ଜାତୀୟ

ରାହୁଲଙ୍କ ପରାଜୟକୁ ନେଇ ମୁହଁ ଖୋଲିଲେ ମାନେକା: କହିଲେ, ‘ରାଜନୀତି ପିଲାଖେଳ ନୁହେଁ’

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପରମ୍ପରାଗତ ଆସନ ଅମେଠିରୁ ପରାଜିତ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଖୁଡୀ ତଥା ଭାଜପା ଏମ୍‌ପି ମାନେକା ଗାନ୍ଧୀ। ସେ କହିଛନ୍ତି, ରାଜନୀତି ପିଲାଖେଳ ନୁହେଁ, ଏଥର କଂଗ୍ରେସ ନିର୍ବାଚନ…

ନିଜ ଅପାରଗତା ପାଇଁ ହାରିଲି ରାଜ ବବର୍‌

ଲକ୍ଷ୍ନୌ, ୨୪।୫: ଲୋକ ସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ରାଜ ବବର। ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ରାଜ ୫ ଲକ୍ଷ ଭୋଟ ବ୍ୟବଧାନରେ ଭାଜପାର ରାଜ କୁମାର ଚହରଙ୍କଠାରୁ ପରାସ୍ତ ହୋଇଛନ୍ତି। ଉତ୍ତର…

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ: ଲୋକ ସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯିବ ପ୍ରସ୍ତାବ

ନୂଆଦିଲ୍ଲୀ, ୨୪।୫: ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଫଳାଫଳ ବି ସ୍ପଷ୍ଟ ହୋଇଛି। ଏବେ ୧୬ଶ ଲୋକସଭା ଭଙ୍ଗ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିବ। ବୈଠକରେ ବୈଠକରେ ଲୋକ ସଭା ଭଙ୍ଗ…

୮ ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୫: ମୋଦି ସୁନାମୀରେ ଧ୍ୱସଂ ପାଇଛି ବିପକ୍ଷ ଗଡ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ନିଜ ଗଡରୁ ହାରିଯାଇଥିଲାବେଳେ ସାରା ଦେଶରେ ମଧ୍ୟ କଂଗ୍ରେସ ପ୍ରଦର୍ଶନ ନିରାଶାଜନକ ରହିଛି। ଦଳ ୮ ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଛି। ଅର୍ଥାତ୍‌ ଏଠାରେ…

ରାହୁଲ ହାରିଲେ: ଏବେ ଇସ୍ତଫା ଦେବେ କି ସିଦ୍ଧୁ?

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ହାରିଗଲେ, ଏବେ ଇସ୍ତଫା ଦେବେ କି ସିଦ୍ଧୁ? ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା…

ଆଡଭାନୀ, ମୂରଲୀମନୋହର ଜୋଷୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର ଜୋଷୀଙ୍କୁ ଭେଟି ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପାର ଐତିହାସିକ…

ରାହୁଲଙ୍କ ଅଗଣାରେ ‘ତୁଳସୀ’

ଲକ୍ଷ୍ନୌ, ୨୪।୫: ୫୦ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଗଣାକୁ ଆସିଛନ୍ତି ତୁଳସୀ। କଂଗ୍ରେସର ଗଡ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ରାହୁଲଙ୍କୁ ୫୫ ହଜାର ୧୨୦ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ…

ଲୋକ ସଭାରେ ମିଳିଲା ମାତ୍ର ୫ ଖଣ୍ଡ ଭୋଟ: ପ୍ରାର୍ଥୀ କାନ୍ଦିକି କହିଲେ, ପରିବାରର ସଦସ୍ୟ ସଂଖ୍ୟା ୯

ଜଳନ୍ଧର, ୨୪।୫: ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ସରିଛି। କେଉଁଠି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ମିଳିଥିବାବେଳେ, ଆଉ କେଉଁଠି ପ୍ରାର୍ଥୀଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି। ପଞ୍ଜାବର ଜଳନ୍ଧର ଲୋକ ସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ନିତୁ ଶଟର୍ନଓ୍ବାଲାଙ୍କୁ ମାତ୍ର…

ପ୍ରଥମଥର ପାଇଁ ଲୋକ ସଭାରେ ଖାତା ଖୋଲିପାରିଲାନି ଲାଲୁଙ୍କ ଦଳ

ପାଟନା, ୨୪।୫: ଲୋକ ସଭା ନିର୍ବାଚନରେ ଏଥର ଖାତା ଖୋଲିପାରି ନାହିଁ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱଧୀନ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)। ବିହାରରେ ମୋଦି ଲହରରେ ଭୁଷୁଡି ପଡିଛି ବିରୋଧୀ ଗଡ। ୪୦ଟି ଲୋକ ସଭା ଆସନରୁ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ…

ସେନାକୁ ସଫଳତା: ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସା ନିହତ

ଶ୍ରୀନଗର, ୨୪।୫: ଜମ୍ମୁ-କାଶ୍ମୀରରରେ ଭାରତୀୟ ସେନାକୁ ସଫଳତା ମଳିଛି। ଭାରତୀୟ ସେନା ଦକ୍ଷିଣ କଶ୍ମୀରର ତ୍ରାଲରେ ଲୁଚି ରହିଥିବା ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସାକୁ ଏନକାଉଣ୍ଟରେ ନିହତ ହୋଇଛି। ପୁଲୱାମାର ତ୍ରାଲରେ ମୁସା ଲୁଚି ରହିଥିବା ଭାରତୀୟ ସେନା ଖବର…

ମ୍ୟାଜିକ୍‌ ନମ୍ବରକୁ ଏକାକୀ ଟପିଲା ଭାଜପା

ନୂଆଦିଲ୍ଲୀ, ୨୪।୫: ଦେଶ ସାରା ଭାଜପା କ୍ୟାମ୍ପରେ ଏବେ ଖୁସିର ଲହରି, ଉତ୍ସବର ପରିବେଶ। ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ଆସିବା ପରେ ଭାଚପା ଏଥର ମ୍ୟାଜିକ୍‌…

ଦିଲ୍ଲୀରେ କ୍ଲିନସୁଇପ୍‌ କଲା ଭାଜପା: ଆପ୍‌ ମୂଳପୋଛ୍‌

ନୂଆଦିଲ୍ଲୀ, ୨୪।୫: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରେ ଭଳି ଦିଲ୍ଲୀରେ କ୍ଲିନ୍‌ ସୁଇପ୍‌ କରିଛି ଭାଜପା। ଦିଲ୍ଲୀରେ ୭ଟି ଲୋକ ସଭା ସିଟ୍‌ରେ ଭାଜପା ବାଜିମାରିନେଇଛି। ଫଳରେ ଭାଜପା ୨୦୧୪ ଫଳାଫଳର ପୁନରାବୃତ୍ତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri