ଜାତୀୟ

ସୁରକ୍ଷିତ ଅଛନ୍ତି ଏନ୍‌ସିପିର ନିଖୋଜ ବିଧାୟକ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତକୁ ନେଇ ସୁପ୍ରିମକୋର୍ଟରେ ରବିବାର ଶୁଣାଣି ଥିବା ସମୟରେ ଏନ୍‌ସିପି ବିଧାୟକ ଦୌଲତ ଦରୋଦା ସକାଳେ ନିଖୋଜ ହୋଇଯାଇଥିବା ଜଣାପଡିଲା। ହେଲେ ଏହାର କିଛି ଘଣ୍ଟା ପରେ ଦରୋଦା ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି କି ସେ ଏବେ ସମ୍ପୂର୍ଣ୍ଣ…

ଯୁବକଙ୍କ ହାତ ଓ ପାଦର ଆଙ୍ଗୁଳି ସଂଖ୍ୟା ୨୮…

ସାଧାରଣତଃ ମଣିଷଙ୍କ ଦୁଇ ହାତ ଏବଂ ପାଦରେ ୧୦ ଲେଖାଏଁ ଆଙ୍ଗୁଳି ରହିଥାଏ। ତେବେ ଗୁଜରାଟରେ ବାସ କରୁଥିବା ଦେବେନ୍ଦ୍ର ସୁଥରଙ୍କ ପ୍ରତି ହାତ ଏବଂ ପାଦରେ ୭ ଲେଖାଏଁ ଆଙ୍ଗୁଳି ରହିଛି। ତାଙ୍କର ଆଙ୍ଗୁଳି ସଂଖ୍ୟା ୨୮। ସେହିପରି ଓଡ଼ିଶାର…

ମହାରାଷ୍ଟ୍ର ରାଜନୈତିକ ସ୍ଥିତି: ସୋମବାର ଶୁଣାଣି; ରାଜ୍ୟପାଳଙ୍କଠାରୁ ଦସ୍ତାବିଜ୍‌ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶାସନ ଡୋରି ଧରିଥିବାବେଳେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ରବିବାର ସୁପ୍ରିମ୍‌କୋର୍ଟ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ରାଜ୍ୟପାଳ ଭଗତ…

ଏନ୍‌ଡିଏରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି ପାଓ୍ବାର

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ମହାଭାରତର ଅଭେଦ୍ୟ ଦୁର୍ଗକୁ ପଶିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ ବୋଲି କୁହାଯାଉଛି। ଗୋଟିଏ ପଟେ ଏନ୍‌ସିପି ନେତା ଅଜିତ ପାଓ୍ବାର ଭାରତୀୟ ଜନତା ପାର୍ଟି(ଭାଜପା) ସହ ମିଶି ସରକାର ଗଢୁଥିବା ବେଳେ ଅନ୍ୟପଟେ ଏନ୍‌ସିପି ମୁଖ୍ୟ ଏହାକୁ…

୩ ବର୍ଷରେ ୫ ରାଜ୍ୟରେ ଭାଜପା ପାଇଁ ଗେମ୍‌ ଚେଞ୍ଜର୍‌ ହୋଇଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୪।୧୧: ଗତ ୩ ବର୍ଷ ମଧ୍ୟରେ ୫ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ରାଜ୍ୟପାଳ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଟି କ୍ଷେତ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଚଳିତ ନଭେମ୍ବର ୨୩ରେ ମହାରାଷ୍ଟ୍ରରେ ଗଠନ କରାଯାଇଥିବା ଭାଜପା…

ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପରଲୋକ

ଭୋପାଳ,୨୪।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଚନ୍ଦ୍ର ଯୋଶୀଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଛି। ସେ ମଧ୍ୟପ୍ରଦେଶର ୯ମ ମୁଖ୍ୟମନ୍ତ୍ରୀ ଭାବେ ଜୁନ୍‌ ୧୯୭୭ରୁ ଜାନୁୟାରୀ ୧୯୭୮ (୬ମାସ) ପାଇଁ କାର୍ଯ୍ୟଭାର…

