ଜାତୀୟ

ବଦଳିବ ଆଗ୍ରାର ନାମ

ଲକ୍ଷ୍ନୌ,୧୮।୧୧: ଆହ୍ଲାବାଦ, ବନାରସ ଓ ଫୈଜାବାଦ ପରେ ଏବେ ଆଗ୍ରାର ନାମ ପରିବର୍ତ୍ତନ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଆଗ୍ରାର ନାମକୁ ପରିବର୍ତ୍ତନ କରାଯାଇ ଏହାକୁ ଅଗ୍ରବନ ନାମରେ ନାମିତ କରାଯିବ ବୋଲି ସୋମବାର…

ଦିନ ଦ୍ୱିପ୍ରହରରେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା: ୧୧ଲକ୍ଷ ଲୁଟ୍‌ କରି ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶ ଗୋରଖପୁର ଜିଲାର ବେଲିପାର ଅଞ୍ଚଳରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ଦ୍ୱିପ୍ରହରରେ ବେଲିପାର ଥାନା ନିକଟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ମହରୋଲି ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହାପରେ ଟଙ୍କାରେ ଭର୍ତ୍ତି…

ସରକାର ଗଠନ ପାଇଁ ପାଓ୍ବାରଙ୍କ ସସ୍‌ପେନ୍ସ : କହିଲେ, ଭାଜପା-ଶିବସେନାକୁ ପଚାର

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସମସ୍ତଙ୍କ ନଜର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଉପରେ ରହିଛି। ସୋମବାର ପାଓ୍ବାର ସୋନିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ଦିଲ୍ଲୀରେ ମଧ୍ୟ ପହଞ୍ଚି…

ଆଉ ଲାଗୁ ହେବ ନାହିଁ ଅଡ୍‌-ଇଭିନ୍‌ ନମ୍ବର: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରାଜଧାନୀ ଦିଲ୍ଲୀରେ ଏବେ ଆଉ ଆବଶ୍ୟକ ନାହିଁ ଅଡ୍‌-ଇଭିିନ୍‌ ନମ୍ବର। କାରଣ ଦିଲ୍ଲୀ ଆକାଶ ଏବେ ନିର୍ମଳ ଥିବା ସୋମବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ତେବେ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସାଧାରଣ ଜୀବନଯାତ୍ରା…

ଫି ବୃଦ୍ଧିକୁ ନେଇ ସଂସଦ ମୁହାଁ ଜେଏନ୍‌ୟୁ ଛାତ୍ର

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦ ଥମିବାରେ ନାଁ ନେଉନି। ସୋମବାର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଉତ୍ତ୍ୟକ୍ତ ଛାତ୍ରମାନେ ସଂସଦ ମୁହାଁ ହୋଇଛନ୍ତି। ନିଜର ଦାବିକୁ ସରକାରଙ୍କ ପାଖରେ…

ଶୀତକାଳିନ ଅଧିବେଶନରେ ଯୋଗ ଦେଲେନି ନୁସରତ

ନୁଆଦିଲ୍ଲୀ,୧୮।୧୧: ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁ ସୋମବାର ଆରମ୍ଭ ହୋଇଥିବା ଶୀତକାଳିନ ଅଧିବେସନରେ ଯୋଗ ଦେଇ ନାହାଁନ୍ତି। ଶ୍ୱାସ ପ୍ରଶ୍ୱାସ ଜନିତ ଅସୁବିଧା ପାଇଁ ରବିବାରଠାରୁ ସେ ପଶ୍ଚିମବଙ୍ଗର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ସେ ଶୀତକାଳିନ…

ସ୍ବଚ୍ଛତା ଅଭିଯାନ: ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ ମହାଦେବ ଯାଦବ

