ଜାତୀୟ

କଂଗ୍ରେସକୁ ଝଟକା: ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ଦେଲେ ଇସ୍ତଫା

ଅଗରତାଲା,୨୪।୯: କଂଗ୍ରେସକୁ ତ୍ରିପୁରାରେ ଏକ ଶକ୍ତ ଝଟକା ଲାଗିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରଦ୍ୟୋତ ଦେବ ବର୍ମନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଟୁଇଟର ଜରିଆରେ ବର୍ମନ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଦଳ ଭ୍ରଷ୍ଟାଚାରୀଙ୍କୁ ଉଚ୍ଚ ପଦରେ…

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ସେହିପରି ପାକିସ୍ତାନର ଇସ୍‌ଲାମାବାଦ, ପେଶାଓ୍ବର, ରାଓ୍ବଲପିଣ୍ଡି ଓ ଲାହୋର ସମେତ ବହୁ…

ଶରୀର ପାଇଁ କ୍ଷତିକାରକ ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌

କିଛିବର୍ଷ ପୂର୍ବରୁ ଲୋକମାନେ ମାଟି ବା କାଚ ପାତ୍ରରେ ଚା’ ପିଉଥିଲେ। ହେଲେ ଆଧୁନିକ ଯୁଗରେ ମାଟି ବା କାଚ ପାତ୍ରର ସ୍ଥାନ ନେଇଛି ଥର୍ମୋକୋଲ ଓ ପ୍ଲାଷ୍ଟିକ କପ୍‌। ଏହା ଆଖିକୁ ସୁନ୍ଦର ଦେଖାଯିବା ସହ ବ୍ୟବହାରରେ ସହଜ ହେଉଥିବାରୁ…

ନୀତୀଶ କୁମାରଙ୍କ ଗାଡି ଉପରକୁ କାଳିମାଡ

ପାଟନା,୨୪।୯: ବିହାର ମୁଜଫରନଗରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ମଙ୍ଗଳବାର ଗରିବ ଜନକ୍ରାନ୍ତି ଦଳର କର୍ମକର୍ତ୍ତମାନେ କାଳି ମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି। ଏଥିସହ କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ସହ ନାରା ଲଗାଇଥିଲେ। ସୂଚନାଯୋଗ୍ୟ,…

ଥରିଲା ଉତ୍ତର ଭାରତ: ଲୋକେ ଆତଙ୍କିତ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀ ଏନସିଆର୍‌ରେ ମଙ୍ଗଳବାର ଅପରାହ୍ନ ୪.୪୦ରେ ଭୂକମ୍ପ ଝଟକା ଲାଗିଛି। କେବଳ ଦିଲ୍ଲୀରେ ନୁହେଁ, ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ହରିୟାଣା, ଚଣ୍ଡିଗଡରେ ଲୋକେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ସେହିଭଳି କଶ୍ମୀରରେ ମଧ୍ୟ ଭୂମିକମ୍ପ…

ମାଡିଆସୁଛି ବାତ୍ୟା ‘ହିକ୍କା’: ଏହିସବୁ ଜାଗାରେ ରଚିବ ତାଣ୍ଡବ

ନୂଆଦିଲ୍ଲୀ,୨୪।୯: ଆରବ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ହିକ୍କା’ରେ ପରିଣତ ହୋଇଛି। ଫଳରେ ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ଓମାନ ଉପକୂଳରେ ଲ୍ୟାଣ୍ଡଫଲ କରିବ। ଏହାଦ୍ୱାରା ଓମାନ…

ଆଜମଙ୍କ ଘର ଗେଟ୍‌ରେ ଲାଗିଛି ୮୦ରୁ ଊର୍ଦ୍ଧ୍ୱ ମାମଲାର ନୋଟିସ

ରାମପୁର,୨୪।୯: ଉତ୍ତରପ୍ରଦେଶ ରାମପୁରସ୍ଥିତ ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନଙ୍କ ବାସଭବନର ମୁଖ୍ୟ ଗେଟ ସମ୍ମୁଖରେ ୮୦ରୁ ଊର୍ଦ୍ଧ୍ୱ ମାମଲାରେ କୋର୍ଟଙ୍କ ନୋଟିସ ଲାଗିଥିବା ଦେଖିବାକୁ ମିଳିଛି। ଏହି ନୋଟିସ ଏତେ ମାତ୍ରାରେ ଲାଗିଛି ଯେ ତାଙ୍କ କବାଟ ସମ୍ପୂର୍ଣ୍ଣ ଘୋଡେଇ…

ଏବେ ସାଧାରଣ ଲୋକେ ବୁଲିପାରିବେ ସିଆଚିନ ଗ୍ଲାସିୟର

ଲେହ,୨୪।୯: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହେଉଛି ସିଆଚିନ ଗ୍ଲାସିୟର। ଯେଉଁଠାରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ସିଆଚିନ୍‌ ବେସ୍‌ କ୍ୟାମ୍ପର ଉଚ୍ଚତା ୧୬ରୁ ୨୦ ହଜାର ଫୁଟ ରହିଥିବା ବେଳେ ସେଠାରେ ଯବାନଙ୍କୁ ମୁତୟନ କରାଯାଇଛି। ଏହି…

ନର୍ଥ ବ୍ଲକ୍‌ରେ ଉତ୍ତରପ୍ରଦେଶ ବିଭାଜନ ଫାଇଲ୍‌ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ,୨୪।୯: ଉତ୍ତରପ୍ରଦେଶକୁ ବିଭାଜନ କରାଯିବା ଲାଗି ଦିଲ୍ଲୀର ସଚିବାଳୟର ନର୍ଥ ବ୍ଲକ୍‌ ଅର୍ଥାତ୍‌ କ୍ୟାବିନେଟ୍‌ ସେକ୍ରେଟାରିଏଟ୍‌ରେ ଫାଇଲ୍‌ ପ୍ରସ୍ତୁତ ହେଉଥିବା ନେଇ ଏବେ ଚର୍ଚ୍ଚା ଚାଲିଛି। ସମାଜବାଦୀ ପାର୍ଟି ସଦସ୍ୟ ଅଖିଳେଶ ଯାଦବ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଉଠାଓ୍ବଲେଙ୍କ ମନ୍ତବ୍ୟ…

ଫେସ୍‌ବୁକ୍‌ ସହିତ ଆଧାର ସଂଯୋଗ ପ୍ରସଙ୍ଗ: ସରକାର ୩ ସପ୍ତାହ ମଧ୍ୟରେ ସୁପ୍ରିମ୍‌କୋର୍ଟକୁ ଦେବେ ପରାମର୍ଶ

ନୂଆଦିଲ୍ଲୀ,୨୪।୯: ଫେସ୍‌ବୁକ୍‌ରେ ବିଭିନ୍ନ ବିଭ୍ରାନ୍ତିକର ଖବର ପ୍ରସାର ହେବାଯୋଗୁ ଦେଶର ସ୍ଥିତି ସଙ୍କଟ ଦେଇ ଗତି କରିବା ସହିତ ବହୁ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ସହିତ ଆଧାର ସଂଯୋଗ ଲାଗି କରାଯାଇଥିବା…

୨୨ ଟଙ୍କାରେ ମିଳୁଛି ପିଆଜ

ନୂଆଦିଲ୍ଲୀ,୨୪।୯: ପିଆଜ କିଲୋକୁ ୮୦। ସମଗ୍ର ଦେଶରେ ପୁଣି ଥରେ ବୃଦ୍ଧି ପାଇଛି ପିଆଜ ଦର। ଦର ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୮୦…

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର ଜଣଙ୍କ ମଧ୍ୟ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଥିଲେ। ପରେ ଉଭୟ ପକ୍ଷ ରାମଗଞ୍ଜ ଥାନାରେ ଏତଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri