ଜାତୀୟ

ରକ୍ତଚାପ ନିୟନ୍ତ୍ରଣ କରେ ଅଳେଇଚ

ବଡ ଅଳେଇଚ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌-ସି ଏବଂ ପୋଟାସିୟମ ଭରପୂର ମାତ୍ରାରେ ଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥଗୁଡିକ ବାହାର କରିବାରେ ସହାୟକ ହୋଇଥାଏ। ଶ୍ୱାସରୋଗୀ ପ୍ରତିଦିନ ଅଳେଇଚ ଖାଇବା ଆବଶ୍ୟକ। ଥଣ୍ଡା-କାଶ,…

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା ଭାବେ ବଛାଯାଇଛି। ଗଠବନ୍ଧନର ତିନି ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିବେ। ସେହିଭଳି ନଭେମ୍ବର ୨୮ ଗୁରୁବାର…

କାଟ୍ରୋସାଟ-୩ ଉତ୍‌କ୍ଷେପଣ ପୂର୍ବରୁ ତିରୁମାଲା ଦର୍ଶନ କଲେ ଇସ୍ରୋ ମୁଖ୍ୟ

ତିରୁପତି,୨୬।୧୧: ଇସ୍ରୋ ମୁଖ୍ୟ କେ. ଶିବନ୍‌ ଭାରତର ଉପଗ୍ରହ କାଟ୍ରୋସାଟ-୩ ଉତ୍‌କ୍ଷେପଣ ପୂର୍ବରୁ ମଙ୍ଗଳବାର ତିରୁପତିସ୍ଥିତ ତିରୁମାଲା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ଭଗବାନ୍‌ଙ୍କ ଆଶୀର୍ବାଦ ମଧ୍ୟ ଭିକ୍ଷା କରିଛନ୍ତି। ସୂଚନାମୁତାବକ ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର…

ଭାଜପା ବରିଷ୍ଠ ବିଧାୟକ କାଳିଦାସ ହେଲେ ଅସ୍ଥାୟୀ ବାଚସ୍ପତି

ମୁମ୍ବାଇ,୨୬।୧୧: ଭାଜପାର ବରିଷ୍ଠ ବିଧାୟକ କାଳିଦାସ କୋଲମ୍ବକରଙ୍କୁ ମଙ୍ଗଳବାର ଅସ୍ଥାୟୀ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ସନ୍ଧ୍ୟାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରି କାଳିଦାସଙ୍କୁ ରାଜଭବନରେ ଶପଥ ଗ୍ରହଣ କରାଇଥିଲେ। ବୁଧବାର ଅସ୍ଥାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଶୀତକାଳୀନ ଅଧିବେଶନ ଆରମ୍ଭ…

ଅନନ୍ତନାଗ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରେନେଡ ଆକ୍ରମଣ: ସରପଞ୍ଚ ସମେତ ୨ମୃତ

ଶ୍ରୀନଗର,୨୬।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଅନନ୍ତନାଗରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି। ଏହି ଦୁର୍ଘଟଣାରେ ସରପଞ୍ଚ ସମେତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଏହା ପୂର୍ବରୁ ଶ୍ରୀନଗର…

ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ ଫଡ୍‌ନବିସ

ମୁମ୍ବାଇ,୨୬।୧୧: ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମଙ୍ଗଳବାର ଘୋଷଣା କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ। ଏହାପରେ ସେ ସନ୍ଧ୍ୟାରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ଏହାକୁ…

ସାବରିମାଲା ମନ୍ଦିରରେ ଗଛ ପଡ଼ି ୧୧ ଶ୍ରଦ୍ଧାଳୁ ଆହତ

କୋଚି,୨୬।୧୧: ସାବରିମାଲା ମନ୍ଦିରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାରାକୋଟାମ୍‌-ଚନ୍ଦ୍ରନନ୍ଦନା ମାର୍ଗରେ ଏକ ଗଛ ପଡ଼ିବାରୁ ୧୧ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଯୁଦ୍ଧକାଳିନ ଭିତ୍ତିରେ ରାସ୍ତାରୁ ଗଛ ଉଠଇବା ସହ ଆହତଙ୍କୁ ଉଦ୍ଧାର କରିଥିଲା। ପରେ…

ଆସନ୍ତା କାଲି ଶପଥ ନେଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଗଣିତ ହୋଇଗଲା ଓଲଟ ପାଲଟ। ଫେଲ୍‌ ମାରିଲା ଭାଜପାର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ପ୍ଲାନ୍‌। ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବୁଧବାର ସେ…

ସାବରିମାଳା ମନ୍ଦିରରେ ମହିଳାଙ୍କ ଉପରକୁ ଲଙ୍କା ପାଉଡର ସ୍ପ୍ରେ କଲେ ଯୁବକ

ଥିରୁଭନନ୍ତପୁରମ,୨୬।୧୧: କେରଳର ସାବରିମାଳା ମନ୍ଦିରରେ ଜଣେ ମହିଳାଙ୍କ ଲଙ୍କା ପାଉଡର ସ୍ପ୍ରେ କରାଯାଇଛି। ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର ଉପରେ ଲଢୁଥିବା ବିନ୍ଦୁ ଅମିନିଙ୍କ ଉପରେ ମଙ୍ଗଳବାର ଜଣେ ଯୁବକ ଲଙ୍କା ପାଉଡର ସ୍ପ୍ରେ କରିଥିଲେ। ପୋଲିସ କମିଶନର ଅଫିସ୍‌ ପାଖରେ…

ଉଦ୍ଧବ ହେବେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ: ସଞ୍ଜୟ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିର ଡ୍ରାମା ଏବେ ନୂଆ ମୋଡ ନେଇଛି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ନେତା ଅଜିତ ପାଓ୍ବାର ଇସ୍ତଫା ଦେବା ପରେ ସମସ୍ତଙ୍କ ନଜର ରହିଥିଲା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଉପରେ।…

ହଟ୍‌ ଷ୍ଟୋନ୍‌ ମସାଜ୍‌ ରଖେ ଏସବୁ ରୋଗରୁ ଦୂରେଇ…

ବିଭିନ୍ନ ଶାରୀରିକ ସମସ୍ୟା କ୍ଷେତ୍ରରେ ହଟ୍‌ ଷ୍ଟୋନ୍‌ ମସାଜ୍‌ ଯୋଗୁ ସୁଫଳ ମିଳିଥାଏ। ଏହି ପ୍ରକାର ଚିକିତ୍ସାରେ ପଥରକୁ ଗରମ କରି ଶରୀରର ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଥାଏ। ପଥରର ତାପମାତ୍ରା ସମ୍ପୃକ୍ତ ସ୍ଥାନର ମାଂସପେଶୀକୁ ସତେଜ କରେ। ଫଳରେ ରକ୍ତ ସଞ୍ଚାଳନ…

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏଥିରୁ ଅଧାଗ୍ଲାସେ …

ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ଆଇରନ୍‌, ପ୍ରୋଟିନ୍‌ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?