ସତ ହେଲା ବାଜପେୟୀଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୭।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ ଏବେ ସତ ହୋଇଥିବା ଆଲୋଚନା ହେଉଛି। ପାଖାପାଖି ଦୁଇ ଦଶକ ପରେ ଏହା ସତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ୧୯୯୯ରେ ଯେତେବେଳେ ବାଜପେୟୀ ସରକାର ଖଣ୍ଡେ ଭୋଟରେ...
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲମାନ ଯୁବକଙ୍କୁ ପିଟିିଲେ
ଗୁଡଗାଁଓ, ୨୭।୫: ଦିଲ୍ଲୀର ଗୁଡଗାଁଓରେ ଘଟିଛି ଏକ ଅଭାବନୀୟ ଘଟଣା। ‘ଜୟ ଶ୍ରୀରାମ’ ନ କହିବାରୁ ଜଣେ ମୁସଲମାନ ଯୁବକଙ୍କୁ ପିଟିବା ସହ ତାଙ୍କ ଟୋପି କାଢି ଫୋପାଡି ଦେଇଛନ୍ତି କିଛି ଅଜ୍ଞାତ ଯୁବକ। ରବିବାର ବିଳମ୍ବିତ ରାତିରେ ମହମ୍ମଦ...
ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରେ ଆଇଇଡି ନିଷ୍କ୍ରିୟ କଲା ସେନା
ରାଜୌରୀ,୨୭।୫: ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥର କାଲାର ଅଞ୍ଚଳରେ ସୋମବାର ଏକ ଆଇଇଡି ମିଳିବା ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ନିଷ୍କ୍ରିୟ କରାଯାଇଥିବା ସୂଚନା ମିଳିଛି। ପ୍ରଥମେ ସେନା ଦ୍ୱାରା ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଥିବା ବେଳେ...
ମଲା ମୂଷାକୁ ୧୦ ଘଣ୍ଟା ଧରି ଜଗି ବସିଲା ପୋଲିସ
ନୂଆଦିଲ୍ଲୀ, ୨୭।୫: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଲା ମୂଷା ପାଇଁ ପୋଲିସ ୧୦ ଘଣ୍ଟା କାଳ ପ୍ରହରା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୋବିନ୍ଦପୁର ଇଲାକାରେ ଥିବା ଏକ ବନ୍ଦ ଘରୁ...
‘ହର ହର ମହାଦେବ’ ଧ୍ୱନୀରେ ମୋଦିଙ୍କୁ ସ୍ବାଗତ କଲା ବାରଣାସୀ
ବାରଣାସୀ,୨୭।୫: ଲୋକ ସଭା ନିର୍ବାଚନରେ ଅଭୁତ ପୂର୍ବ ସଫଳତା ପରେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାରଣାସୀ ଗସ୍ତ କରିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ଭାଜପା ଅଧ୍ୟକ୍ଷ ଅମିତ ଶାହ, ଉତ୍ତର...
ଲୋକ ସଭାର ସ୍ପେଶାଲ ୧୧ ଏମ୍ପି: ଓପନିଂ ବ୍ୟାଟିଂରେ ମାରିିଛନ୍ତି ଛକା; ଚନ୍ଦ୍ରାଣୀ ମୁର୍ମୁ ସର୍ବକନିଷ୍ଠ
ନୂଆଦିଲ୍ଲୀ, ୨୭।୫: ଚଳିତ ଲୋକ ସଭାରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟ ଲାଭ କରିଛନ୍ତି ୧୧ ଜଣ ଏମ୍ପି। ଓପନିଂ ବ୍ୟାଟିଂରେ ସେମାନେ ଛକାମାରି ସିଧା ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସନି ଦେଓଲ, ତେଜସ୍ବୀ ସୂର୍ଯ୍ୟା,...
ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା ଘଟଣା: ୩ ଗିରଫ, ୨ ଫେରାର
ଲକ୍ଷ୍ନୌ, ୨୭।୫: ଆମେଠିର ନବନିର୍ବାଚିତ ଭାଜପା ଏମ୍ପି ସ୍ମୃତି ଇରାନୀଙ୍କର ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କ ଗିରଫ କରିଛି। ଆଉ ଦୁଇଜଣ ଅଭିଯୁକ୍ତ ଖସି ପଳେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଏହି...
୧୭ତମ ଲୋକ ସଭାର ସୁନ୍ଦରୀ ଏମ୍ପି
ନୂଆଦିଲ୍ଲୀ,୨୭।୫: ଦେଶର ୧୭ତମ ଲୋକ ସଭାକୁ ନବନିର୍ବାଚିତ ହୋଇ ଆସିଛନ୍ତି ପଶ୍ଚିମବଙ୍ଗର ମିମି ଚକ୍ରବର୍ତ୍ତୀ। ୩୦ ବର୍ଷ ବୟସ୍କା ମିମି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ଯାଦବପୁର ଲୋକ ସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ୨୦୦୮ରେ ସେ ଫିଲ୍ମ ଦୁନିଆରେ...
ଶାନ୍ତିବନରେ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ
ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ୫୫ ତମ ଶ୍ରାଦ୍ଧ ବାର୍ଷିକୀରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋନିଆ ଶାନ୍ତିବନରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୂର୍ବତନ...
ଏବେ ହେବ ରାମଙ୍କ କାମ: ମୋହନ ଭାଗଓ୍ବତ୍
ଉଦୟପୁର,୨୭।୫: ଭାଜପାର ବିପୁଳ ବିଜୟ ପରେ ଆର୍ଏସ୍ଏସ୍ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହି ମର୍ମରେ ଆର୍ଏସ୍ଏସ୍ ପ୍ରମୁଖ ମୋହନ ଭାଗଓ୍ବତ୍ ରାମ ମନ୍ଦିର ସମ୍ପର୍କରେ ସବୁଜ ସଙ୍କେତ ଦେଇଛନ୍ତି। ସେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ...
ମୋଦିଙ୍କ ନବରତ୍ନରେ ସ୍ଥାନ ପାଇବେ କିଏ?
ନୂଆଦିଲ୍ଲୀ, ୨୭।୫: ମେ ୩୦ରେ ଦେଶର ୧୭ତମ ଲୋକ ସଭାର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ତେବେ ମୋଦିଙ୍କ ରବରତ୍ନ ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ସେ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା।...
ଘରୋଇ ହିଂସା ଆଇନ: ବିଧବାଙ୍କୁ ଭରଣପୋଷଣ ଦେବେ ସ୍ବାମୀଙ୍କ ଭାଇ
ନୂଆଦିଲ୍ଲୀ,୨୭ା୫(ପି.ଟି.): ଘରୋଇ ହିଂସା ଆଇନ ଅନୁଯାୟୀ ଜଣେ ବିଧବା ମହିଳାଙ୍କୁ ଭରଣପୋଷଣ ଦେବାକୁ ତାଙ୍କ ଦେଡଶୁର କିମ୍ବା ଦିଅରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଟିପ୍ପଣୀ ଦେଇଛନ୍ତି। ଜଣେ ନିର୍ଯାତିତା ପତ୍ନୀ ତାଙ୍କ ସ୍ବାମୀଙ୍କ...
Archives


