ଜାତୀୟ

ମୋଦିଙ୍କୁ ପ୍ରଶଂସା କରୁଛନ୍ତି ଓମାର ଅବଦୁଲ୍ଲାଙ୍କ ଦଳ, ଦ୍ୱନ୍ଦ୍ୱରେ ବିରୋଧୀ ନେତା

ଜମ୍ମୁ,୧୨।୩: ପିପୁଲ୍ସ କନଫରେନ୍ସ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ସଜ୍ଜାଦ ଗନି ଲୋନ କହିଛନ୍ତି ଯେ ବିଧାନସଭାରେ ସରକାର ଏବଂ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ମଙ୍ଗଳବାର ବିଧାନସଭାରେ ବଜେଟ ଉପରେ…

ମହିଳା ଥାନାରେ ଛାତ୍ର ନେତାଙ୍କୁ ଦୁର୍ବବ୍ୟହାର, ହାଇକୋର୍ଟ କହିଲେ…

କୋଲକାତା,୧୨।୩: କଲିକତା ହାଇକୋର୍ଟ ମଙ୍ଗଳବାର (ମାର୍ଚ୍ଚ ୧୧, ୨୦୨୫) ରାଜ୍ୟ ପୋଲିସ ଏକାଡେମୀ (ପ୍ରଶିକ୍ଷଣ)ର ପୋଲିସ ମହାନିରୀକ୍ଷକ (ଆଇଜି) ମୁରଲୀଧର ଶର୍ମାଙ୍କୁ ପଶ୍ଚିମ ମେଦନାପୁର ଜିଲାର ଏକ ମହିଳା ପୋଲିସ ଷ୍ଟେଶନରେ ଜଣେ ବାମପନ୍ଥୀ ଛାତ୍ର ନେତ୍ରୀଙ୍କ ଦ୍ୱାରା ଲଗାଯାଇଥିବା ଶାରୀରିକ…

ମୁଁ ହିନ୍ଦୁ, ପାକିସ୍ତାନରେ ରହିଲେ ବି ଭାରତର ସବୁ ପର୍ବ ପାଳନ କରେ, ଜାଣନ୍ତୁ କିଏ କାହିଁକି ଦେଲେ ଏମିତି ବୟାନ…

ଇସଲାମାବାଦ/ନୂଆଦିଲ୍ଲୀ,୧୨ା୩: ଏଥର ହୋଲି ପର୍ବ ୧୪ ମାର୍ଚ୍ଚରେ ପାଳନ କରାଯିବ। ଏହି ସମୟରେ ସାରା ଦେଶରେ ହୋଲି ପର୍ବ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ସମୟରେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନରୁ ଚର୍ଚ୍ଚିତ ଖବର ଆସିଥାଏ ଯେ, ସେଠାରେ ହିନ୍ଦୁମାନଙ୍କୁ ହୋଲି…

ଆକାଶରେ ‘ବାହୁବଳୀ’ ହେବ ଭାରତ, ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ଯୋଜନା

ନୂଆଦିଲ୍ଲୀ,୧୨।୩: ଭାରତୀୟ ବାୟୁସେନା ଆଗାମୀ ୫ ରୁ ୧୦ବର୍ଷ ମଧ୍ୟରେ ଏହାର ବିମାନ ବାହିନୀରେ ୧୧୪ଟି ଯୁଦ୍ଧ ବିମାନ ଯୋଡିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କମିଟି ଏହି ଯୋଜନାରେ ସମ୍ମତି ପ୍ରଦାନ କରିଛି। ଆଗାମୀ ବର୍ଷଗୁଡ଼ିକରେ ଏହି ଯୁଦ୍ଧ ବିମାନଗୁଡ଼ିକ…

ବିବାହର ୨୨ ଦିନ ପରେ ଝୁଲିପଡ଼ିଲେ ସ୍ବାମୀ-ସ୍ତ୍ରୀ: କାଗଜରେ ଲେଖି ଦେଇଗଲେ ଏମିତି କଥା, ପୋଲିସ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ଫାରୁଖାବାଦର ଜଣେ ଯୁବକ ଫେବୃଆରୀ ୧୭ରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପରିବାର ଏହି ସମ୍ପର୍କର ବିରୋଧରେ ଥିଲେ। ସେଥିପାଇଁ ଦୁହେଁ ଘରୁ ଫେରାର ହୋଇ ବିବାହ କରିଥିଲେ। ପରେ ଦୁହେଁ ଗାଜିଆବାଦର କବିନଗର ଆସି…

