ଜାତୀୟ

‘ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମକୁ ଦଣ୍ଡିତ କରା ନ ଯାଉ’, ଡିଲିମିଡେଶନକୁ ନେଇ ଚେନ୍ନାଇରେ ଏକଜୁଟ ହେଲେ ବିରୋଧୀ

ଚେନ୍ନାଇ,୨୨।୩: ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଚେନ୍ନାଇରେ ବିରୋଧୀ ନେତାମାନଙ୍କର ଏକ ବୈଠକ ଡାକିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ…

ପ୍ରଥମଥର ଭିଡିଓ ଜାରି କରି ମୋଦିଙ୍କ ବିରୋଧରେ ଗର୍ଜିଲେ ନବୀନ, କହିଦେଲେ ଏମିତି…

ନୂଆଦିଲ୍ଲୀ,୨୨।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର ପ୍ରଥମ ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଅଧ୍ୟକ୍ଷତା କରି, ଏମ.କେ. ଷ୍ଟାଲିନ…

ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନବୀନ, ଆଉ କିଛିସମୟ ପରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୨।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର ପ୍ରଥମ ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଅଧ୍ୟକ୍ଷତା କରି, ଏମ.କେ. ଷ୍ଟାଲିନ…

ମୋଦିଙ୍କ ବିରୋଧରେ ହୋଇଗଲା ବଡ଼ ଡିଲ୍‌, କଂଗ୍ରେସ-ବିଜେଡି ଏକାଠି!

ନୂଆଦିଲ୍ଲୀ/ଭୁବନେଶ୍ୱର,୨୨।୩: ମୋଦିଙ୍କ ବିରୋଧରେ ବିଜେଡି କରିବ ବଡ଼ ପ୍ଲାନ। ଇଣ୍ଡିଆ ମେଣ୍ଟ ସହ ମିଶି ଭାଜପା ବିରୋଧରେ ମଇଦାନକୁ ଓହ୍ଲାଇବ ବିଜେଡି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ…

ନିଆଁ ଫିଟାଇଲା ବିଚାରପତିଙ୍କ ଗୁମର

ନୂଆଦିଲ୍ଲୀ,୨୨।୩:ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ସ୍ବତନ୍ତ୍ର ସମ୍ମାନ ରହି ଆସିଥିବାବେଳେ ବିଚାର ବ୍ୟବସ୍ଥାର ଗରିମା ନଷ୍ଟ କଲା ଭଳି ଏକ ସଦ୍ୟ ଘଟଣା ଏହାକୁ ଉଣା କରିଦେଇଛି। ହୋଲି ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ୟଶଓ୍ବନ୍ତ ବର୍ମାଙ୍କ ସରକାରୀ ବାସଭବନକୁ ନିଅଁା…

ଭାଜପାରେ ଯୋଗଦେବେ ଶଶି ଥରୁର! ଫଟୋ ଶେୟାର କରି ବୈଜୟନ୍ତ ପଣ୍ଡା କହିଲେ, ଶେଷରେ…

ଥିରୁଭାନନ୍ତପୁରମ,୨୨।୩: ଥିରୁଭାନନ୍ତପୁରମର କଂଗ୍ରେସ ଏମ୍‌ପି ଶଶି ଥରୁର ଗତ କିଛି ଦିନ ଧରି ମୋଦି ସରକାରଙ୍କୁ ପ୍ରଶଂସା କରିଆସୁଛନ୍ତି। ସେ ଏପରି ଅନେକ ବକ୍ତବ୍ୟ ଦେଇଥିଲେ ଯାହା ଦଳୀୟ ଲାଇନ ବିରୋଧରେ ଥିଲା। ସେ ଏହା ବିଷୟରେ ଦୁଃଖ ମଧ୍ୟ ପ୍ରକାଶ…

ଆଜି ରାତି ୮ଟା ୩୦ରୁ ଘଣ୍ଟାଏ ଲାଇଟ ବନ୍ଦ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨/୩: ୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍‌ ଲାଇଟ୍‌ଗୁଡ଼ିକୁ ବନ୍ଦ…

ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା, ବ୍ୟାଙ୍କ୍‌ ଠାରୁ ସ୍କୁଲ ପର୍ଯ୍ୟନ୍ତ ଜାଣନ୍ତୁ କ’ଣ ଖୋଲା ଓ ବନ୍ଦ

ନୂଆଦିଲ୍ଲୀ,୨୧।୩: ଆସନ୍ତାକାଲି ଚକ-ଅଖ ସବୁ ବନ୍ଦ । ଗତ ମାସରେ ସୀମାନ୍ତବର୍ତ୍ତୀ ଜିଲ୍ଲା ବେଲାଗାଭିରେ ମରାଠି ନ ଜାଣିବା କାରଣରୁ ଜଣେ ସରକାରୀ ବସ କଣ୍ଡକ୍ଟରଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ, ବିଭିନ୍ନ କନ୍ନଡ ସମର୍ଥକ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବା ଏକ…

VIDEO: ବିଧାନସଭାରୁ ଭାଜପା ବିଧାୟକଙ୍କୁ ଟେକି ନେଇ ବାହାର କରିଦେଲେ ସୁରକ୍ଷାକର୍ମୀ, ରାଜ୍ୟରେ ହଇଚଇ

ବେଙ୍ଗାଲୁରୁ,୨୧।୩: ୪୮ ଜଣ ନେତାଙ୍କୁ ହନି ଟ୍ରାପ କରିବା ଅଭିଯୋଗ ପରେ କର୍ନାଟକ ବିଧାନସଭାରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭାର ଭାଜପା ବିଧାୟକମାନେ ବାଚସ୍ପତିଙ୍କ ଚୌକି ଉପରେ କାଗଜପତ୍ର ଫିଙ୍ଗି ବିଧାନସଭାର କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଯାହାପରେ…

ଜାଣନ୍ତୁ ଭାରତୀୟ ରେଲଓ୍ବେରେ କେଉଁ କେଉଁ ପଦବୀ ଥାଏ? A ଠାରୁ D ବର୍ଗରେ ମିଳେ କେତେ ଦରମା

ନୂଆଦିଲ୍ଲୀ,୨୧।୩: ଭାରତୀୟ ରେଳବାଇ ୧୬ ଏପ୍ରିଲ ୧୮୫୩ରେ ଆରମ୍ଭ ହୋଇଥିଲା। ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି। ଭାରତୀୟ ରେଳବାଇ ଏସିଆର ସର୍ବବୃହତ ରେଳ ନେଟୱାର୍କ ଏବଂ ଏକକ ପରିଚାଳନା ଅଧୀନରେ କାର୍ଯ୍ୟ କରୁଥିବା ବିଶ୍ୱର ଦ୍ୱିତୀୟ ବୃହତ୍ତମ…

ଦିଲ୍ଲୀ ପରାଜୟ ପରେ ଆପ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପରାଜୟ ପରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦଳ ପକ୍ଷରୁ କିଛି ରାଜ୍ୟର ପ୍ରଭାବୀ ଏବଂ ମୁଖ୍ୟ ପଦବୀ ଅଦଳ ବଦଳ କରାଯାଇଛି। ଆମ୍‌…

ଆଉ ୧୦ଦିନ ପରେ ଆରମ୍ଭ ହେବାକୁ ଯାଉଛି ୟୁନିଫାଏଡ ପେନସନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୧।୩: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ପାଇଁ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲ, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୧ ୨୦୨୫ କିମ୍ବା ତା’ପରେ କେନ୍ଦ୍ର ସରକାରୀ ଚାକିରି କରୁଥିବା କର୍ମଚାରୀମାନେ ଏଥିପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri