ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍ରେ ଭାରତରୁ ୯
ନୂଆଦିଲ୍ଲୀ, ୧୨ା୩: ଉଚ୍ଚଶିକ୍ଷାକୁ ନେଇ ବିଶ୍ଳେଷଣ କରୁଥିବା ସଙ୍ଗଠନ ‘କ୍ୟୁଏସ୍’ ପକ୍ଷରୁ ବୁଧବାର ‘କ୍ୟୁଏସ୍ ଓ୍ବାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସ ୨୦୨୫’ର ତାଲିକା ଜାରି କରାଯାଇଛି। କ୍ୟୁଏସ୍ ପକ୍ଷରୁ ଜାରି ଏହି ବିଷୟଭିତ୍ତିିକ ବିଶ୍ୱର ଶ୍ରେଷ୍ଠ ୫୦ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍ରେ ଭାରତର ୯…
ଆସିଗଲା ଟ୍ରିପଲ ଇଞ୍ଚିନ ସରକାର, ୧୦ରୁ ୯ ସହରରେ ଭାଜପା ମେୟର
ଚଣ୍ଡିଗଡ଼,୧୨।୩: ହରିୟାଣା ବିଧାନସଭା ନିର୍ବାଚନ ପରେ, ସ୍ଥାନୀୟ ନଗର ନିଗମ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୦ଟି ନଗର ନିଗମରୁ ଭାଜପା ୯ଟି ଆସନ ଜିତିଛି। ଯେତେବେଳେ ଗୋଟିଏ ନଗର ନିଗମରେ ଜଣେ ସ୍ବାଧୀନ…
ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି
ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର…
ମରିସସକୁ ମିଳିଲା ଭାରତର ସହଯୋଗ, ମୋଦି କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ କରିବେ ସାହାଯ୍ୟ
ନୂଆଦିଲ୍ଲୀ/ପୋର୍ଟ ଲୁଇସ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ମରିସସ ଗସ୍ତରେ ଅଛନ୍ତି। ବୁଧବାର ସେ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ…
ସ୍ତ୍ରୀଙ୍କ ସହ ଭାରତ ଆସିବେ ଜେଡି ଭାନ୍ସ, ଶ୍ୱଶୁର ଘରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୧୨।୩: ନୂତନ ଆମେରିକୀୟ ପ୍ରଶାସନର ଦୁଇଜଣ ଶୀର୍ଷ ଅଧିକାରୀ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ତାଙ୍କ ବ୍ୟତୀତ, ଆମେରିକାରେ ଟ୍ରମ୍ପଙ୍କ ବିଶ୍ୱସ୍ତ…
୧୧ ବର୍ଷରେ ୨୧ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ଗସ୍ତରେ ଅଛନ୍ତି। ଏହି ସମୟରେ, ମରିସସର ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଆଣ୍ଡ କି ଅଫ ଦି ଇଣ୍ଡିଆନ ଓସେନରେ…
ସପ୍ତାହରେ ୮ଘଣ୍ଟାରୁ ଅଧିକ ସମୟ କାମ କରନ୍ତି ଏହି ରାଜ୍ୟର ଲୋକ, ସରକାରୀ କର୍ମଚାରୀ କରନ୍ତି ଏତିକି ସମୟ, ଦେଖନ୍ତୁ ରାଜ୍ୟଓ୍ବାରୀ ଲିଷ୍ଟ
ନୂଆଦିଲ୍ଲୀ,୧୨।୩: ଗତ କିଛି ମାସ ହେଲା ଭାରତରେ କାର୍ଯ୍ୟ ସମୟକୁ ନେଇ ବିବାଦ ଉଠୁଛି। ଯେତେବେଳେ କିଛି କର୍ପୋରେଟ ମାଲିକ ସପ୍ତାହରେ 70 ଘଣ୍ଟା କିମ୍ବା ତା’ଠାରୁ ଅଧିକ କାମ କରିବାକୁ ସମର୍ଥନ କରିଥିଲେ, ସେତେବେଳେ ବହୁତ ହଙ୍ଗାମା ହୋଇଥିଲା। କୁହାଯାଇଥିଲା…
ଏଣିକି ଟଙ୍କା ପରି ATMରୁ କାଢିପାରିବେ ସୁନା, ଜାଣନ୍ତୁ…
ନୂଆଦିଲ୍ଲୀ,୧୨।୩: ଏଟିଏମରୁ ନୋଟ ବାହାରୁଥିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ ସୁନା ଓ ରୂପା ବାହାରିବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କୁ ଏବେ ଏଠାରେ ଏକ ନୂଆ…
ବିରାଟ କୋହଲି ଆଉଟ୍ ହେବା ପରେ ଚାଲିଗଲା ୧୪ ବର୍ଷୀୟା ଝିଅଙ୍କ ଜୀବନ, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୧୨।୩: ଗତ ରବିବାର ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ଖେଳାଯାଇଥିଲା, ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍ରେ ପରାସ୍ତ କରି ଇତିହାସ ରଚିଥିଲା। ସେହି ମ୍ୟାଚ ଦୁବାଇରେ ଖେଳାଯାଇଥିଲା, କିନ୍ତୁ ଏହାର ପ୍ରଭାବ ଭାରତର ଉତ୍ତର…
ମରିସସରେ ନୂଆ ସଂସଦ ଭବନ କରିବ ଭାରତ, ମୋଦିଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୨।୩: ବର୍ତ୍ତମାନ ମରିସସ ଗସ୍ତରେ ଅଛନ୍ତି ପ୍ରଧାମନ୍ତ୍ରୀ ମୋଦି। ସେଠାରେ ସେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ମରିସସରେ ଏକ ନୂତନ ସଂସଦ ର୍ନିମାଣରେ ସହଯୋଗ କରିବ। ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ ଏବଂ…
ଲୋକ ସଭାରେ ରାହୁଲଙ୍କୁ କ୍ଷମା ମାଗିଲେ ସମ୍ବିତ ପାତ୍ର, କହିଲେ…
ନୂଆଦିଲ୍ଲୀ,୧୨।୩: ଭାଜପା ମୁଖପାତ୍ର ଓ ଏମପି ସମ୍ବିତ ପାତ୍ର ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏପରି କିଛି ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହି କାରଣରୁ କିଛି…
RBIର ବଡ଼ ଘୋଷଣା, ଖୁବଶୀଘ୍ର ଆସିବ ୧୦୦ ଏବଂ ୨୦୦ଟଙ୍କାର ନୂଆ ନୋଟ୍, ବନ୍ଦ ହୋଇଯିବ କି ପୁରୁଣା?
ନୂଆଦିଲ୍ଲୀ,୧୨।୩: ୧୦୦ ଏବଂ ୨୦୦ ଟଙ୍କା ନୋଟ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ଘୋଷଣା କରିଛି। କହିରଖୁଛୁ କି, ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର 100 ଏବଂ 200 ଟଙ୍କାର ନୂତନ ନୋଟ ଜାରି କରିବାକୁ…
Archives