ହୋଲି ପୂର୍ବରୁ କୋଟି କୋଟି ପରିବାରକୁ ବଡ଼ ଉପହାର ଦେଲେ ସରକାର

ଲକ୍ଷ୍ନୌ,୧୨।୩: ହୋଲି ପୂର୍ବରୁ, ଉତ୍ତର ପ୍ରଦେଶ ସରକାର ରାଜ୍ୟର ୧.୮୬ କୋଟି ପରିବାରକୁ ଏକ ବଡ଼ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ, ପରିବାରଗୁଡ଼ିକୁ ୧,୮୯୦ କୋଟି ଟଙ୍କାରେ ଗ୍ୟାସ ସିଲିଣ୍ଡର ରିଫିଲ ସବସିଡି ବଣ୍ଟନ କରାଯାଇଛି। ଲକ୍ଷ୍ନୌରେ ଏକ…

ମୁସଲମାନ ବିଧାୟକଙ୍କୁ ରାସ୍ତାରେ ଫିଙ୍ଗି ଦେବୁ: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ

କୋଲକାତା,୧୨।୩: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଝଗଡ଼ା କାହାକୁ ଅଛପା ନାହିଁ। ରାଜ୍ୟର ମମତା ସରକାରଙ୍କ ବିରୋଧରେ ଭାଜପା ସର୍ବଦା ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଆସିଛି। ଏହି କାରଣରୁ ଅନେକ ସମୟରେ ଦୁଇ ପକ୍ଷ ମଧ୍ୟରେ…

କେଜ୍‌ରିଓ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦିଲ୍ଲୀର ଏକ ଅଦାଲତ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ଦିଲ୍ଲୀର ଦ୍ୱାରକାରେ ଜନସାଧାରଣଙ୍କ ଅର୍ଥର ଦୁରୁପଯୋଗ କରି କେଜ୍‌ରିଓ୍ବାଲଙ୍କର ହୋର୍ଡିଂ ଲଗାଯାଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ…

‘ଗଣତନ୍ତ୍ରକୁ ବ୍ୟର୍ଥ କରିବାକୁ ଅମଲାତନ୍ତ୍ରକୁ ଅନୁମତି ଦିଆଯାଇ ପାରିବନି’

ନୂଆଦିଲ୍ଲୀ, ୧୨।୩: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ମାମଲାର ଶୁଣାଣି କରି କହିଛନ୍ତି, ତୃଣମୂଳ ସ୍ତରର ଗଣତନ୍ତ୍ରକୁ ବ୍ୟର୍ଥ କରିବାକୁ ଅମଲାତନ୍ତ୍ରକୁ ଅନୁମତି ଦିଆଯାଇ ପାରିବ ନାହିଁ। ମହାରାଷ୍ଟ୍ରର ଏକ ଗ୍ରାମରେ ଜଣେ ମହିଳା ସରପଞ୍ଚଙ୍କୁ ପୁନଃସ୍ଥାପିତ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ…

Jio-Starlink Deal: ଏଲନ ମସ୍କଙ୍କ କମ୍ପାନୀ SpaceX ସହ ହାତ ମିଳାଇଲା Jio, ଏଣିକି ମିଳିବ ସୁପର୍‌-ଫାଷ୍ଟ ଡାଟା

ନୂଆଦିଲ୍ଲୀ,୧୨।୩: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏଲନ ମସ୍କଙ୍କ କମ୍ପାନୀ SpaceX ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହା ଅଧୀନରେ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଜିଓର…

୭ ବର୍ଷର ଝିଅକୁ ବଳାତ୍କାର କରିଥିଲେ ବାପା: ଜେଲ୍‌ରେ ଏମିତି କାଣ୍ଡ କଲେ…ପୋଲିସ ତାଜୁବ

ଖଣ୍ଡୱା,୧୨।୩: ମଧ୍ୟପ୍ରଦେଶର ଖଣ୍ଡୱାର ଜିଲା ଜେଲରୁ ଏକ ବଡ଼ ଖବର ଆସିଛି। ଏଠାରେ ଜଣେ କଏଦୀ ତାଙ୍କ ପାଇଜାମାର ଦଉଡ଼ିରେ ଫାଶି ଲଗାଇଛନ୍ତି। କଏଦୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲା ହସ୍ପିଟାଲକୁ ପଠାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି କଏଦୀ ନିଜ…

ହୋଟେଲ ରୁମରୁ ମିଳିଲା ବିଦେଶୀ ମହିଳାଙ୍କ ମୃତଦେହ, ଜଣେ ଯୁବକଙ୍କ ସହିତ ଆସିଥିଲେ ଦିଲ୍ଲୀ

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବିଭୂତିଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲ ରୁମରୁ ଜଣେ ୪୩ ବର୍ଷୀୟା ବିଦେଶୀ ମହିଳାଙ୍କ ମୃତଦେହ ମିଳିଛି। ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି। ବିଭୂତିଖଣ୍ଡ ପୋଲିସ ଷ୍ଟେଶନ ଚାର୍ଜ ଇନ୍ସପେକ୍ଟର (SHO) ସୁନୀଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri