ଜାତୀୟ

ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍‌ କରିବା…

ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ପାଟନା,୨୭।୧୧: ବିହାରରେ ଜଣେ ବିଧାୟକ ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ଆର୍‌ଜେଡି ବିଧାୟକ ଶିବଚନ୍ଦ୍ର ରାମ ଏଭଳି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପିଆଜ ଦାମ ବୃଦ୍ଧି…

ଠିକ୍‌ ସମୟରେ ଉଚିତ ଜବାବ ଦେବି: ଫଡନବିସ୍‌

ମୁମ୍ବାଇ,୨୭।୧୧: ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ୍‌। ଇସ୍ତଫା ଦେବା ପରେ ସେ ନିଜ ମନର କଥା କହିଛନ୍ତି। ଅଜିତ ପାଓ୍ବାରଙ୍କ ସହ ମିଶି ସରକାର…

ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ: ରାବ୍ରୀ ଦେବୀ-ମୋଦିଙ୍କ ସମକ୍ଷକ ହେବେ ଉଦ୍ଧବ

ମୁମ୍ବାଇ,୨୭।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ଏହା ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ଅବା ବିଧାନ ପରିଷଦ…

ତାମିଲ ଫିଲ୍ମ ଅଭିନେତା ବାଲା ସିଂଙ୍କ ପରଲୋକ

ଚେନ୍ନାଇ,୨୭।୧୧: ତାମିଲ ଫିଲ୍ମ ଅଭିନେତା ବାଲା ସିଂ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେବ ଜ୍ୱରରେ ପୀଡିତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବାଲାଙ୍କ ପରଲୋକରେ ତାମିଲ ଫିଲ୍ମ…

ଆରମ୍ଭ ହେବ ଠାକ୍‌ରେ ଶାସନ: ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଜାତୀୟ ସ୍ତରୀୟ ନେତାଙ୍କୁ କରାଯିବ ନିମନ୍ତ୍ରଣ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପାର୍କରେ ଅତିଥିଙ୍କ ପାଇଁ ୭୦ ହଜାରରୁ…

ଏନ୍‌ସିପିରେ ଥିଲି ଏବେ ବି ରହିଛି: ଅଜିତ୍‌ ପାଓ୍ବାର

ମୁମ୍ବାଇ,୨୭।୧୧: ଏନ୍‌ସିପିରେ ଥିଲି ଏବେ ବି ଦଳରେ ରହିଛି ବୋଲି ଘରବାହୁଡ଼ି ଥିବା ନେତା ଅଜିତ୍‌ ପାଓ୍ବାର ବୁଧବାର କହିଛନ୍ତି। ମହାରାଷ୍ଟ୍ର ବିଧାନ ଭବନରେ ସେ ବିଧାୟକ ଭାବେ ଶପଥ ପାଠ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ…

କମିଛି ଦୁର୍ନୀତିି; ଲାଞ୍ଚ କାରବାର ୧୦ ପ୍ରତିଶତ ହୋଇଛି କମ୍‌: ସର୍ଭେ

ନୂଆଦିଲ୍ଲୀ,୨୭।୧୧: ଗତ ଏକ ବର୍ଷ ମଧ୍ୟରେ ଦେଶର କେତେକ ରାଜ୍ୟରେ ଦୁର୍ନୀତି କମିଛି। ସେହିପରି ଏହି ସମୟ ମଧ୍ୟରେ ଲାଞ୍ଚ କାରବାର ୧୦ ପ୍ରତିଶତ କମ୍‌ ହୋଇଛି। ଏନେଇ ଟାନ୍ସପରେନ୍ସି ଇଣ୍ଟରନ୍ୟାସନାଲ୍‌ ଏବଂ ଲୋକାଲ ସର୍କଲ୍ସ୍‌ ପକ୍ଷରୁ ଏକ ସର୍ଭେ ରିପୋର୍ଟ…

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କ ଭଦ୍ରା। ଉଭୟ ଚିଦାମ୍ବରମଙ୍କୁ ଭେଟି ତାଙ୍କ…

କମୁଛି ଏନ୍‌ଡିଏ ଶାସିତ ରାଜ୍ୟ ସଂଖ୍ୟା: ୧୧ ମାସରେ ହାତରୁ ଗଲାଣି ୪

ନୂଆଦିଲ୍ଲୀ,୨୭।୧୧: ଧୀରେଧୀରେ ଏନ୍‌ଡିଏ ଶାସିତ ରାଜ୍ୟ ସଂଖ୍ୟା କମିବାରେ ଲାଗିଛି। ୨୦୧୭ରେ ଏନ୍‌ଡିଏ ଦେଶର ୭୨ ପ୍ରତିଶତ ଅଞ୍ଚଳରେ ଶାସନରେ ଥିବାବେଳେ ନଭେମ୍ବର ୨୦୧୯ ସୁଦ୍ଧା ଏହା ୪୧ ପ୍ରତିଶତକୁ ଖସି ଆସିଛି। ଗତ ୧୧ ମାସ ମଧ୍ୟରେ ଏନ୍‌ଡିଏ ହାତରୁ…

ପ୍ରେମିକା ଧୋକା ଦେବାରୁ ଆତଙ୍କବାଦୀ ହେଲେ ଯୁବକ

ଗୁଆହାଟି,୨୭।୧୧: ଆସାମର ଗୋଲପାଡାରେ ୩ ସଂଦିଗ୍ଧ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ଏମାନେ ଆସାମ ଏବଂ ଦିଲ୍ଲୀରେ ଆକ୍ରମଣର ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ତେବେ ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ୨୪ ବର୍ଷୀୟ ଲୁଇତ୍‌ ଜମିଲ ଲୁଇନ୍‌ ଅଛନ୍ତି।…

ପୁଣି ଶପଥ ନେଲେ ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର

ନୂଆଦିଲ୍ଲୀ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିବା ପରେ ବୁଧବାର ବିଧାନ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର ପୁଣି ଶପଥ ନେଇଛନ୍ତି। ସେମାନେ ବିଧାୟକ ଭାବେ ଶପଥ ପାଠ କରିଛନ୍ତି। ସେମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?