ଜାତୀୟ

କମାଣ୍ଡରଙ୍କୁ ସାଲ୍ୟୁଟ୍‌ କଲା ସେନା କୁକୁର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀନଗର,୧୪।୧୨: ଏବେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ସେନାରେ ନିୟୋଜିତ ଥିବା କୁକୁର ମିନାକାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଜୁଲାଇ ୧ ଅମରନାଥ ଯାତ୍ରା ସମୟରେ ଉଠାଯାଇଥିବା କୁହାଯାଉଛି। ସେନା କୁକୁର ମିନାକା ନିଜ କାମରେ ବ୍ୟସ୍ତ ଥିବାବେଳେ ୧୫…

‘ନମାମି ଗଙ୍ଗେ’ ପ୍ରୋଜେକ୍ଟର ସମିକ୍ଷା କଲେ ମୋଦି

କାନପୁର,୧୪।୧୨: ନମାମି ଗଙ୍ଗେ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଶନିବାର ସକାଳେ କାନପୁରରେ ପହଞ୍ଚିଛନ୍ତି। ସେଠାରେ ସେ ଚନ୍ଦ୍ରଶେଖର ଆଜାଦ ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି। ଗଙ୍ଗାକୁ…

ଗତ ୬ ବର୍ଷ ଧରି ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ମୋଦି: ମନମୋହନ

ନୂଆଦିଲ୍ଲୀ,୧୪।୧୨: ଗତ ୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କୁ ଭୂଆଁ ବୁଲାଇଛନ୍ତି। ଭାରତ ବଚାଓ ରାଲିରେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶନିବାର ଏଭଳି କହିଛନ୍ତି। ସେ କୌଣସି ଗୋଟିଏ ମଧ୍ୟ ପ୍ରତିଶ୍ରୁତି ମଧ୍ୟ ପୂରଣ…

ସର୍‌ନେମ ଉଧାର ଆଣିଛନ୍ତି ରାହୁଲ: ଗିରିରାଜ ସିଂ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ ’ ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନି। ଶନିବାର ପୁଣିଥରେ ରାହୁଲ ଏଥିପାଇଁ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେବା ପରେ ଏହାକୁ ନେଇ ରାଜନୀତି ହୋଇଛି…

ଫାଶୀରେ ଝୁଲିବାର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲେ ଏହି ଅପରାଧୀ

ନୂଆଦିଲ୍ଲୀ,୧୪।୧୨: ସାଧାରଣତଃ ଫାଶୀରେ ଝୁଲିବାର କିଛି ସମୟ ମଧ୍ୟରେ ଅପରାଧୀଙ୍କ ମୃତ୍ୟୁ ଘଟିଥାଏ। ତେବେ ୧୯୮୨ରେ ତିହାର ଜେଲରେ ଅପରାଧୀ ରଙ୍ଗା ବିଲାଙ୍କୁ ଫାଶୀ ଦିଆଯିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଫାଶୀରେ ଝୁଲିବାର କିଛି ସମୟ ମଧ୍ୟରେ ବିଲାଙ୍କର…

ସତ ପାଇଁ କ୍ଷମା ମାଗିବି ନାହିଁ: ରାହୁଲ

ନୂଆଦିଲ୍ଳୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାଙ୍କ କଥାରେ ଅଡି ବସିଛନ୍ତି। ‘ରେପ୍‌ ଇନ୍‌ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍‌ ମାଗିବେ ନାହିଁ ବୋଲି କହିଛନ୍ତି। କାରଣ ଏହା ସତ। ତେଣୁ ସେ ସତ ପାଇଁ କ୍ଷମା…

ନାଗରିକତା ଆଇନକୁ ନେଇ ବିରୋଧ ଜାରି: ବସ୍‌ରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ

କୋଲକାତା,୧୪।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶନିବାର ପ୍ରଦର୍ଶନକାରୀମାନେ ମୁର୍ଶିଦାବାଦର ସାଗରଦିଘି ଅଞ୍ଚଳର ମହିଷାସୁର ଷ୍ଟେଶନରେ ଭଙ୍ଗାରୁଜା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ…

ମୋଦିଙ୍କ ଶାସନରେ ବେକାର ସମସ୍ୟା, ମହଙ୍ଗା ଦର ଏବଂ ଛଟେଇ ବଢ଼ି ଚାଲିଛି: ପ୍ରିୟଙ୍କା

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାରତ ବଚାଓ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୋଦି ସରକାରଙ୍କ ଶାସନରେ ଦେଶରେ ବେକାର ସମସ୍ୟା ବୃଦ୍ଧି ପାଇଛି। ଗତ ୪୫ ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚ…

ଉତ୍ତରପୂର୍ବରେ କୋହଳ ହେଲା କର୍ଫ୍ୟୁ, ବନ୍ଦ ରହିଛି ଇଣ୍ଟରନେଟ ସେବା

ଗୁଆହାଟୀ,୧୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ନେଇ ଉତ୍ତରପୂର୍ବ ଭାରତରେ ଆନ୍ଦୋଳନର ନିଆଁ ତେଜିବାରେ ଲାଗିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ବିରୋଧ ପ୍ରଦର୍ଶନ ଜାରି ରହିଛି। ଆସାମ ଓ ତ୍ରିପୁରାରେ ଏବେ ବି ସେନା ମୁତୟନ ହେବା…

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ ପାରିକରଙ୍କ ପୁଅ ଉତ୍ପଳ ପାରିକର ମଞ୍ଜୁରୀ ଦେବା ସହ ଏକ ଏଗ୍ରିମେଣ୍ଟ ସାଇନ୍‌ ମଧ୍ୟ…

ନବବଧୂଙ୍କ ପିଆଜ ଚିନ୍ତା ଦୂର କଲେ ସମ୍ପର୍କୀୟ

ଝାନ୍ସି,୧୪।୧୨: ସାରା ଦେଶରେ ବର୍ଦ୍ଧିତ ପିଆଜ ଦରକୁ ନେଇ ବଜାରରେ ନିଆଁ ଲାଗିଛି। ଲୋକଙ୍କ ପାଇଁ ପିଆଜ ଏତେ ମୂଲ୍ୟବାନ ହୋଇଯାଇଛି ଯେ, ଏବେ ଏହାକୁ ଲୋକେ ଉପହାର ଭାବେ ଭେଟି ଦେଉଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…

୧୫ ବର୍ଷର ପ୍ରତୀକ୍ଷା ପରେ ସେନାକୁ ମିଳିବ ଆସଲ୍ଟ ରାଇଫଲ୍‌: ଖର୍ଚ୍ଚ ହେବ ୬୩୮ କୋଟି

ନୂଆଦିଲ୍ଲୀ,୧୪।୧୨: ଭାରତୀୟ ସେନାକୁ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ୨୦୨୦ ଫେବୃୟାରୀରେ ଆମେରିକାରେ ନିର୍ମିତ ଆସଲ୍ଟ ରାଇଫଲ୍‌ ମିଳିବ। ପ୍ରଥମ ପର୍ଯ୍ୟାୟରେ ଆମେରିକା କମ୍ପାନୀ ଏସ୍‌ଆଇଜି ସାଉୟେର ୧୦ ହଜାର ଆସଲ୍ଟ ଏସ୍‌ଆଇଜି-୭୧୬ ରାଇଫଲ ଯୋଗାଇ ଦେବ। ଭାରତକୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?