ନୋଟିସ୍ର ଜବାବ ପରେ ସାଧ୍ୱୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଅମିତ ଶାହା
ନୂଆଦିଲ୍ଲୀ,୧୭।୫: ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ…
ଛାତ୍ରୀଙ୍କୁ ୧୬୮ ଚାପୁଡ଼ା ମାରି ଜେଲ୍ ଗଲେ ଶିକ୍ଷକ
ଝାବୁଆ,୧୭।୫: ସରକାର ସମସ୍ତ ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ମଧ୍ୟପ୍ରଦେଶର ଝାବୁଆ ଜିଲାର ଥାନ୍ଦଲା ଅଞ୍ଚଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ସହପାଠୀଙ୍କ ଦ୍ୱାରା…
ଲୋକ ସଭା ନିର୍ବାଚନର ଶେଷ ପ୍ରଚାରରେ ମୋଦି କହିଲେ ଏଥର ଭାଜପାକୁ ମିଳିବ ୩ଶହରୁ ଊର୍ଦ୍ଧ୍ୱ ଆସନ
ଖରଗୋନ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶର ଖରଗୋନରେ ୨୦୧୯ର ଶେଷ ଲୋକ ସଭା ନିର୍ବାଚନର ପ୍ରଚାର କରିଛନ୍ତି। ଏଠାରେ ସେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ମୋଦି କହିଛନ୍ତି କଶ୍ମୀରଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ସବୁଠି ଶୁଣିବାକୁ ମିଳୁଛି ‘ଅବକି…
ମତ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା: ପିଏମ୍ ପଦ ପାଇଁ ଦେଶର ସବୁଠୁ ବଡ଼ ଦଳକୁ ମିଳୁ ସୁଯୋଗ
ନୂଆଦିଲ୍ଲୀ,୧୭।୫: ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେଇଥିବା ବୟାନକୁ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍। ଗୁରୁବାର କେନ୍ଦ୍ରରୁ ଏନଡିଏକୁ ହଟାଇବା ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦକୁ ‘ତ୍ୟାଗ’ କରିପାରିବ ବୋଲି ସେ କହିଥିଲେ। ତାଙ୍କ ଲକ୍ଷ୍ୟ…
ମୁଖ ଦୁର୍ଗନ୍ଧ ବି ହୋଇପାରେ ଡାଏବେଟିସ୍ର ଲକ୍ଷଣ
ପାଟି ଦୁର୍ଗନ୍ଧ ହେବା ସମସ୍ୟା ଡାଏବେଟିସ୍ର ଅନ୍ୟ ଏକ ଲକ୍ଷଣ ହୋଇପାରେ। କୌଣସି ବ୍ୟକ୍ତିଙ୍କୁ ଡାଏବିଟିସ୍ ଗ୍ରାସ କଲେ ପ୍ରଥମେ ରକ୍ତଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଥାଏ। ଏହାଦ୍ୱାରା ଦାନ୍ତ ମାଢ଼ି ଦୁର୍ବଳ ହୋଇଯାଏ। ଫଳରେ ଦାନ୍ତ ମଧ୍ୟରେ ଶୂନ୍ୟସ୍ଥାନ ପରିଲକ୍ଷିତ ହୋଇଥାଏ।…
ମୋଦି ବିଶ୍ୱର ସବୁଠୁ ବଡ ଅଭିନେତା: ପ୍ରିୟଙ୍କା
ଲକ୍ଷ୍ନୌ, ୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି ଓ ରୋଡ ଶୋ’ ଚାଲିଛି। ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର…
ଗଡସେ-କସାବଙ୍କୁ ରାଜୀବଙ୍କ ସହ ତୁଳନା କଲେ ଭାଜପା ନେତା
ନୂଆଦିଲ୍ଲୀ,୧୭।୫: ଭୋପାଳର ଭାଜପା ନେତ୍ରୀ ପ୍ରଜ୍ଞା ସିଂ ଠାକୁର ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ। ଏବେ କର୍ନାଟକର ଭାଜପା ସାଂସଦ ନଳିନୀ କୁମାର କାଟିଲ ଏହି ମାମଲାରେ ପୂର୍ବତନ…
ଗଡସେଙ୍କ ମନ୍ତବ୍ୟ ଉପରେ ୧୦ ଦିନ ମଧ୍ୟରେ ୩ ଭାଜପା ନେତାଙ୍କଠାରୁ ଜବାବ ମାଗିଲେ ଶାହ
ନୂଆଦିଲ୍ଲୀ,୧୭।୫: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ରାଜନେତା କମଲ ହାସନଙ୍କ ବିବାଦୀୟ ବୟାନ ପରେ ରାଜନୀତି ହୋଇଛି ସରଗରମ। କମଲ ହାସନ ଗଡସେଙ୍କୁ ହିନ୍ଦୁ ଆତଙ୍କବାଦୀ କହିବା ପରେ ଭାଜପା ନେତ୍ରୀ ସାଧ୍ୱୀ ପ୍ରଜ୍ଞା ଠାକୁର କହିଥିଲେ ଗଡସେ…
‘ମୋଦି ସ୍ତ୍ରୀଙ୍କ କଥା ଛାଡି ପ୍ରଥମେ ମାୟାବତୀ ନିଜେ ବିବାହ କରନ୍ତୁ’
ନୂଆଦିଲ୍ଲୀ, ୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାହକୁ ନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଦେଇଥିବା ମନ୍ତବ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବାଲେ। ସେ କହିଛନ୍ତି, ମୋଦି ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ଟିପ୍ପଣୀ କରୁଛନ୍ତି ମାୟାବତୀ,…
ଆଇପିଏସ୍ ରାଜୀବ କୁମାରଙ୍କୁ ଶକ୍ତ ଧକ୍କା
ନୂଆଦିଲ୍ଲୀ,୧୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଥିବା ତଥା କୋଲକତା ପୋଲିସର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଶକ୍ତ ଧକ୍କା ଲାଗିଛି। ସାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ରାଜୀବଙ୍କ ଉପରେ ଥିବା ଗିରଫଦାରି ସୁରକ୍ଷା…
କୁମାରୀତ୍ୱ ପରୀକ୍ଷା ପାଇଁ ମନା କରିବାରୁ ସମାଜରୁ ବାସନ୍ଦ ହେଲେ ଯୁବତୀ
ପୁଣେ, ୧୭।୫: ମହାରାଷ୍ଟ୍ରର ଥାନେ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ପୂର୍ବରୁ କୁମାରୀତ୍ୱ ପରୀକ୍ଷାକୁ କରିବାକୁ ବିରୋଧ କରିବାକୁ ଜଣେ ଯୁବତୀଙ୍କୁ ସମାଜରୁ ବାସନ୍ଦ ହେବାକୁ ପଡିଛି। ଫଳରେ ସେ ପୋଲିସର ସହାୟତା ପାଇଁ ଥାନାରେ ପହଞ୍ଚିଛନ୍ତି।…
ବିଷ ପିଇଥିବା ମହିଳାଙ୍କ ପାଟିରୁ ବାହାରିଲା ନିଆଁ: ଆଶ୍ଚର୍ଯ୍ୟ ହେଲେ ଡାକ୍ତର
ଆଲିଗଡ଼,୧୭।୫: ଆଲିଗଡ ମୁସଲିମ ୟୁନିଭର୍ସିିଟିର ଜେଏନ୍ ମେଡିକାଲ କଲେଜରେ ଗତ ବୁଧବାର ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଜଣେ ମହିଳା ବିଷ ପିଇ ଦେଇଥିବାରୁ ତାଙ୍କୁ ଉକ୍ତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ମହିଳାଙ୍କ ନାକରେ…
Archives