ପାକିସ୍ତାନକୁ ପିଓକେ ବଦଳରେ ଟମାଟୋ ଦେବାକୁ ଅଫର୍‌ ଦେଲେ କୃଷକ

ନୂଆଦିଲ୍ଲୀ,୨୪।୧୧: ପାକିସ୍ତାନରେ ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ଏବେ ସେଠାରେ ଟମାଟୋ କିଲୋ ପିଛା ଦର ୪ଶହ ଟଙ୍କାରେ ପହଞ୍ଚିଛି। ଏତିକି ବେଳେ ଭାରତର କୃଷକ ପାକିସ୍ତାନକୁ ଟମାଟୋ ଦେବାପାଇଁ କିଛି ଅଫର୍‌ ଦେଇଛନ୍ତି। ଏମାନେ କହିଛନ୍ତି ପାକ୍‌…

ଅଯୋଧ୍ୟା ମାମଲାରେ ଦେଶବାସୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି: ମୋଦି

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶବାସୀଙ୍କ ପ୍ରଶଂସା କରିଛନ୍ତି। ଅଯୋଧ୍ୟା ମାମଲା ରାୟକୁ ଦେଶର ୧୩୦ କୋଟି ଜନତା ହୃଦୟର ସହିତ ସ୍ବୀକାର କରିନେଇଛନ୍ତି। ଏହାଦ୍ୱାରା ଦେଶବାସୀ ପୁଣିଥରେ…

ମହାରାଷ୍ଟ୍ରରେ ହେବ ଭାଜପା ବିନାଶର ଆରମ୍ଭ: ସଞ୍ଜୟ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତ ଏବେ କାଠଗଡାରେ। ଏତିକିବେଳେ ବହୁମତ ନେଇ ସରକାର ଗଠନ କରିବାକୁ ଠିଆ ହୋଇଥିବା ଶିବସେନାକୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି। ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି।…

ଥଣ୍ଡାରୁ ସୁରକ୍ଷା ପାଇଁ ଅଯୋଧ୍ୟାରେ ଗାଈଗୋରୁ ପିନ୍ଧିବେ କୋଟ୍‌

ଅଯୋଧ୍ୟା,୨୪।୧୧: ପ୍ରବଳ ଥଣ୍ଡାରୁ ଗାଈଗୋରୁଙ୍କୁ ସୁରକ୍ଷା ଦେବା ପାଇଁ ଅଯୋଧ୍ୟା ନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ଏଠାରେ ଥିବା ଗାଈଗୋରୁଙ୍କୁ କୋଟ୍‌ ପିନ୍ଧିବାକୁ ଦିଆଯିବ। ନିଗମ ପକ୍ଷରୁ ସ୍ଥାନୀୟ ସାଧୁସନ୍ଥ ଏବଂ ଜନସାଧାରଣଙ୍କ ସହିତ…

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଭୂଜବଳ କହିଲେ ମହାରାଷ୍ଟ୍ରରେ ହେବ ଶିବସେନା, ଏନ୍‌ସିପି, କଂଗ୍ରେସ ସରକାର

ମୁମ୍ବାଇ,୨୪।୧୧:ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ରବିବାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଦଳ ଭିନ୍ନ ମତ ଦେଉଛନ୍ତି। ରବିବାର ଏନ୍‌ସିପି ନେତା ଛଗନ ଭୂଜବଳ କହିଛନ୍ତି ଏନ୍‌ସିପିର ୪୯-୫୦ ବିଧାୟକ…

ଏନ୍‌ସିପି ବିଧାୟକ ନିଖୋଜ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଭାଜପାରୁ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କଲେ ସତ। ହେଲେ ଏପର୍ଯ୍ୟନ୍ତ ସଂଖ୍ୟା ଗରିଷ୍ଠତାକୁ ନେଇ ତାଙ୍କ ମନରୁ ଭୟ ଦୂର ହୋଇନାହିଁ। ଏବେ ତା’ର ମୁଖ୍ୟ ସହଯୋଗୀ ଏନ୍‌ସିପି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?