ଲାଲୁଙ୍କୁ କିଡ୍ନୀ ଦାନ କରିବାକୁ ଆଗେଇ ଆସିଲେ ପ୍ରିୟଙ୍କା
ପାଟନା,୧୯।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗ କରୁଛନ୍ତି। ହେଲେ ସ୍ବାସ୍ଥ୍ୟଗତ କାରଣ ପାଇଁ ଏବେ ସେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟୁଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ(ରିମ୍ସ)ରେ…
ଭାରତ ସୀମାରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକ୍ ଆତଙ୍କବାଦୀ
ନୂଆଦିଲ୍ଲୀ,୧୯।୯: ଜମ୍ମୁ-କଶ୍ମୀରରେ ଭାରତ କରିଥିବା ପରିବର୍ତ୍ତନ ପରେ ପାକିସ୍ତାନ ହଡବଡେଇ ଯାଇଛି। ଏଥିପାଇଁ ସେ ନିୟମିତ ଭାବେ ଭାରତ ବିରୋଧରେ କିଛି ନା କିଛି ଉଦ୍ୟମ ଜାରି ରଖିଛି। ନିକଟରେ ସେ ଏହାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ସାହାଯ୍ୟ ମାଗିଥିବା ବେଳେ…
ମୋଦି ସରକାରଙ୍କୁ କପିଲ୍ ସିବଲ୍ଙ୍କ କଡ଼ା ସମାଲୋଚନା: ଦେଶରେ ଚାଲିଛି ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’
ନୂଆଦିଲ୍ଲୀ,୧୯।୯: ଦେଶର ଆର୍ଥିକ ସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ନେତା କପିଲ୍ ସିବଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଗୁରୁବାର ଟୁଇଟ୍ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସମ୍ପ୍ରତି ଦେଶରେ ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’ ଚାଲିଛି।…
ଗଡ଼କରୀଙ୍କ ନୂଆ ନିୟମକୁ ବିରୋଧ: ଦିଲ୍ଲୀରେ ଅଖ-ଚକ ଜାମ୍
ନୂଆଦିଲ୍ଲୀ,୧୯।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନୂଆ ଜରିମାନା ନିୟମକୁ ବିରୋଧ କରି ଦିଲ୍ଲୀରେ ଗୁରୁବାର ଅଖ-ଚକ ଜାମ୍ ଡାକରା ଦିଆଯାଇଛି। ମିଳିତ ପରିବହନ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ପରିବହନ ସେବା ଠପ୍ ହୋଇ ଯାଇଛି। ଏହାକୁ…
ତେଜସ୍ରେ ଉଡ଼ିଲେ ରାଜନାଥ
ବେଙ୍ଗାଲୁରୁ,୧୯।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍ ଗୁରୁବାର ଉଡ଼ାଣ କରିଛି। ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନୋଟିକ୍ସ୍ ଲିମିଟେଡ୍ ବିମାନ ବନ୍ଦରରୁ ଏହା ଉଡ଼ାଣ ଆରମ୍ଭ କରିଛି। ରାଜନାଥ ଏଥିରେ ଅଧଘଣ୍ଟା ପର୍ଯ୍ୟନ୍ତ…
ବାଜି ମାରିଲା ‘ରାଜି’
ମୁମ୍ବାଇ,୧୯।୯: ବଲିଉଡ୍ର ସବୁଠାରୁ ବଡ ଆଓ୍ବାର୍ଡ ମଧ୍ୟରେ ଗଣା ଯାଉଥିବା ଏକ ଆଓ୍ବାର୍ଡ ହେଉଛି ଇଣ୍ଟରନ୍ୟାଶନାଲ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ ଆଓ୍ବାର୍ଡ ବା (ଆଇଆଇଏଫ୍ଏ) ଆଇଫା। ୨୦୧୯ ଆଇଫା ଆଓ୍ବାର୍ଡରେ ଏଥର ବାଜି ମାରିଛି ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରାଜି’।…
ମତ ବଦଳାଇଲେ ଶାହ: ହିନ୍ଦୀକୁ ଦ୍ୱିତୀୟ ଭାଷା କରିବା ଲାଗି ପ୍ରସ୍ତାବ ଦେଇଥିଲି
ନୂଆଦିଲ୍ଲୀ,୧୯ା୯: ହିନ୍ଦୀ ଦିବସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ‘ଏକ ଦେଶ ଏକ ଭାଷା’ ନୀତି ପ୍ରଚଳନ ପ୍ରସ୍ତାବକୁ ନେଇ ବିବାଦ ଜୋର ଧରିଥିବାବେଳେ ବୁଧବାର ସେ ମତ ବଦଳାଇଛନ୍ତି। କୌଣସି ଆଞ୍ଚଳିକ ଭାଷା ବଦଳରେ ହିନ୍ଦୀକୁ କାର୍ଯ୍ୟକାରୀ କରିବା କଥା…
ଭାରତରେ ସେନା ସବୁଠୁ ବିଶ୍ୱସ୍ତ
ନୂଆଦିଲ୍ଲୀ,୧୯ା୯(ଆଇଏଏନ୍ଏସ୍): ଭାରତର ସହରାଞ୍ଚଳରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦେଶର ସଶସ୍ତ୍ର ବାହିନୀ ଉପରେ ସର୍ବାଧିକ ଭରସା ରଖୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜନେତାଙ୍କ ପ୍ରତି ସଂଶୟ ପ୍ରକାଶ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି। ବିଶ୍ୱସନୀୟତା…
ଚିଦାମ୍ବରମ୍ଙ୍କୁ ଜେଲରେ ଭେଟିଲେ ଆଜାଦ
ନୂଆଦିଲ୍ଲୀ, ୧୯ା୯: ତିହାର ଜେଲ୍ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କୁ ବୁଧବାର ସକାଳେ କଂଗ୍ରେସର ଦୁଇ ବରିଷ୍ଠ ନେତା ଗୁଲାମ୍ ନବି ଆଜାଦ୍, ଅହମ୍ମଦ ପଟେଲ ଭେଟିଥିଲେ। ସେମାନଙ୍କ ସହ ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ମଧ୍ୟ ଥିଲେ। ହିନ୍ଦୀ ଭାଷା ଦେଶକୁ…
ରାଜ୍ୟପାଳଙ୍କ ରୋଡ୍ମ୍ୟାପ୍
ଶ୍ରୀନଗର,୧୯ା୯(ପି.ଟି): ପିଓକେକୁ ଫେରାଇଆଣିବା ପାଇଁ ବଳପ୍ରୟୋଗର ଆବଶ୍ୟକତା ନାହିଁ। ଜମ୍ମୁ-କଶ୍ମୀରରେ ଏପରି ବିକାଶ କରାଯିବା ଉଚିତ, ଯାହାକୁ ଦେଖି ପିଓକେବାସୀ ଭାରତ ସହ ମିଶିବା ପାଇଁ ପାକିସ୍ତାନ ବିରୋଧରେ ବିଦ୍ରୋହ କରିବେ। ଶ୍ରୀନଗରରେ ଏକ କାର୍ଯ୍ୟକ୍ରମକୁ ବୁଧବାର ସମ୍ବୋଧିତ କରି ଜମ୍ମୁ-କଶ୍ମୀର…
ପୋଷ୍ଟରରେ ଧମକ ନେଇ ଡିଜିପି କହିଲେ : ଆତଙ୍କବାଦୀଙ୍କ କଥା ଖୁବ୍ଶୀଘ୍ର ବୁଝିବୁ
ଜମ୍ମୁ/ଶ୍ରୀନଗର,୧୯ା୯(ପି.ଟି.): କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିକୁ ୪୫ ଦିନ ପୂରିଥିଲେ ହେଁ ଉପତ୍ୟକାରେ ସ୍ଥିତି ସ୍ବାଭାବିକ ହୋଇପାରି ନାହିଁ। ସଶସ୍ତ୍ର ଆତଙ୍କବାଦୀମାନେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ପ୍ରଶାସନକୁ ଅବଜ୍ଞା କରିବା ଲାଗି ନାନା ଉପାୟ ଆପଣାଉଛନ୍ତି। ଦୋକାନବଜାର ନ…
୪ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି
ନୂଆଦିଲ୍ଲୀ,୧୯ା୯: ୪ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରାଯାଇଛି। ଫଳରେ ସର୍ବୋଚ୍ଚ ଅଦାଲତ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚତ୍ଛି। ପଦୋନ୍ନତି ପାଇଥିବା ବିଚାରପତିମାନେ ହେଲେ ପଞ୍ଜାବ ହରିୟାଣା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କ୍ରିଷ୍ଣ ମୁରାରୀ,…
Archives


