଥଳରେ ହେଲା ଚୌକି ବର୍ଷା
ଅହମ୍ମଦାବାଦ,୨୧।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ମାଡ ମାରିବା ଘଟଣାକୁ ୨ଦିନ ନ ପୁରୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅହମ୍ମଦାବାଦରେ ହାର୍ଦ୍ଦିକ ଶନିବାର ଏକ ଜନସଭାକୁ ଉଦ୍ବୋଧନ ଦେବା ସମୟରେ କର୍ମୀଙ୍କ ମଧ୍ୟରେ ହୋଇଛି ମାରପିଟ। ଏଥିରେ ଅଧିକାଂଶ…
ଫ୍ଲାଇଙ୍ଗ୍ ସ୍କ୍ବାଡ୍ ପକ୍ଷରୁ ଚଢ଼ାଉ: ଟାୟାର ଭିତରୁ ମିଳିଲା ୨କୋଟି ୪୦ ଲକ୍ଷର ବଣ୍ଡଲ
ବେଙ୍ଗାଲୁର୍,୨୧।୪: ଲୋକ ସଭା ନିର୍ବାଚନ ପାଇଁ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ପକ୍ଷରୁ ଚଢ଼ାଉ ଜାରି ରହିଛି। କର୍ନାଟକ ଶିମୋଗା ଜିଲାରେ ଏକ ଟାୟାର ଭିତରୁ ୨ କୋଟି ୪୦ ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ବଣ୍ଡଲ ଜବତ ହୋଇଛି। ଏହି ମାମଲାରେ ଜଣେ…
ଏହି ଗାଁରେ ହୁଏନାହିଁ ନିର୍ବାଚନ ପ୍ରଚାର: ମତଦାନ ୯୬ ପ୍ରତିଶତ
ରାଜକୋଟ,୨୧।୪: ଗୁଜରାଟ ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ସବୁଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ଗାଁରେ ପ୍ରଚାର କରାଗଲେ ପରିବେଶ…
ବାବରି ମସଜିଦ୍ ପ୍ରସଙ୍ଗରେ ପ୍ରଜ୍ଞା ଦେଲେ ବିବାଦୀୟ ମନ୍ତବ୍ୟ: ପୁଣି ଇସି ଜାରି କଲେ ନୋଟିସ୍
ଭୋପାଳ, ୨୧।୪: ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ନିର୍ବାଚନ କମିଶନ(ଇସି)ପୁଣି ଥରେ…
Archives


