ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…
ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ ଚିନି କିମ୍ବା ମିଶ୍ରି ମିଶାଇ ଗୁଣ୍ଡ କରିବା ପରେ ଏଥିରୁ ଅଧ ଚାମଚେ ଗ୍ଲାସେ…
ନଭେମ୍ବର ୮ରେ କର୍ତ୍ତାରପୁର କରିଡର ଉଦ୍ଘାଟନ କରିବେ ମୋଦି
ନୂଆଦିଲ୍ଲୀ,୧୨।୧୦: ନଭେମ୍ବର ୮ରେ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରମନ୍ତ୍ରୀ ହସ୍ରମିତ କୌର ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ସାହିବ ଯିବା ପାଇଁ ନିର୍ମାଣ ଚାଲିଥିବା ଏହି କରିଡରକୁ ଭାରତୀୟ…
ଏହି ଉପହାର ନେଇ ସ୍ବଦେଶ ଫେରିଲେ ଚାଇନା ରାଷ୍ଟ୍ରପତି
ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ଜି. ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଅନୌପଚାରିକ ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ଚେନ୍ନାଇକୁ ଧନ୍ୟବାଦ ଦେଇ ଜିନପିଙ୍ଗ ଚାଇନା ଯାଇଥିବାବେଳେ ମୋଦି ଦିଲ୍ଲୀକୁ ଫେରି ଆସିଛନ୍ତି। ତେବେ…
ଭୟରେ ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସହାୟକ
ବେଙ୍ଗାଲୁରୁ,୧୨।୧୦: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି। ଆୟକର ବିଭାଗ ଗତଦୁଇ ଦିନ ହେବ ପରମେଶ୍ୱରଙ୍କ ୩୦ଟି ଠିକଣା ଉପରେ ଚଢାଉ କରିଥିଲା। ଏହି ଭୟରେ ରମେଶ ଗଣଭାରତୀ ଅଞ୍ଚଳରେ…
ଏଭଳି ବଡ଼ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତ୍ରଭୋଜନ ପରେ ଖାଆନ୍ତୁ ଏହାକୁ…
ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ରାତ୍ରଭୋଜନ ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସ୍ରୁ ଦୂରେଇ ରଖିବା ସହିତ ରକ୍ତରେ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରିତ କରେ।…
ଗୋଟିଏ ଦିନରେ ଫିଲ୍ମରୁ ୧୨୦ କୋଟି ଆୟ ହେଉଛି, ଦେଶରେ ମାନ୍ଦାବସ୍ଥା କୁଆଡୁ ଆସିଲା: ଆଇନ ମନ୍ତ୍ରୀ
ମୁମ୍ବାଇ,୧୨।୧୦: ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ। ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ମାନିବାକୁ ନାରାଜ। ଦେଶର ମାନ୍ଦା ଅର୍ଥନୀତିକୁ ଫିଲ୍ମ ଆୟ ସହ ତୁଳନା କରି ଫସିଯାଇଛନ୍ତି…
ମୋଦିଙ୍କ ସହ ଛାଇ ଭଳି ଥିବା ମହିଳା ଜଣକ କିଏ
ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ତାମିଲନାଡୁରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ବୈଠକରେ ଯୋଗ ଦେବା ପୂର୍ବରୁ ମୋଦିଙ୍କ ସହ…
ମାତା-ପିତା ଉଭୟଙ୍କର ସ୍ନେହ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୨।୧୦: ମାତା-ପିତାଙ୍କ ସ୍ନେହ ସନ୍ତାନଙ୍କ ପାଇଁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। ବିଚାରପତି ଦୀପକ ଗୁପ୍ତା ଏକ ମାମଲାର ବିଚାର କରି ଏଭଳି ରାୟ ଜାରି…
ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ
ଜମ୍ମୁ,୧୨।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଶନିବାର ସକାଳେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍ ଆକ୍ରମଣ ହୋଇଛି। ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଏଥିରେ ପ୍ରାୟ ୭ ଜଣ ଲୋକ…
ସିମି ଆତଙ୍କବାଦୀ କେମିକାଲ୍ ଅଲ୍ଲୀ ଗିରଫ
ରାୟପୁର,୧୨।୧୦: ଜଣେ ସିମି ଆତଙ୍କବାଦୀଙ୍କୁ ରାୟପୁର ପୋଲିସ ଗିରଫ କରିଛି। ସେ ୬ ବର୍ଷ ଧରି ଫେରାର ଥିବା ପୋଲିସ କହିଛି। ୨୦୧୩ରେ ବୋଧଗୟା ଏବଂ ପାଟନାରେ ହୋଇଥିବା ସିରିଜ୍ ବିସ୍ଫୋରଣ ସିମି ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା। ପୋଲିସ ଏହି ମାମଲାରେ…
ଭାରତର ପ୍ରଥମ ଗ୍ରାଜୁଏଟ୍ ମହିଳାଙ୍କୁ ସମ୍ମାନ ଜଣାଇଲା ଡୁଡୁଲ୍
ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଗୁଗୁଲଡୁଡୁଲ କରାଯାଇଛି। କାମିନୀ ରାୟ ଏକାସଙ୍ଗରେ ଜଣେ କବି, ଶିକ୍ଷାବିତ୍ ଏବଂ ସାମାଜିକ କର୍ମୀ ଥିଲେ। ୧୮୬୪ ଅକ୍ଟୋବର ୧୨ ତାରିଖରେ ସେ…
କଶ୍ମୀର ପ୍ରସଙ୍ଗରେ ଗୋଟିଏ ଶବ୍ଦ ବି କହିଲେନି ଜିନପିଙ୍ଗ
ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ ଜିନପିଙ୍ଗ କଶ୍ମୀର ପ୍ରସଙ୍ଗକୁ ନେଇ ଗୋଟିଏ ଶବ୍ଦ ବି କହି ନାହାଁନ୍ତି। ଆତଙ୍କବାଦକୁ ନେଇ କିନ୍ତୁ ବିସ୍ତାର ଭାବେ ଆଲୋଚନା ହୋଇଛି। ଏହି…
Archives