ପୁଣେ,୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରଖିଛନ୍ତି। ପୁଣେ ମ୍ୟୁନିସିପାଲିଟିରେ କାମ କରୁଥିବା ମହାଦେବ ଯାଦବ ରାସ୍ତା ଘାଟ ସଫା କରିବା ସମୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଲାଗି ଗୀତ ଗାଉଛନ୍ତି। ଏସବୁ ଗୀତ…

ରାସ୍ତାରେ ଥିବା ଖାଲଖମାରେ ଗଛ ଲଗାଇ ପ୍ରତିବାଦ ଜଣାଇଲେ ବାସିନ୍ଦା

ହାଇଦ୍ରାବାଦ,୧୮।୧୧: ବାରମ୍ବାର କୌଣସି ସମସ୍ୟା ନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ଏହାର ସମାଧାନ ନ ହେଲେ ବେଳେବେଳେ ଲୋକେ ଅଜବ ପ୍ରତିବାଦ ଜଣାଇଥାନ୍ତି। ଏଭଳି ଏକ ପ୍ରତିବାଦ କରିଛନ୍ତି ତେଲେଙ୍ଗାନା ହାଇଦ୍ରାବାଦ୍‌ସ୍ଥିତ ପୀର୍ଜାଡ଼ିଗୁଡ଼ା ଅଞ୍ଚଳର ବାସିନ୍ଦା। ସେମାନେ ଗତ…

ଅଯୋଧ୍ୟା ଯିବେ ନାହିଁ ଉଦ୍ଧବ

ମୁମ୍ବାଇ,୧୮।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି ଜଣାପଡିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେ ଅଯୋଧ୍ୟା ଗସ୍ତ କରିବେ ନାହିଁ ବୋଲି ସୂଚନା ମିଳଛି। ଆହୁରି ମଧ୍ୟ ମହରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଳମ୍ବ ହେଉଥିବାରୁ…

ସାଇକେଲ୍‌ ଚଢି ସଂସଦ ଆସିଲେ ମନୋଜ-ମନସୁଖ

ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରି ସାଇକେଲ ଚଢି ସଂସଦ ଭବନ ପହଞ୍ଚିଥିବା ଦେଖାଯାଇଛି। ସେହିପରି ଭାଜପା ଏମ୍‌ପି ମନସୁଖ ମନ୍ଦଭିୟା ମଧ୍ୟ…

ଜମ୍ମୁ- କଶ୍ମୀରରେ ଟ୍ରେନ୍‌ ସେବା ଆରମ୍ଭ

ଜମ୍ମୁ,୧୮।୧୧: ଶ୍ରୀନଗର-ବନିହାଲ ମଧ୍ୟରେ ପୁନର୍ବାର ଟ୍ରେନ୍‌ ସେବା ଆରମ୍ଭ କରାଯାଇଛି। ଗତ ଅଗଷ୍ଟ ମାସରୁ ଏଠାରେ ଟ୍ରେନ୍‌ ସେବା ବନ୍ଦ ଥିବା ବେଳେ ସୋମବାରଠାରୁ ଏଠାରେ ପୁଣିଥରେ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫ଏ…

ତୀର୍ଥଯାତ୍ରୀଙ୍କ ପଛରେ ୪୮୦ କିମି ଚାଲିଚାଲି କୁକୁର କରୁଛି ତୀର୍ଥଯାତ୍ରା

ଚିକ୍କାମାଗାଲୁର୍‌,୧୮।୧୧: ସାଧାରଣତଃ ମଣିଷମାନେ ତୀର୍ଥଯାତ୍ରା କରିଥାନ୍ତି। ତେବେ ଏକ କୁକୁର ସାବରିମାଲା ଆସୁଥିବା ତୀର୍ଥଯାତ୍ରୀଙ୍କୁ ଅନୁସରଣ କରି ତୀର୍ଥଯାତ୍ରା କରିଚାଲିଛି। ଏବେ କୁକୁରର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୧୩ ଜଣିଆ ଆୟପ୍ପା ଶ୍ରଦ୍ଧାଳୁଦଳଙ୍କ ପଛରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri