ଜାତୀୟ

ଆର୍ଥିକ ମାନ୍ଦାବସ୍ଥାକୁ ନେଇ ସରକାର ଚୁପ୍‌ ରହିବା ଦେଶ ପାଇଁ କ୍ଷତିକାରକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୫।୯: ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏଥର ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି ଦେଶର ଅର୍ଥନୀତି ଏବେ ମାନ୍ଦାବସ୍ଥା ଆଡକୁ ଗତି କରିଛି। ଆଉ ଏହାର ଜବାବ ନ ଦେଇ ସରକାର ଚୁପ୍‌…

୭୪ ବର୍ଷ ବୟସ୍କା ବୃଦ୍ଧା ଯାଆଁଳା ସନ୍ତାନଙ୍କୁ ଦେବେ ଜନ୍ମ

ବିଶାଖାପଟ୍ଟନମ୍‌,୫।୯: ଆଧୁନିକ ଚିକିତ୍ସା ବିଜ୍ଞାନ ଯୋଗୁ ଏବେ ଅସମ୍ଭବ ସମ୍ଭବ ହେବାରେ ଲାଗିଛି। ଏହା ଯୋଗୁ ସନ୍ତାନ ଇଛା ରଖିଥିବା ୭୪ ବର୍ଷ ବୟସ୍କା ଜଣେ ବୃଦ୍ଧା ଏବେ ଯାଆଁଳା ସନ୍ତାନଙ୍କ ମା’ ହେବାକୁ ଯାଉଛନ୍ତି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲାର…

ଦଳୀୟ ନେତାଙ୍କୁ ସାକ୍ଷାତ୍‌ କଲେ ମାୟାବତୀ

ଲକ୍ଷ୍ନୌ,୫।୯: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁଶ୍ରୀ ମାୟାବତୀ ଗୁରୁବାର ଦଳୀୟ ନେତାଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଆଗାମୀ ନିର୍ବାଚନକୁ ଲକ୍ଷ୍ୟ କରି ସେ ଏହି ସାକ୍ଷାତ୍‌କାର କାର୍ଯ୍ୟକ୍ରମର ଆୟୋଜନ କରିଥିବା ଜଣାପଡିଛି। ୧୩ଟି…

ଅଧିକ ଚାଲାଣ କାଟିବା ସରକାରଙ୍କ ଇଚ୍ଛା ନୁହେଁ: ଗଡକରୀ

ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସମସ୍ତେ ଚିନ୍ତିତ। କାରଣ ପୂର୍ବାପେକ୍ଷା ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଅଧିକ ଜରିମାନା ଦେବାକୁ ପଡୁଛି। ତେବେ ଏହାକୁ ନେଇ କେନ୍ଦ୍ର ସଡ଼କ ପରିବାହନ ମନ୍ତ୍ରୀ ନୀତୀନ ଗଡକରି ଗୁରୁବାର କହିଛନ୍ତି ସରକାରଙ୍କର…

ମାୟାନଗରୀରେ ବନ୍ୟା ବିତ୍ପାତ: ଫିକା ପଡ଼ିଲା ଗଣେଶ ପୂଜା

ମୁମ୍ବାଇ,୫।୯: ମୁମ୍ବାଇରେ ମଙ୍ଗଳବାରଠାରୁ ଲଗାଣ ବର୍ଷା ହେବାରୁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ ଦେଖାଦେଇଛି। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଗୁଡିକୁ ବନ୍ଦ ରଖାଯାଇଛି। ମାୟାନଗରୀର…

ମେଟ୍ରୋ ଟ୍ରେନ୍‌ରେ ଠିଆ ହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜଳ ଓ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବାର ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ଶେୟାର ହୋଇଛି। ସିଟ୍‌ ନ ମିଳିବାରୁ ସେ ଛିଡ଼ା ହୋଇ ଯାତ୍ରା କରିଥିଲେ।…

ମେହେବୁବା ମୁଫତିଙ୍କୁ ସାକ୍ଷାତ୍‌ କରିପାରିବେ ତାଙ୍କ ଝିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୯: ସୁପ୍ରିମକୋର୍ଟ ଗୁରୁବାର ମେହେବୁବା ମୁଫତିଙ୍କ ଝିଅଙ୍କୁ ଶ୍ରୀନଗର ଯାଇ ନିଜ ମାଆଙ୍କ ସହ ସାକ୍ଷାତ୍‌ କରିବାକୁ ଅନୁମତି ଦେଇଛନ୍ତି। ପ୍ରାୟ ଏକ ମାସ ହେବ ମେହେବୁବା ଗୃହବନ୍ଦୀ ଥିବା ବେଳେ ତାଙ୍କ ସହ କାହାକୁ ସାକ୍ଷାତ୍‌ କରିବାକୁ ଦିଆଯାଉ ନ…

ହରଡ଼ଘଣାରେ ମୋଦି ସରକାର: ୩ ବର୍ଷରେ ବେକାରଙ୍କ ସଂଖ୍ୟା ୮.୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୃଦ୍ଧି ପାଉଥିବା ବେକାରି ସମସ୍ୟା ନେଇ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଗତ ୩ ବର୍ଷ ମଧ୍ୟରେ ବେକାରି ସମସ୍ୟା ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଅଗଷ୍ଟରେ ବେକାରସ୍ତର ୮.୪ ପ୍ରତିଶତ ରହିଛି।…

ଡିଏଲ୍‌ ବା ଆର୍‌ସି ନ ଥିଲେ ତୁରନ୍ତ ଟ୍ରାଫିକ ପୋଲିସ କାଟି ପାରିବନି ଚାଲାଣ

ନୂଆଦିଲ୍ଲୀ,୫।୯: ଏବେ ନୂଆ ମୋଟର ଯାନ ନିୟମ ଅନୁଯାୟୀ ଲୋକେ ପୂର୍ବାପେକ୍ଷା ବହୁଗୁଣା ଅଧିକ ଜରିମାନା ଦେଉଥିବା ଗତ ୩ ଦିନ ହେବ ଦେଖିବାକୁ ମିଳିଛି। ଏମିତିକି ଗାଡିର ଦାମ୍‌ ଅପେକ୍ଷା ଲୋକଙ୍କ ଉପରେ ଚାଲାଣର ଦାମ୍‌ ବହୁ ଅଧିକ ହୋଇଯାଉଛି।…

ମୋଦିଙ୍କ ଜମ୍ମୁ-କଶ୍ମୀର ରୋଡ୍‌ମ୍ୟାପ୍‌: ୧୦ ମନ୍ତ୍ରଣାଳୟର ମିଳିତ ସହଯୋଗରେ ହେବ ବିକାଶ

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ୧୦ଟି ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏଠାକାର ବିକାଶ ସମ୍ଭବ ହେବ। ରୋଡ୍‌ମ୍ୟାପ୍‌ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ଏହାଦ୍ୱାରା ବିଏସ୍‌ଏଫ୍‌ ଏବଂ…

ଗୁରୁଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ସାରା ଦେଶରେ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏଥର ମଧ୍ୟ ଏହି ପବିତ୍ର ଦିବସକୁ ସାରା ଦେଶରେ ଗୁରୁବାର ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ସମୁଦାୟଙ୍କୁ…

ଚିଦାମ୍ବରମ୍‌ଙ୍କୁ ଝଟକା: ସୁପ୍ରିମ୍‌କୋର୍ଟରେ ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ; ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ,୫।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଯୋଗୁ ବଡ଼ ଝଟକା ଲାଗିଛି। ଗୁରୁବାର ସୁପ୍ରିମ୍‌କୋର୍ଟରେ ତାଙ୍କର ଅଗ୍ରୀମ ଜାମିନ୍‌ ଆବେଦନ ଖାରଜ ହୋଇଯାଇଛି। ଫଳରେ ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ତାଙ୍କୁ ଇଡ଼ି ଗିରଫ କରିବା ଆଶଙ୍କା ବଢ଼ିଯାଇଛି। ସିବିଆଇର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri