ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦୋଷ ଦେବା ଅନୁଚିତ: ସ୍ବାମୀନାଥନ
ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀ, ହରିୟାଣା ଆଦି ସ୍ଥାନର ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରାଯାଉଛି। କାରଣ ଏମାନେ ବହୁ ପରିମାଣରେ ନଡା ପୋଡୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଥିଲେ। ହେଲେ ମଙ୍ଗଳବାର ବିଶିଷ୍ଟ…
ମହାରାଷ୍ଟ୍ରରେ ପୁଣିଥରେ ବିଧାନସଭା ନିର୍ବାଚନ ହେବା ଆବଶ୍ୟକ:ଭାଜପା ମନ୍ତ୍ରୀ
ପୁଣେ,୫।୧୧: ମହାରାଷ୍ଟ୍ରରେ ସରକାର ଗଢିବା ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜୟକୁମାର ରାଓ୍ବଲ ପୁଣିଥରେ ବିଧାନସଭା ନିର୍ବାଚନ କରିବା ପାଇଁ ମତ ଦେଇଛନ୍ତି। ସେ କହିଛନ୍ତି ଭାଜପାର କିଛି…
ଷ୍ଟାଚ୍ୟୁ ଅଫ୍ ୟୁନିଟି ତାଜମହଲଠାରୁ ଅଧିକ ଆୟ କରିଛି
ନୂଆଦିଲ୍ଲୀ,୫।୧୧: ଷ୍ଟାଚ୍ୟୁ ଅଫ୍ ୟୁନିଟି ସପ୍ତାଶ୍ଚର୍ଯ୍ୟ ତାଜମହଲଠାରୁ ଅଧିକ ଆୟ କରି ରେକର୍ଡ କରିଛି। ଅକ୍ଟୋବର ୩୧ ସୁଦ୍ଧା ତାଜମହଲ ୫୬ କୋଟି ଟଙ୍କା ଆୟ କରିଛି। ତେବେ ଏହି ସମୟ ମଧ୍ୟରେ ଗୋଟିଏ ବର୍ଷରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ୬୩…
ସୁଷମା ସ୍ବରାଜଙ୍କୁ ମନେପକାଇଲେ ସ୍ବାମୀ: କହିଲେ ବିଦେଶରେ ନୁହେଁ, ନିଜ ଦେଶରେ ହିଁ ସର୍ଜରୀ କରିବାକୁ ଚାହୁଁଥିଲେ
ନୂଆଦିଲ୍ଲୀ, ୫।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଚଳିତବର୍ଷ ଅଗଷ୍ଟରେ ନିଧନ ହୋଇଯାଇଥିଲା। ତାଙ୍କ ବିୟୋଗର ୩ମାସ ପରେ ସ୍ବାମୀ ସ୍ବରାଜ କୌଶଳ ଏକ ଭାବପ୍ରବଣ ଟୁଇଟ କରିଛନ୍ତି। ସେ ଟୁଇଟରେ…
କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରକୁ ନେଇ ପୁଣି ମତ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର
ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡି ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଥିଲେ ବୋଲି ପ୍ରଥମେ ସୂଚନା ମିଳିଥିଲା। ହେଲେ ଏବେ ଏହି ଆଦେଶକୁ ତୁରନ୍ତ ପରିବର୍ତ୍ତନ କରିବାକୁ ସେ ନିର୍ଦ୍ଦେଶ…
ଦିଲ୍ଲୀର ପ୍ରଦୂଷଣକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନନ୍ଦ କିଶୋର
ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ବେଳକୁ ବେଳ ବଢିଯାଉଥିବା ବେଳେ ଏବେ ଏହାକୁ ନେଇ ସମସ୍ତେ ଚିନ୍ତାରେ। ତେବେ ଗାଜିଆବାଦ ଲୋନିର ଭାଜପା ବିଧାୟକ ନନ୍ଦ କିଶୋର ଗୁରଜର ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର…
ଦେଶର ସର୍ବାଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ନୁହେଁ ବରଂ ଉତ୍ତର ପ୍ରଦେଶର ୮, ହରିୟାଣାର ୨ ସହର ରହିଛି
ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସମଗ୍ର ଦେଶରେ ଚିନ୍ତାର ବିଷୟ ପାଲଟିଛି। ସୋମବାର ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କାରଣ ରାଜଧାନୀର କିଛି ସହରରେ ବାୟୁର ଗୁଣବତ୍ତା ଗମ୍ଭୀରରୁ ଖସି ଖରାପରେ ପହଞ୍ଚିଥିବା ନେଇ AQI ରୁ ଜଣାପଡ଼ିଛି।…
୭ ହଜାର କୋଟିର ବ୍ୟାଙ୍କ ଠକେଇ: ୧୫ ରାଜ୍ୟର ୧୮୭ ସ୍ଥାନରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ,୫।୧୧: ବ୍ୟାଙ୍କରେ ହୋଇଥିବା ୭ ହଜାର କୋଟି ଟଙ୍କାର ଠକେଇ ପାଇଁ ସିବିଆଇ ପକ୍ଷରୁ ୧୫ ରାଜ୍ୟର ୧୮୭ ସ୍ଥାନରେ ଚଢ଼ାଉ କରାଯାଇଛି। ବ୍ୟାଙ୍କ ଦୁର୍ନୀତି ନେଇ ୩୫ଟି ମାମଲା ରୁଜୁ ହୋଇଥିଲା। ତଥ୍ୟ ହାସଲ ଲାଗି ସିବିଆଇ ପକ୍ଷରୁ ଆନ୍ଧ୍ରପ୍ରଦେଶ,…
ଏକ କୋଟି ଟଙ୍କା ନେଇ ଯାଉଥିବା ବ୍ୟାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୪ କର୍ମଚାରୀ ମୃତ
ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀର ବ୍ୟାଙ୍କର ଏକ ଭ୍ୟାନ୍ ସୋମବାର ରାତିରେ କଠୁଆରୁ ବାନି ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଏକ କୋଟି ଟଙ୍କା ଥିବା ବେଳେ ୪ ବ୍ୟାଙ୍କ କର୍ମଚାରୀ ରହିଥିଲେ। ଦୁର୍ଘଟଣାରେ ୪ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା…
ଫଡ଼ନବିଶଙ୍କୁ ସାମ୍ନାରେ ସମାଲୋଚନା: ମହାରାଷ୍ଟ୍ରରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ଜିରୋ ଭିଜିବିଲିଟିରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ସଦୃଶ
ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଛି। ରାଜ୍ୟ ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସୋମବାର ଭେଟିଥିଲେ। ଏହାକୁ ନେଇ ଶିବସେନା ମୁଖପତ୍ର ସାମ୍ନାରେ ମଙ୍ଗଳବାର ଫଡ଼ନବିଶଙ୍କୁ କଡ଼ା…
ଓକିଲଙ୍କ ବିରୋଧରେ ତାତିଲେ ପୋଲିସ: ହେଡ୍କ୍ୱାଟର ସମ୍ମୁଖରେ ବିରୋଧ ପ୍ରଦର୍ଶନ
ନୂଆଦିଲ୍ଲୀ,୫।୧୧: ଦିଲ୍ଲୀର ତିସ୍ ହଜାରୀ କୋର୍ଟ ବାହାରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ମାମଲା ଏବେ ଉଗ୍ରରୂପ ଧାରଣ କରିଛି। ମଙ୍ଗଳବାର ସକାଳେ ଦିଲ୍ଲୀର ପୋଲିସ ହେଡ୍କ୍ୱାଟର ସମ୍ମୁଖରେ ବହୁ ମାତ୍ରାରେ ପୋଲିସ ଯବାନ ଏକତ୍ରିତ ହୋଇ ବିରୋଧ…
ନିର୍ଭୟା ଗଣ ବଳାତ୍କାର ମାମଲା: ରାଜକ୍ଷମା ପାଇଁ ମନା କଲେ ଦୋଷୀ; ଏବେ ଫାଶିକୁ ଅପେକ୍ଷା !
ନୂଆଦିଲ୍ଲୀ,୫।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଥିଲା। ସେହିପରି ସେମାନେ ସୁପ୍ରିମ୍କୋର୍ଟରେ ସୋମବାର ପୁନର୍ବିଚାର ଓ କ୍ୟୁରେଟିଭ୍ ପିଟିଶନ ଦାଖଲ କରିବାର ଥିଲା। ମାତ୍ର ଦୋଷୀମାନେ ରାଜକ୍ଷମା କିମ୍ବା ପୁନର୍ବିଚାର ଓ…
Archives


