ଜାତୀୟ

ପୋଲିସ ଚାକିରିକୁ ବାଏବାଏ କହିଲେ ‘ସିଂଘମ୍‌’: ଏବେ କରିବେ ଜନସେବା

ବେଙ୍ଗାଲୁରୁ, ୨୯।୫: କର୍ନାଟକର ‘ସିଂଘମ୍‌’ ନାମରେ ପ୍ରସିଦ୍ଧ ପୋଲିସ ଡିସିପି କେ.ଅନାମଲାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର…

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମିଶେଲ ଆପଣାଇଲେ ଦେଶୀ ପଦ୍ଧତି

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀରେ ଏବେ ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ତିହାଡ଼ ଜେଲ୍‌ରେ ଥିବା କଏଦୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ପରିପ୍ରେକ୍ଷୀରେ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ହେଲିକେପ୍ଟର ଡିଲ ମାମଲାରେ ମଧ୍ୟସ୍ତି…

ରାଜ୍ୟସଭାରୁ ଇସ୍ତଫା ଦେଲେ ରବି ଶଙ୍କର

ନୂଆଦିଲ୍ଲୀ, ୨୯।୫: ବିହାରର ପାଟିନ ସାହିବ ଲୋକ ସଭା ଆସନରୁ ବିଜୟ ହାସଲ କରିବା ପରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ। ମୋଦିଙ୍କ ପ୍ରଥମ ପାଳିରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ…

ବିବାହ ପାଇଁ ମନା କରିବାରୁ କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ

ଦ୍ୱାରିକା,୨୯।୫: ବିବାହର ପ୍ରସ୍ତାବ ସ୍ବୀକାର କରି ମନା କରିବା ପରେ ନିଜ ସାଙ୍ଗମାନଙ୍କ ସହିତ ମିଶି କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ। ଏହାପରେ ଯୁବକଙ୍କୁ ବିବାହ କରିବା ପାଇଁ ଝିଅକୁ ବାଧ୍ୟ କରିଥିଲେ ବାପା। ଏହି ଘଟଣା ଦେଖିବାକୁ ମିଳିଛି…

ହରଡ଼ଘଣାରେ ସଚିନ୍‌: କାହାକୁ ରଖିବେ କାହାକୁ ଛାଡିବେ ?

ଜୟପୁର,୨୯।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ ରାଜସ୍ଥାନ ଉପମୁଖ୍ୟନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କୁ ଏହି ୨ଟି ପଦବୀ ମଧ୍ୟରୁ ଗୋଟିକୁ ଛାଡିବାକୁ ପଡ଼ିବ। ତେବେ ତାଙ୍କର ଉପମୁଖ୍ୟମନ୍ତ୍ରୀ ପଦରୁ ହଟିବାର ଅଧିକ…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଜେଜେ ମା’-ବାପା ଟ୍ରେନରେ କଟିଗଲେ

ପାଟନା, ୨୯।୫: ବିହାରର ଆରା ରେଳ ଷ୍ଟେଶନରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀକୁ ବଞ୍ଚାଇବାକୁ ଯାଇ ଟ୍ରେନରେ କଟିଯାଇଛନ୍ତି ଜେଜେ ମା’-ବାପା। ସୂଚନାଯୋଗ୍ୟ, ଭୋଜପୁରର ଜଣେ ବୟସ୍କ ଦମ୍ପତ୍ତି ନିଜ ନାତୁଣୀ ସହ କୁଆଡେ ଯିବା ପାଇଁ ଟ୍ରେନକୁ ଅପେକ୍ଷା…

ପୋଲିସଠାରୁ ବର୍ତ୍ତିବା ପାଇଁ ରାସ୍ତାରେ ୧.୫ କୋଟି ଟଙ୍କା ବିଛାଇଲେ ଚୋର

ଚେନ୍ନାଇ, ୨୯।୫: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋରର କାରନାମା ଦେଖିବାକୁ ମିଳିଛି। ପୋଲିସଠାରୁ ନିଜକୁ ବଞ୍ଚାଇବା ପାଇଁ ରାସ୍ତାରେ ୧.୫କୋଟି ଟଙ୍କା ପକାଇଦେଇଛନ୍ତି ଜଣେ ଚୋର। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ମଲ୍‌ର ମାଲିକଙ୍କ ଘରୁ ଟଙ୍କା…

ଜେଟ୍‌ଲୀ ହେବେନି ମନ୍ତ୍ରୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୯।୫: ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବର ଗୋଟିଏ ଦିନ ପୂର୍ବରୁ ଅରୁଣ ଜେଟ୍‌ଲୀ ମୋଦି କ୍ୟାବିନେଟ୍‌ରେ ରହିବାକୁ ଅମଙ୍ଗ ହୋଇଛନ୍ତି। ସେ ଏନେଇ ମୋଦିଙ୍କ ପାଖକୁ ଚିଠି ଲେଖିଛନ୍ତି। ତାଙ୍କର ଖରାପ ସ୍ବାସ୍ଥ୍ୟ…

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପୁଣି ଥରେ ସମନ ଜାରି କରିଛି। ଆସନ୍ତା ଗୁରୁବାର ଇଡି କାର୍ଯ୍ୟାଳୟରେ ହାଜର…

୯ କୋଟି ଟଙ୍କାରେ ବିକ୍ରି ହେଲା ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍‌

ନୂଆଦିଲ୍ଲୀ, ୨୯।୫: ବିଶ୍ୱର ସବୁଠାରୁ ବିପଦଜ୍ଜନକ ଲ୍ୟାପଟପ୍‌ ୧୩ଲକ୍ଷ ଡଲାର(ପାଖାପାଖି ୯ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଅନଲାଇନ୍‌ ନିଲାମରେ ଏହା ବିକ୍ରି କରାଯାଇଛି ବୋଲି ଜଣାପଡିଛି। ସ୍ୟାମସଙ୍ଗ୍‌ କମ୍ପାନୀର ଏହି ଲ୍ୟାପଟପ୍‌ରେ ବିଶ୍ୱର ୬ଟି ବିପଦଜ୍ଜନକ ଭାଇରସ୍‌ ରହିଛି। ଏନସି୧୦…

ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି ଆସି ଟ୍ରୋଲ ହେଲେ ଦୁଇ ଏମପି

ନୂଆଦିଲ୍ଲୀ, ୨୯।୫: ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଜିତି ସଂସଦ ଆସିଥିବା ଦୁଇ ମହିଳା ଏମ୍‌ପି ଏବେ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାଂ। ପ୍ରଥମଥର ପାଇଁ ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି…

ମୋଦିଙ୍କୁ ପ୍ରଶଂସା କଲା ଟାଇମ୍‌ ମାଗାଜିନ୍‌

ନୂଆଦିଲ୍ଲୀ,୨୯।୫: ଟାଇମ୍‌ ମାଗାଜିନ୍‌ ନରେନ୍ଦ୍ର ମୋଦିଙ୍କ ବିପୁଳ ବିଜୟ ପରେ ଏହାର ସ୍ବର ବଦଳାଇଛି। ଏବେ ଏହା ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛି। ପୂର୍ବରୁ ଲୋକ ସଭା ନିର୍ବାଚନ ସମୟରେ ମେ ୧୦ରେ ଟାଇମ୍‌ ମାଗାଜିନ୍‌ ମୋଦିଙ୍କୁ ଭାରତର ମୁଖ୍ୟ ବିଭାଜନକାରୀ(ଇଣ୍ଡିଆସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri