ଜାତୀୟ

ପିଆଜ ରପ୍ତାନୀ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ ଆକାଶ ଛୁଇଁ ହୋଇଛି। ପିଆଜ ଦର କିଲୋ ପିଛା ୮୦ ଟଙ୍କାରେ ପହଞ୍ଚିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରବିବାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ବିଭାଗ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯୋଗୁ ଯାଇଛି ୪୧ ହଜାର ୮ଶହରୁ ଅଧିକ ଜୀବନ: ଶାହ

ନୂଆଦିଲ୍ଲୀ,୨୯।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିିତି ସ୍ବାଭାବିକ ହେବାରେ ଲାଗିଛି। ଏଠାରେ ଟେଲିଫୋନ୍‌ ସେବା ବାଧାପ୍ରାପ୍ତ ହେବାକୁ ମାନବାଧିକାରର ଉଲ୍ଲଂଘନ ବୋଲି କହୁଥିବା ବିରୋଧୀ ଆତଙ୍କବାଦକୁ ପ୍ରଶୟ ଦେଉଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଦିଲ୍ଲୀର ଏକ…

୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର କରୁଥିବା ଚର୍‌ଖା ଆଜି ବି ଐତିହାସିକ ହୋଇ ରହିଛି। ମଧ୍ୟପ୍ରଦେଶର ନରସିଂହପୁରରେ ଏକ ସ୍କୁଲରେ…

ନାଳନ୍ଦା ମେଡିକାଲ କଲେଜ ଓ୍ବାର୍ଡରେ ଆଣ୍ଠୁଏ ପାଣି

ପାଟନା,୨୯।୯: ବିହାରରେ ପ୍ରବଳ ବର୍ଷାଯୋଗୁ ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାରଠାରୁ ଲଗାତାର ବର୍ଷା ଲାଗି ରହିଛି। ଫଳରେ ଏଠାରେ ଥିବା ନାଳନ୍ଦା ମେଡିକାଲ କଲେଜ ଓ୍ବାର୍ଡରେ ଆଣ୍ଠୁଏ ଉପରକୁ ପାଣି ଭର୍ତ୍ତି ହୋଇ ରହିଛି। ଏହି ଅଞ୍ଚଳରେ ବିହାରର…

ପିଆଜ ରପ୍ତାନୀ ଉପରେ ରୋକ: ଦାମ୍‌ ନିୟନ୍ତ୍ରଣ ପାଇଁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍‌

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି। ଏପରି କରି ପିଆଜ ଦାମ୍‌ ନିୟନ୍ତ୍ରଣ କରିବା ଲାଗି ସରକାର ମାଷ୍ଟର ଷ୍ଟ୍ରୋକ୍‌ ମାରିଥିବା…

ଗୌତମ ଗମ୍ଭୀରଙ୍କ ନାମରେ ଠକେଇ ଅଭିଯୋଗ: ଚାର୍ଜଶିଟ୍‌ ଦାଖଲ

ନୂଆଦିଲ୍ଲୀ,୨୯।୯: ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ନାମରେ ଏକ ଠକେଇ ଅଭିଯୋଗ ହୋଇଛି। ଏନେଇ ଚାର୍ଜଶିଟ୍‌ ସାକେତ୍‌ କୋର୍ଟରେ ଦାଖଲ ହୋଇଛି। ୫୦ ଜଣ ଲୋକ ଅଭିଯୋଗ କରିଛନ୍ତି ଯେ, ସେମାନେ ୨୦୧୧ରେ ଗାଜିଆବାଦ୍‌ର ଇନ୍ଦିରାପୁରମ୍‌ରେ ଫ୍ଲାଟ୍‌…

ବିହାରରେ ପ୍ରବଳ ବନ୍ୟା, ୧୦ ମୃତ୍ୟୁ, ୧୩ ଟ୍ରେନ ବାତିଲ

ପାଟନା,୨୯।୯: ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୧୫ଟି ଜିଲାରେ ହାଇଆଲର୍ଟ ଘୋଷଣା କରାଯାଇଛି। ବନ୍ୟାକୁ…

ମା’ ଚାମୁଣ୍ଡାଙ୍କ ଆଖିରୁ ବାହାରୁଛି ଲୁହ: ଭକ୍ତଙ୍କ ଜମୁଛି ଭିଡ

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ନିମଚ ଜିଲାର ବନ୍ୟା ପ୍ରଭାବିତ ଧାନମଣ୍ଡିରେ ଥିବା ମା’ ଚାମୁଣ୍ଡାଙ୍କ ଆଖିରୁ ଲୁହ ବାହାରୁଛି। ଏହାକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭକ୍ତଙ୍କ ଭିଡ ଜମିଛି। କିଛି ଭକ୍ତ ମା’ଙ୍କ…

ଖରସ୍ରୋତା ନଦୀରେ ଭାସିଗଲେ ବିଏସ୍‌ଏଫ୍‌ ଯବାନ: ଲୋଡ଼ାଗଲା ପାକିସ୍ତାନ ସହାୟତା

ଶ୍ରୀନଗର,୨୯।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଥିବା ଆର୍ନିଆ ସେକ୍ଟରରେ ଜଣେ ବିଏସ୍‌ଏଫ୍‌ ଯବାନ ଖରସ୍ରୋତା ନଦୀରେ ଭାସିଯାଇଛନ୍ତି। ୫୪ ବର୍ଷ ବୟସ୍କ ବିଏସ୍‌ଏଫ୍‌ ସବ୍‌ ଇନସ୍ପେକ୍ଟର ପରିତୋଷ ମଣ୍ଡଳ ଦୁଇ ସୁରକ୍ଷାକର୍ମୀଙ୍କ ସହିତ ପାଟ୍ରୋଲିଂ କରୁଥିବାବେଳେ ନଦୀରେ ଖସିପଡ଼ିଥିଲେ। ପରେ…

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର ଗର୍ଭବତୀ ବୋଲି ସୂଚନା ଦେଇଛନ୍ତି। ତାଙ୍କ ବୟଫ୍ରେଣ୍ଡ୍‌ ଗେ ହେର୍ସବର୍ଗ ଇସ୍ରାଏଲର ଜଣେ କ୍ଲାସିକାଲ…

ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ: ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ

ପଣଜୀ,୨୯।୯: ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ। ଏନେଇ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆରେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଚେତାବନୀ ପାକିସ୍ତାନକୁ ଦେଇଛନ୍ତି। ପାକିସ୍ତାନ ଭାରତରେ ଆତଙ୍କବାଦୀ…

ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମୋଦି ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ର ୪ର୍ଥ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ନବରାତ୍ର ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ସହିତ ଆଗକୁ ଆସୁଥିବା ଗରବା, ଦୁର୍ଗାପୂଜା,ଦୀପାବଳି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?